25.1 C
Bhubaneswar
Saturday, October 24, 2026
-Advertisement-

ଶ୍ରୀମନ୍ଦିର ସଂସ୍କାର ନେଇ ଗଜପତି ମହାରାଜଙ୍କୁ ଭେଟିଲେ ଆମିକସ କ୍ୟୁରୀ ଗୋପାଳ ସୁବ୍ରମଣ୍ୟମ

ସୁପ୍ରିମକୋର୍ଟ ଦ୍ୱାରା ନିଯୁକ୍ତ ଆମିକସ କ୍ୟୁରୀଙ୍କ ଗୋପାଳ ସୁବ୍ରମଣ୍ୟମ ଆଜି ସକାଳେ ପୁରୀର ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କୁ ଭେଟି ଶ୍ରୀମନ୍ଦିରର ସଂସ୍କାର ନେଇ ଆଲୋଚନା କରିଛନ୍ତି । ଶ୍ରୀନଅର ପରିସରରେ ଅନୁଷ୍ଠିତ ଏହି ବୈଠକରେ ଆମିକସ କ୍ୟୁରୀ ଶ୍ରୀ ସୁବ୍ରମଣ୍ୟମ...

ଆରପାରିରେ ଫିଲ୍ମ ପ୍ରଯୋଜକ ସୁବାସ ରାଉତ

ପ୍ରଖ୍ୟାତ ଓଡ଼ିଆ ଫିଲ୍ମ ପ୍ରଯୋଜକ ସୁବାସ ରାଉତଙ୍କ ବିୟୋଗରେ ସ୍ତବ୍ଧ ସଂପୂର୍ଣ୍ଣ ଚଳଚିତ୍ର ଜଗତ । କଟକସ୍ଥିତ ବାସଭବନରେ ଆଜି ସକାଳୁ ତାଙ୍କର ପରଲୋକ ହୋଇଛି । ଦୀର୍ଘ ଦିନ ହେବ ସୁବାସ କ୍ୟାନ୍ସରରେ ପୀଡିତ ହୋଇ ତାଙ୍କର ଛତ୍ରବଜାର ସ୍ଥିତ...

ଝାରସୁଗୁଡାଠାରେ ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରକୁ ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ

ଝାରସୁଗୁଡା ଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟର ଦ୍ୱିତୀୟ ବିମାନ ବନ୍ଦର ଭାବେ ‘ବୀର ସୁରେନ୍ଦ୍ର ସାଏ’ ବିମାନବନ୍ଦରକୁ ଲୋକାର୍ପିତ କରିଛନ୍ତି । ‘ବୀର ସୁରେନ୍ଦ୍ର ସାଏ’ ବିମାନବନ୍ଦରକୁ ଲୋକାର୍ପଣ କରି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ, ଯୋଗାଯୋଗ କ୍ଷେତ୍ରରେ...

ଆସନ୍ତାକାଲି ବସିବ ବିଧାନସଭା ଗୃହ କମିଟି ବୈଠକ: ଆୟାରଙ୍କ ମନ୍ତବ୍ୟକୁ ନେଇ ହେବ ତର୍ଜମା

ଓଡିଶା ସମ୍ପର୍କରେ ଅଶାଳୀନ ମନ୍ତବ୍ୟ ଏବଂ ବିଧାୟକମାନଙ୍କୁ ବୋକା ଭଳି ବୟାନ ଦେଇଥିବା ସାମ୍ବାଦିକ ଅଭିଜିତ ଆୟାର ମିତ୍ରଙ୍କ ପାଇଁ ଶନିବାର ବସିବ ଗୃହ କମିଟି । ରାଜ୍ୟ ସଚିବାଳୟରେ ଅପରାହ୍ନ ୪ଟାରେ ଏହି ବୈଠକ ବସିବାକୁ ଥିବାବେଳେ ଅଭିଜିତ...
video

ଅଷ୍ଟ୍ରେଲିଆ ବ୍ରିସବେନ ସହରରେ ଗଣେଶ ପୂଜା: ଅନଲାଇନରେ ମନ୍ତ୍ରପାଠ କଲେ ଓଡିଆ ନନା

ସେପ୍ଟେମ୍ବର ୧୬ରେ ଖୁବ ଧୁମଧାମରେ ଆୟୋଜନ ହୋଇଥିଲା ଗଣେଶ ପୂଜା । ଓଡିଶା ତଥା ଓଡିଶା ବାହାରେ ବି ଗଜାନନଙ୍କ ପୂଜା ବେଶ୍ ଧୁମଧାମରେ ପାଳନ କରାଯାଇଥିଲା । ତେବେ ଅଷ୍ଟ୍ରେଲିଆ ବ୍ରିସବେନ ସହରରେ କିଛି ଲୋକ ଏକତ୍ର ହୋଇ...

ଶ୍ରୀମନ୍ଦିରରେ ସୁପ୍ରିମକୋର୍ଟ ନିଯୁକ୍ତ ଆମିକସ କ୍ୟୁରୀ: ଆନନ୍ଦବଜାରରୁ ହଟିଲା ଅବଢା ଦର ତାଲିକା

ଶ୍ରୀମନ୍ଦିରରେ ଆମିକସ କ୍ୟୁରୀଙ୍କ ଅଧ୍ୟକ୍ଷତାରେ ଚାଲିଥିବା ବୈଠକ ଶେଷ ହୋଇଛି । ବୈଠକ ଶେଷ ହେବା ପରେ ୧୨ଟି ପ୍ରସ୍ତାବ ଉପରେ ଆଲୋଚନା ହୋଇଥିବା ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି । ପ୍ରସ୍ତାବ ଗୁଡିକ...

ମାଲକାନଗିରି ପାଇଁ ୭ଦିନିଆ ରିଲିଫ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ବଙ୍ଗୋପସାଗରରେ ସୃଷ୍ଟ ହୋଇଥିବା ସାମଦ୍ରିକ ଝଡ ପ୍ରଭାବରେ ସାରା ରାଜ୍ୟରେ ବର୍ଷା ଜାରି ରହିଛି । ଲଗାଣ ବର୍ଷାରେ ମାଲକାନଗିରିର ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ପାଇଛି । କୋଲାବ ନଦୀର ଜଳଭଣ୍ଡାରର ଦୁଇଟି ଗେଟ୍ ଖୋଲାଯାଇଛି । ଜିଲ୍ଲାର...

‘ପ୍ରହାର’ର ସଫଳ ପରୀକ୍ଷଣ

ଗୁରୁବାର ଦିନ ସ୍ୱଳ୍ପ ଦୂରଗାମୀ ବାଲିଷ୍ଟିକ ମିସାଇଲ ‘ପ୍ରହାର’ର ସଫଳ ପରୀକ୍ଷଣ ହୋଇଛି । ବାଲେଶ୍ୱରର ଚାନ୍ଦିପୁର ଇଣ୍ଟିଗ୍ରେଟେଡ ଟେଷ୍ଟ ରେଞ୍ଜର 3 ନମ୍ବର ଲଞ୍ଚିଂ ପ୍ୟାଡରୁ ମଧ୍ୟାହ୍ନ 1 ଟା 35 ରେ ମିସାଇଲ ପ୍ରହାରକୁ ପରୀକ୍ଷଣ କରାଯାଇଥିଲା...

ରାଜ୍ୟରେ ହାଇ ଆଲର୍ଟ ଜାରି : ସରକାରୀ ଛୁଟି ବାତିଲ କଲେ ଜିଲ୍ଲାପାଳ

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଡିପ୍ ଡିପ୍ରେସନ୍ ସାଇକ୍ଳୋନିକ୍ ଷ୍ଟ୍ରୋମ୍ ର ରୂପ ନେବାକୁ ଯାଉଛି । ଏହି ଝଡ଼ ବାତ୍ୟା ଯୋଗୁଁ ଗଞ୍ଜାମ, ଗଜପତି, ଖୋର୍ଦ୍ଧା, ନୟାଗଡ଼ ଓ ପୁରୀ ଆଦି 5ଟି ଜିଲ୍ଲା ପ୍ରଭାବିତ ହେବାର ସମ୍ଭାବନା ରହିଛି...

ଜାମିନ ପାଇଲେ ଅଭିଜିତ୍

ଓଡିଶା ସଂସ୍କୃତି ବିରୋଧରେ ଅଶାଳୀନ ମନ୍ତବ୍ୟ ଦେଇ ଗିରଫ ହୋଇଥିବା ସାମ୍ବାଦିକ ଅଭିଜିତ ଆୟାର ମିତ୍ରଙ୍କୁ ସର୍ତ୍ତମୂଳକ ଜାମିନ ମିଳିଛି । ଦିଲ୍ଲୀର ସାକେତ କୋର୍ଟ ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ ଜାମିନ ଦେଇଛନ୍ତି । ୨୮ ତାରିଖ ପରେ...
- Advertisement -

Latest article

Westace Christmas Seasonal Slots

InhoudEen Overzicht van Populaire Kerst SlotsHoe Maak Je Gebruik van de Westace BonusStappen voor een Probleemloze OpnameVeelvoorkomende Problemen en OplossingenConclusie: Is Het de Moeite...

Zijn Casoola Games Vervalst? Eerlijkheid Uitgelegd

InhoudHoe Online Casino's Eerlijkheid GaranderenBelangrijke Certificeringen en Wat Ze BetekenenRTP en House Edge: De Cijfers BegrijpenVeelgestelde Vragen over SpelEerlijkheidJe Geld Veilig UitbetalenConclusie: Spelen met...

Casoola PWA Install: Salta l’App Store

IndiceCos'è una PWA e Perché Sceglierla per CasoolaGuida Passo-Passo all'Installazione della PWAVantaggi Pratici dell'Utilizzo della PWARisoluzione dei Problemi ComuniBonus ed Esperienza di Gioco sulla...