25.1 C
Bhubaneswar
Tuesday, October 27, 2026
-Advertisement-

ଅଜିତ ପାୱାର ବିମାନ ଦୁର୍ଘଟଣା;ତଦନ୍ତରେ ସାମିଲ୍ ହେଲେ CID ଏବଂ AAIB

ମହାରାଷ୍ଟ୍ରରେ ଅଜିତ ପାୱାରଙ୍କ ବିମାନ ଦୁର୍ଘଟଣାକୁ ନେଇ ରୋହିତ ପାୱାରଙ୍କ ଦ୍ୱାରା ବେଙ୍ଗାଲୁରୁରେ ଦାଖଲ ହୋଇଥିବା Zero FIR ଏବେ CID ତଦନ୍ତର ଏକ ଅଂଶ ହେବ। ସିଆଇଡି ପୂର୍ବରୁ ବାରାମତୀ କ୍ରାସ୍‌ର Accidental Death Reportର ଯାଞ୍ଚ କରୁଥିଲା।...

ସହମତି ଭିତ୍ତିକ ସମ୍ପର୍କରେ ଦିଲ୍ଲୀ ହାଇକୋର୍ଟ ଜାରି କଲେ ନୂତନ ଗାଇଡ୍‌ଲାଇନ୍‌ସ

ପୋକ୍ସୋ ଆକ୍ଟ ଅଧୀନରେ ରୁଜୁ ହୋଇଥିବା ମାମଲାଗୁଡ଼ିକୁ ରଦ୍ଦ କରିବା ପାଇଁ ନୂତନ ନିୟମାବଳୀ ସ୍ଥିର କରିଛନ୍ତି ଦିଲ୍ଲୀ ହାଇକୋର୍ଟ । କୋର୍ଟ କହିଛନ୍ତି ଯେ ଅପରାଧିକ ପ୍ରକ୍ରିୟାକୁ ରଦ୍ଦ କରିବା ଆଇନ ବିରୋଧୀ ନୁହେଁ, କିନ୍ତୁ ଏଥିପାଇଁ ସାବଧାନତାର...

ତୃତୀୟ ଥର ପାଇଁ ରାଜ୍ୟସଭାର ଉପାଧ୍ୟକ୍ଷ ହେଲେ ହରିବଂଶ ନାରାୟଣ ସିଂ

ରାଜ୍ୟସଭା ଉପାଧ୍ୟକ୍ଷ ପଦରେ ପୁନଃ ନିର୍ବାଚିତ ହୋଇଛନ୍ତି ହରିବଂଶ ନାରାୟଣ ସିଂ । ସେ ତୃତୀୟ ଥର ପାଇଁ ରାଜ୍ୟସଭାର ଉପାଧ୍ୟକ୍ଷ ପଦବୀ ସମ୍ଭାଳିବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହରିବଂଶଙ୍କୁ ଶୁଭେଚ୍ଛା ଜଣାଇ ଏହାକୁ ତାଙ୍କ ନେତୃତ୍ୱ ଏବଂ...

ବିଜୁ ପଟ୍ଟନାୟକଙ୍କ ଅଧୁରା ସ୍ୱପ୍ନକୁ ପୁରା କରିବ ସରକାର : ମୁଖ୍ୟମନ୍ତ୍ରୀ

ବିଜୁ ପଟ୍ଟନାୟକଙ୍କ ୨୯ତମ ତିରୋଧାନ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଜୁ ବାବୁଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ତାଙ୍କ ଅଧୂରା ସ୍ୱପ୍ନ ପୂରଣ କରିବାକୁ ସରକାରଙ୍କ ସଂକଳ୍ପ ବୋଲି କହିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି,...

ଏବେବି ସକ୍ରିୟ ଅଛନ୍ତି ମାଓବାଦୀ

କେନ୍ଦ୍ର ସରକାରଙ୍କ ମାଓ ଦମନ ଡେଡ୍ ଲାଇନ୍ ଶେଷ ହେବା ପରେ ବି ଏବେବି ଦେଶରେ ସକ୍ରିୟ ଅଛନ୍ତି ମାଓବାଦୀ । ବୁଧବାର ସକାଳୁ ସରଣ୍ଡା ଜଙ୍ଗଲରେ ହୋଇଛି ଗୁଳି ଏବଂ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ । ସୁରକ୍ଷାବାହିନୀ ଗୁଳିରେ ୩...

ଆଜିରୁ ଆରମ୍ଭ ହେଲା ଡିଜିଟାଲ୍ ଜନଗଣନା

ଆଜିଠୁ ଆରମ୍ଭ ହୋଇଛି ଡିଜିଟାଲ୍ ଜନଗଣନା। ଆସନ୍ତା ମେ’୧୫ ତାରିଖ ପର୍ଯ୍ୟନ୍ତ ଚାଲିବ ଡିଜିଟାଲ୍ ଜନଗଣନା। ତେବେ ଏହି ଗଣନାରେ ୯୦ ହଜାର ୨୦୦ ଅଧିକାରୀ ଘର ଘର ବୁଲି ଜନଗଣନା କରିବେ। ପ୍ରତି ଜନଗଣନା ଅଧିକାରୀଙ୍କୁ ୮୦୦ ଲୋକଙ୍କ...

ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ କଲେ ବିଜ୍ଞାନ ଶିକ୍ଷକ

ନୟାଗଡ଼ ଜିଲ୍ଲାରେ ଜଣେ ଦଶମ ଶ୍ରେଣୀର ନାବାଳିକା ଛାତ୍ରୀଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୋଗରେ ବିଜ୍ଞାନ ଶିକ୍ଷକ ଜିତେନ୍ଦ୍ର ମଳିକଙ୍କୁ ଗିରଫ କରିଛି ପୋଲିସ । ସୂଚନା ଅନୁଯାୟୀ, ଅଭିଯୁକ୍ତ ଶିକ୍ଷକ ଟିକାବାଲି ଥାନା ଅଞ୍ଚଳର ଏକ ହାଇସ୍କୁଲରେ କାର୍ଯ୍ୟରତ...

ପାକିସ୍ତାନକୁ ଗୁପ୍ତ ତଥ୍ୟ ଦେଇ ୩ ବର୍ଷ ଜେଲ୍ ଗଲେ ୭ ଜଣ ଦୋଷୀ

ଭୁବନେଶ୍ୱରରେ ଓଟିପି ସେୟାରିଂ ମାଧ୍ୟମରେ ଗୁପ୍ତ ତଥ୍ୟ ଲିକ୍ କରିବା ଏବଂ ପାକିସ୍ତାନୀ ଏଜେଣ୍ଟଙ୍କ ସହ ସଂଯୋଗ ରଖିଥିବା ଗୁରୁତର ଅଭିଯୋଗ ସହିତ ସମ୍ପୃକ୍ତ ମାମଲାରେ ଭୁବନେଶ୍ୱର କୋର୍ଟ ବଡ଼ ରାୟ ଦେଇଛନ୍ତି। ପାକିସ୍ତାନୀ ଏଜେଣ୍ଟ ସହ ତଥ୍ୟ ଲିକ୍...

ଶ୍ରୀମନ୍ଦିରରେ ସ୍ଲଟ୍‌ ବୁକିଂ କରି ଦର୍ଶନ କରିବେ ଶ୍ରଦ୍ଧାଳୁ

ଶ୍ରୀମନ୍ଦିରରେ ସ୍ଲଟ୍‌ ବୁକିଂ ମାଧ୍ୟମରେ ମହାପ୍ରଭୁଙ୍କ ଦର୍ଶନ ବ୍ୟବସ୍ଥା ଆରମ୍ଭ ହେବାକୁ ଯାଉଛି। ଭିଡ଼ ନିୟନ୍ତ୍ରଣ କରିବା ସହ ଶ୍ରଦ୍ଧାଳୁଙ୍କୁ ସୁବିଧାଜନକ ଭାବରେ ଦର୍ଶନ କରାଇବା ଉଦ୍ଦେଶ୍ୟରେ ଏହି ନୂତନ ପ୍ରଣାଳୀକୁ ଆଣିବା ପାଇଁ ଯୋଜନା ଚାଲିଛି। ଏହି ନୂଆ...

ଚୀନ୍‌କୁ ମାତ୍ ଦେବାକୁ ଭାରତର ନୂଆ ରଣନୀତି

IMEC (ଇଣ୍ଡିଆ-ମିଡିଲ୍ ଇଷ୍ଟ ୟୁରୋପିଆନ୍ ଇକୋନୋମିକ କରିଡର) ବିଶ୍ୱର ବଦଳୁଥିବା ପରିସ୍ଥିତି ଏବଂ ସମୁଦ୍ର ମାର୍ଗରେ ବଢ଼ୁଥିବା ବିପଦ ମଧ୍ୟରେ ଭାରତ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ରଣନୈତିକ ବିକଳ୍ପ। ଏହା କେବଳ ବ୍ୟାପାରିକ ପ୍ରୋଜେକ୍ଟ ନୁହେଁ ଏହା ଜାତୀୟ ସୁରକ୍ଷା,...
- Advertisement -

Latest article

ବାତ୍ୟା ଅର୍ଣ୍ଣବ ପାଇଁ, ୪୮ ହଜାର ଲୋକଙ୍କ ହେବ ସ୍ଥାନାନ୍ତରଣ

ଭୁବନେଶ୍ୱର: ଭୀଷଣ ବାତ୍ୟାର ରୂପ ଧରି ‘ଅର୍ଣ୍ଣବ’ ସ୍ଥଳଭାଗ ଆଡ଼କୁ ମାଡ଼ି ଆସୁଥିବା ବେଳେ ଏହାର ମୁକାବିଲା ପାଇଁ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ସଜାଗ ରହିଛନ୍ତି।...

Winbeast Live Baccarat: Rules and Side Bets

ContentsUnderstanding the Core Rules of PlayA Detailed Look at Standard PayoutsExploring Popular Side BetsRTP and What It Means for YouStrategies for Managing Your BankrollGetting...

Spinhub Samsung Pay Integration

ContentsHow to Set Up and Use Samsung Pay at SpinhubKey Benefits of Using Samsung Pay for DepositsUnderstanding Deposit Limits and Processing TimesTroubleshooting Common Samsung...