27.1 C
Bhubaneswar
Saturday, October 24, 2026
-Advertisement-
video

ବରମୁଣ୍ଡା ବସଷ୍ଟାଣ୍ଡରେ ‘ସ୍ୱଚ୍ଛତା ହିଁ ସେବା: ସାମିଲ ହେଲେ ଧର୍ମେନ୍ଦ୍ର

‘ସ୍ୱଚ୍ଛତା ହିଁ ସେବା’ ଅଭିଯାନରେ ବରମୁଣ୍ଡା ବସଷ୍ଟାଣ୍ଡରେ ସଫେଇ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ଅଭିଯାନରେ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଅନ୍ୟ ବିଜେପି ନେତାମାନେ ବସଷ୍ଟାଣ୍ଡରେ ଅଳିଆ ସଫା କରିବା ସହ ପରିବେଶକୁ ସ୍ୱଚ୍ଛ ରଖିବା ପାଇଁ...

ବାତ୍ୟାର ରୂପ ନେଉଛି ଲଘୁଚାପ: ମଧ୍ୟରାତ୍ରରେ ଝଡ ବାତ୍ୟାର ସମ୍ଭାବନା, ସାରା ରାଜ୍ୟରେ ପ୍ରବଳ ବର୍ଷା

ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିଝଡ ଡିପ୍ ଡିପ୍ରେସନରେ ପରିଣତ ହୋଇଛି । ଫଳରେ ଆଜି ମଧ୍ୟରାତ୍ରିରେ ଓଡିଶାର ବିଭିନ୍ନ ସ୍ଥାନରେ ଘଣ୍ଟା ପ୍ରତି ୬୦ରୁ ୮୦ କିଲୋମିଟର ବେଗରେ ପବନ ବହିବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।...

ଶେଷ ହୋଇଛି ବିଧାନସଭା ମୌସୁମୀ ଅଧିବେଶନ

ବିଧାନସଭାର ମୌସୁମୀ ଅଧିବେଶନ ଗୁରୁବାର ଶେଷ ହୋଇଛି । ସେପ୍ଟେମ୍ବର ୪ରୁ ଆରମ୍ଭ ହୋଇଥିବା ଏହି ଅଧିବେଶନରେ ମୋଟ ୧୧ଟି କାର୍ଯ୍ୟଦିବସ ରହିଥିଲା । ଅଧିବେଶନ କାଳରେ ୩ଟି ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା ହୋଇଥିବାବେଳେ ୧୨ଟି ବିଲ୍ ଗୃହରେ...

ମହଙ୍ଗା ପଡିଲା ବିବାଦୀୟ ମନ୍ତବ୍ୟ: ଗିରଫ ହେଲେ ବୈଜୟନ୍ତଙ୍କ ବନ୍ଧୁ ଅଭିଜିତ

ଓଡିଶା , କୋଣାର୍କ ମନ୍ଦିର ଓ ଓଡିଶାର ବିଧାୟକମାନଙ୍କ ପ୍ରତି ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ଅଭିଜିତ ଆୟାର ମିତ୍ରଙ୍କୁ ଶେଷରେ ଓଡିଶା ପୁଲିସ ନୂଆଦିଲ୍ଲୀର ନିଜାମ୍ମୁଦିନ ଥାନା ଅଞ୍ଚଳରୁ ଗିରଫ କରିଥିବା ସୁଚନା ମିଳିଛି । ଏନେଇ ଅଭିଜିତଙ୍କ ବନ୍ଧୁ...

ଅଭିଜିତଙ୍କୁ ନେଇ ବିଧାନସଭାରେ ହଙ୍ଗାମା: ଶେଷ ଦିନରେ ବି ଗୃହ ଅଚଳ

ଓଡିଶାର କଳା ସଂସ୍କୃତିକୁ ନେଇ ବିବାଦୀୟ ମନ୍ତବ୍ୟ ଦେଇ ଫସିଥିବା ଅଭିଜିତ ଆୟାର ମିତ୍ରଙ୍କ ପାଇଁ ବଢୁଛି ଅଡୁଆ । ଓଡିଶାର ବିଧାୟକମାନଙ୍କୁ ବୋକା ବୋଲି କହି ପୁଣି ବିବାଦକୁ ଆସିଛନ୍ତି ଅଭିଜିତ । ଅଶୋଭନୀୟ ମନ୍ତବ୍ୟ ପାଇଁ ତାଙ୍କ...
video

କ୍ରିୟୁ ମେମ୍ବରଙ୍କ ଅବହେଳା: ଯାତ୍ରୀଙ୍କ ନାକ କାନରୁ ବାହାରିଲା ରକ୍ତ

ମଝି ଆକାଶରେ ଜେଟ୍ ଏୟାରୱେଜର ବିମାନରେ ଯାନ୍ତ୍ରୀକ ତ୍ରୁଟି । ଫଳରେ ଧିରେଧିରେ ବିମାନ ମଧ୍ୟରେ ବାୟୁଚାପ କମିବାରେ ଲାଗିଥିଲା । ୩୦ ଜଣ ଯାତ୍ରୀଙ୍କ ନାକ ଓ କାନରୁ ରକ୍ତ ବାହାରିବା ଆରମ୍ଭ କରିଥିଲା । ଅନ୍ୟ କେତେଜଣ...

ଓଡିଶା ଉପକୂଳ ଛୁଇଁବ ଲଘୁଚାପ: ଦୁଇଦିନ ପ୍ରବଳ ବର୍ଷିବ

ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହାର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ସୃଷ୍ଟ ଲଘୁଚାପ ଆଜି ସଂନ୍ଧ୍ୟା ସୁଧା ଘନୀଭୂତ ହେବ । ଏହା ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଅବପାତର ରୂପ ନେବ ଏବଂ ଉତ୍ତର ଆନ୍ଧ୍ରପ୍ରଦେଶ ଏବଂ ଓଡିଶାର ଉପକୂଳ...

ମନ୍ତ୍ରୀ ବଦ୍ରୀ ନାରାୟଣ ପାତ୍ରଙ୍କ ପୁଅ ଦେବାଶିଷ ପାତ୍ର ଗିରଫ

ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରୀ ନାରାୟଣ ପାତ୍ରଙ୍କ ପୁତ୍ର ଦେବାଶିଷ ପାତ୍ରଙ୍କୁ ବୁଧବାର ଗିରଫ କରିଛି ପୋଲିସ । ମଙ୍ଗଳବାର ଦିନ ପୋଲିସ ଉପରେ ଆକ୍ରମଣ କରିବା ଘଟଣାରେ ରାମଚନ୍ଦ୍ରପୁର ପୋଲିସ କେନ୍ଦୁଝର ଜିଲ୍ଲାର ଛତିଆ ଟାଙ୍ଗି ଅଞ୍ଚଳରୁ...

କୁଜଙ୍ଗ କୋର୍ଟରେ ସରେଣ୍ଡର କଲେ ମହିମା ମିଶ୍ର

କୁଜଙ୍ଗ ଜେଏମଏଫସି କୋର୍ଟରେ ଆତ୍ମସମର୍ପଣ କଲେ ମହିମା ମିଶ୍ର । ଗତକାଲି ସୁପ୍ରିମକୋର୍ଟ ଜାମିନ ଆବେଦନ ଖାରଜ କରିବା ପରେ ଆତ୍ମସମର୍ପଣ କରିଛନ୍ତି ମହିମା । ପାରାଦୀପ ସିୱେଜ ସିପିଙ୍ଗ ଆଣ୍ଡ ଲଜିଷ୍ଟିକ ପ୍ରାଇଭେଟ ଲିମିଟେଡର ଜେନେରାଲ ମ୍ୟାନେଜର ମହେନ୍ଦ୍ର...

ଭାରତ-ପାକ୍ ମଧ୍ୟରେ ହେବ କଡା ଟକ୍କର

ଦୁବାଇରେ ଖେଳାଯାଇଥିବା ମ୍ୟାଚରେ ଭାରତ ବିଜୟ ସହ ଏସିଆ କପ୍ ଅଭିଯାନକୁ ଆରମ୍ଭ କରିଛି. ତେବେ ଏହି ମ୍ୟାଚରେ ଶିଖର ଧାୱନ ସମସ୍ତଙ୍କ ପାଇଁ ମୁଖ୍ୟ ଆକର୍ଷଣ ବନିଯାଇଥିଲେ. ଶିଖରଙ୍କ ଧୂଆଁଧାର ଶତକ ବଳରେ ଭାରତ ଏହି ମ୍ୟାଚକୁ ଜିତିବାରେ...
- Advertisement -

Latest article

Westace Christmas Seasonal Slots

InhoudEen Overzicht van Populaire Kerst SlotsHoe Maak Je Gebruik van de Westace BonusStappen voor een Probleemloze OpnameVeelvoorkomende Problemen en OplossingenConclusie: Is Het de Moeite...

Zijn Casoola Games Vervalst? Eerlijkheid Uitgelegd

InhoudHoe Online Casino's Eerlijkheid GaranderenBelangrijke Certificeringen en Wat Ze BetekenenRTP en House Edge: De Cijfers BegrijpenVeelgestelde Vragen over SpelEerlijkheidJe Geld Veilig UitbetalenConclusie: Spelen met...

Casoola PWA Install: Salta l’App Store

IndiceCos'è una PWA e Perché Sceglierla per CasoolaGuida Passo-Passo all'Installazione della PWAVantaggi Pratici dell'Utilizzo della PWARisoluzione dei Problemi ComuniBonus ed Esperienza di Gioco sulla...