ପଥରରେ ଛେଚି ଯୁବକଙ୍କୁ ହତ୍ୟା
କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅନ୍ତର୍ଗତ ପାଣିଗାଁରେ ଯୁବକଙ୍କୁ ହତ୍ୟା । ଗାଁର କୈଳାସ ମାଝୀ ନାମକ ଯୁବକଙ୍କୁ ପଥରରେ ମୁଣ୍ଡକୁ ଛେଚି ଅତି ନିର୍ମମ ଭାବରେ ହତ୍ୟା କରାଯାଇଛି । ମିଳିଥିବା ସୁଚନା ଅନୁସାରେ, ଯୁବକ ଜଣକ ଶନିବାର...
ଦାୟିତ୍ବହୀନତା : ବିଦ୍ୟୁତ ଆଘାତରେ ୭ ହାତୀ ମୃତ
ଗୋଟିଏ ପଟେ ହାତୀଙ୍କ ସୁରକ୍ଷା ପାଇଁ ସରକାର ପଦକ୍ଷେପ ନେଉଛନ୍ତି. ଅନ୍ୟପଟରେ ବେପରଓ୍ବା ମନୋଭାବ ଯୋଗୁ କେତେବେଳେ ଟ୍ରେନ ଦୁର୍ଘଟଣାରେ ତ ଆଉ କେତେବେଳେ ବିଦ୍ୟୁତ ଆଘାତରେ ଯାଉଛି ହାତୀଙ୍କ ଜୀବନ. ପୁଣି ଏମିତି ଏକ ଅଘଟଣ ଘଟିଛି ଢେଙ୍କାନାଳ...
ବୈଜୟନ୍ତଙ୍କୁ କ୍ଲିନ୍ଚିଟ୍
ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ଡିଜିସିଏଙ୍କ ତରଫରୁ ମିଳିଛି କ୍ଲିନଚିଟ୍ । ବୈଜୟନ୍ତଙ୍କ ହେଲିକପ୍ଟର୍ ଉଡ଼ାଣରେ କୌଣସି ନିୟମ ଉଲ୍ଲଙ୍ଘନ ହୋଇନାହିଁ ବୋଲି ରିପୋର୍ଟ ପ୍ରଦାନ କରିଛନ୍ତି ଡିଜିସିଏ। ଗତମାସ 15 ତାରିଖରେ ବୈଜୟନ୍ତଙ୍କ ହେଲିକପ୍ଟର୍ ଚିଲିକା ଉପରେ ବିପଦଜନକ ଭାବେ ଉଡ଼ିଥିବା...
୨୩ରୁ କଟକ ବାଲିଯାତ୍ରା
ନଭେମ୍ବର ୨୩ରୁ ୨୯ ବିଶ୍ୱ ପ୍ରସିଦ୍ଧ କଟକ ବାଲିଯାତ୍ରା । ବାଲିଯାତ୍ରା ପାଇଁ ଜିଲ୍ଲା ପ୍ରଶାସନର ଗୁରୁତ୍ୱପୂର୍ଣ୍ଣ ବୈଠକ । ଶୁକ୍ରବାର ଅପରାହ୍ନରେ ଜିଲାପାଳଙ୍କ ସଭାଗୃହରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଜିଲାପାଳ ଅରବିନ୍ଦ ଅଗ୍ରୱାଲ ବୈଠକରେ...
ପୁଣି ଶ୍ରୀମନ୍ଦିର ଉପରେ ଉଡିଲା ଡ୍ରୋନ
ପୁଣି ଶ୍ରୀମନ୍ଦିର ଉପରେ ଉଡିଲା ଡ୍ରୋନ କ୍ୟାମେରା । ଡ୍ରୋନ ଉଡାଇଥିବା ୮ ଯୁବକଙ୍କୁ ଅଟକ ରଖିଛି ପୋଲିସ । ଏମାର ମଠ ଛାତ ଉପରେ ୮ ଜଣ ଲୋକ ଡ୍ରୋନ ଉଡାଇଥିବା ନେଇ ସୂଚନା ମିଳିବା ପରେ ପୋଲିସ...
ଅନଲାଇନରେ ପଢିହେବ ଓଡିଆ ପୁସ୍ତକ:ନୂଆ ୱେବପୋର୍ଟାଲ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଦିନ ସଚିବାଳୟରେ ଓଡିଆ ଭର୍ଚୁଆଲ ଏକାଡେମୀର ନୂଆ ୱେବ ପୋର୍ଟାଲ ଉନ୍ମୋଚନ କରିଛନ୍ତି । ଓଡ଼ିଆ ସାହିତ୍ୟର ଏହି ଭର୍ଚୁଆଲ୍ ଭଣ୍ଡାର ପୂର୍ବାପେକ୍ଷା ଆହୁରି ଉନ୍ନତ ହେବ । ଉକ୍ତ ପୋର୍ଟାଲରେ ଦୁର୍ଲଭ ଓଡ଼ିଆ...
ବୌଦ୍ଧ ସନ୍ନ୍ୟାସୀଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ
ପରିବେଶକୁ ସୁରକ୍ଷା ଦେବା ଓ ଲୋକଙ୍କ ମଧ୍ୟରେ ଜାଗରଣ ସୃଷ୍ଟି କରିବା ପାଇଁ ଓଡିଶାରେ ଆଠ ଦିବସୀୟ ‘ଇକୋ ପଦଯାତ୍ରା’ ଆରମ୍ଭ କରିଥିବା ବୌଦ୍ଧ ସନ୍ନ୍ୟାସୀଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ. ନବୀନ ପଟ୍ଟନାୟକ ସେମାନଙ୍କୁ ଭେଟି ଉତ୍ସୁକ ଥିବା...
ସେପ୍ଟେଜ୍ ବିଶୋଧନାଗାରର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ମୁଖ୍ୟମନ୍ତ୍ରୀ ୬ଟି ବର୍ଜ୍ୟବସ୍ତୁ ପରିଚାଳନା କେନ୍ଦ୍ରର ଲୋକାର୍ପଣ କରିଛନ୍ତି । ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୬ଟି ସହରରେ ବିଶୋଧନାଗାର କାର୍ଯ୍ୟକାରୀ ହେବ । ଏହି ସହର ମାନଙ୍କ ମଧ୍ୟରେ ରହିଛି ଭୁବନେଶ୍ୱର, ବ୍ରହ୍ମପୁର, ରାଉରକେଲା, ସମ୍ବଲପୁର, ଢେଙ୍କାନାଳ ଓ ପୁରୀ...
ସିବିଆଇ ପ୍ରସଙ୍ଗରେ କଂଗ୍ରେସର ଦେଶବ୍ୟାପୀ ବିକ୍ଷୋଭ:ରାହୁଲ ଗାନ୍ଧୀଙ୍କ ସମେତ ବହୁ ବରିଷ୍ଠ ନେତା ଗିରଫ
ସିବିଆଇରେ ଲାଗି ରହିଥିବା ବିବାଦ ଏବେ ଉଗ୍ରରୂପ ଧାରଣ କରିଛି । ଏହା ସହିତ ରାତାରାତି ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମାଙ୍କୁ ଛୁଟିରେ ପଠାଇବା ଘଟଣା ମାମଲାକୁ ଆହୁରି ଦ୍ୱନ୍ଦ ଭିତରକୁ ଟାଣି ନେଇଛି । ଯାହାକୁ ବିରୋଧୀ ଦଳ...
ସିବିଆଇ ବିବାଦ: ୨ ସପ୍ତାହରେ ଯାଞ୍ଚ ଶେଷ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
ସିବିଆଇ ବିବାଦ ନେଇ ସୁପ୍ରିମକୋର୍ଟଙ୍କ ନିଷ୍ପତି । ବହୁଚର୍ଚ୍ଚିତ ସିବିଆଇ ବିବାଦର ଶୁଣାଣି ଶୁକ୍ରବାର ସୁପ୍ରିମକୋର୍ଟରେ ହୋଇଥିବା ବେଳେ ଏହାର ଯାଂଚ ପାଇଁ ସିଭିସିକୁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ଅଦାଲତ । ୨ ସପ୍ତାହ ମଧ୍ୟରେ ଯାଂଚ ଶେଷ କରିବାକୁ...







