ଦୁର୍ନୀତିକୁ ବିରୋଧ କରି ମାଡ ଖାଇଲେ, ଜେଲ୍ ଗଲେ
ଦୁର୍ନୀତିକୁ ବିରୋଧ କଲେ । ବିରୋଧ କରିବାରୁ ମାଡ ଖାଇଲେ । ଥାନାରେ ଅଭିଯୋଗ କରିବା ପରେ ପୋଲିସ ଗିରଫ କଲା । ଏଭଳି ଘଟଣା ଘଟିଛି ବଲାଙ୍ଗୀର ଖପ୍ରାଖୋଲରେ ।
ଆଗକୁ ନିର୍ବାଚନ ଆସୁଥିବାରୁ ଜୋରସୋରରେ ଚାଲିଛି ନିର୍ମାଣ...
17ରେ ପରିକ୍ରମା ପ୍ରକଳ୍ପ ଲୋକାର୍ପଣ : ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କଲେ ଶ୍ରୀମନ୍ଦିର ସେବାୟତ
ଶ୍ରୀମନ୍ଦିର ପରିଚାଳନା କମିଟିର ସମସ୍ତ ସଦସ୍ୟଗଣ, ବରିଷ୍ଠ ସେବାୟତଗଣ, ଶ୍ରୀମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନର ଅଧିକାରୀ ମାନଙ୍କ ଏକ ୫୦ ଜଣିଆ ପ୍ରତିନିଧି ଦଳ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ପାରମ୍ପରିକ ରୀତିରେ ନିମନ୍ତ୍ରଣ କରିଥିଲେ।
...
ଓଡ଼ିଶାର ପୂର୍ବତନ ରାଜ୍ୟପାଳ ଏମ୍. ଏମ୍. ରାଜେନ୍ଦ୍ରନ୍ଙ୍କ ପରଲୋକ
ଭୁବନେଶ୍ୱର, ଡିସେମ୍ବର ୨୩: ଓଡ଼ିଶାର ପୂର୍ବତନ ରାଜ୍ୟପାଳ ଏମ୍. ଏମ୍. ରାଜେନ୍ଦ୍ରନଙ୍କର ଶନିବାର ଚେନ୍ନାଇ ଠାରେ ପରଲୋକ ହୋଇଯାଇଛି । ଶନିବାର ଦିନ ୧୨.୩୦ ସମୟରେ ତାଙ୍କର ପରଲୋକ ହୋଇଛି ।
୧୯୯୯ ମସିହାର ଅଭୁତପୂର୍ବ ମହାବାତ୍ୟାର...
କୁସ୍ତି ମହାସଂଘ ପରିଚାଳନା ପାଇଁ ଅସ୍ଥାୟୀ ପ୍ୟାନେଲ
ଭାରତୀୟ କୁସ୍ତି ମହାସଂଘ ପରିଚାଳନା ପାଇଁ ଏକ ଅସ୍ଥାୟୀ ପ୍ୟାନେଲ ଗଠନ କରିବାକୁ କେନ୍ଦ୍ର ସରକାର ଇଣ୍ଡିଆନ ଅଲିମ୍ପିକ ଆସୋସିଏସନକୁ ନିର୍ଦ୍ଦେଶ ଦେଇଛନ୍ତି । କେନ୍ଦ୍ର ସରକାରଙ୍କ କ୍ରୀଡା ମନ୍ତ୍ରଣାଳୟ ପକ୍ଷରୁ ଏ ସଂପର୍କରେ ଅଲିମ୍ପିକ ଆସୋସିଏସନକୁ ଚିଠି ଲେଖାଯିବା...
କର୍ଲି କାମିୟାଙ୍କ ମୁହଁରେ ଶ୍ରୀମନ୍ଦିର କାହାଣୀ କୁହାଇ ଫସିଗଲେ ପାଣ୍ଡିୟାନ୍
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାହାଣୀ ବିଶ୍ବବାସୀଙ୍କୁ ଜଣାଇବା ପାଇଁ ୟୁଟ୍ୟୁବ୍ ଇନଫ୍ଲୁଏନସର କର୍ଲି କାମିୟାଙ୍କୁ ଶ୍ରୀମନ୍ଦିର ବୁଲେଇ ନେଇଥିଲେ ବିଜେଡି ନେତା ଭି.କେ. ପାଣ୍ଡିୟାନ । ୟୁଟ୍ୟୁବରେ କାମିୟା ଜାନିଙ୍କ କର୍ଲି ଟେଲ୍ସ ପେଜରେ ପ୍ରାୟ 27 ଲକ୍ଷ ସବସ୍କ୍ରାଇବର...
ଭାରତରେ ଜନସଂଖ୍ୟାର ୬ ରୁ ୭ ପ୍ରତିଶତ ଲୋକ ଦନ୍ତ ଚିକିତ୍ସକଙ୍କ ପାଖକୁ ଯାଆନ୍ତି: ବିଶେଷଜ୍ଞ
ଭୁବନେଶ୍ୱର : ପ୍ରତ୍ୟେକ ମଣିଷ ନିଜ ଦାନ୍ତର ଯତ୍ନ ନେବା ଉଚିତ୍ । ତେବେ ଭାରତରେ ମୋଟ ଜନସଂଖ୍ୟାର ମାତ୍ର ୬ ରୁ ୭ ପ୍ରତିଶତ ଲୋକ ନିଜ ଦାନ୍ତ ଚିକିତ୍ସା ପାଇଁ ଦନ୍ତ ଚିକିତ୍ସକଙ୍କ ନିକଟକୁ...
ଅପରାଜିତାଙ୍କୁ ଟକ୍କର ଦେବେ ଶ୍ରୀମୟୀ
ନିର୍ବାଚନକୁ ଆହୁରି ତିନିମାସ ବାକି । ମାତ୍ର ଭୁବନେଶ୍ବର ଲୋକସଭା ଆସନ ପାଇଁ ମଇଦାନକୁ ଓହ୍ଲାଇ ସାରିଲେଣି ପ୍ରାର୍ଥୀ । ଭୁବନେଶ୍ବର ଲୋକସଭା ସାଂସଦ ତଥା ବିଜେପି ନେତ୍ରୀ ଅପରାଜିତା ଷଡଙ୍ଗୀ ପୁଣି ଥରେ ଭୁବନେଶ୍ବର ଆସନରୁ ପ୍ରାର୍ଥୀ ହେବେ...
ଅନୁପସ୍ଥିତ ସାଂସଦଙ୍କୁ ବି ନିଲମ୍ବିତ କରିଦେଲେ
ଗତକାଲି ସଂସଦରେ ହଳଦିଆ ଗ୍ୟାସ୍ ସ୍ପ୍ରେ କୁ ନେଇ ଆଜି ସଂସଦ ଭବନ କଂପିଥିଲା । ଅଧିବେସନ ଆରମ୍ଭ ହେବାମାତ୍ରେ ଲୋକସଭାରେ ବିରୋଧୀ ସରକାରଙ୍କ ବିରୋଧରେ ନାରା ଦେବା ଆମ୍ଭ କରିଦେଇଥିଲେ । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଇସ୍ତଫା...
ଧର୍ମେନ୍ଦ୍ରଙ୍କ ଅଙ୍କ କହୁଛି 2024ରେ ବିଜେପି ଓଡିଶାରେ 15 ଲୋକସଭା ଆସନ ଜିତିବ
ତିନୋଟି ରାଜ୍ୟରେ ବିଜୟକୁ ନେଇ ବିଜେପି ଉତଫୁଲ୍ଲିତ । ଆଗକୁ ସାଧାରଣ ନିର୍ବାଚନ ଆସୁଥିବାରୁ ବିଜେପି ଓଡିଶାରେ ଭଲ ପ୍ରଦର୍ଶନ କରିବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଧର୍ମେନ୍ଦ୍ର କହିଛନ୍ତି , ବିଜେପିର...
ସଂସଦ ସୁରକ୍ଷାରେ ତ୍ରୁଟି : ଭିତରେ ପଶି ହଳଦିଆ ଗ୍ୟାସ୍ ସ୍ପ୍ରେ କଲେ ଦୁଇ ଯୁବକ
ଫେଲ୍ ମାରିଲା ଚାରିଥାକିଆ ସୁରକ୍ଷା ବ୍ୟବସ୍ଥା । ସଂସଦ ଭବନ ଭିତରେ ପ୍ରବେଶ କରି ଦୁଇ ଯୁବକ ହଙ୍ଗାମା କଲେ । ଲୋକସଭା ସଦନରେ କାର୍ଯ୍ୟ ଚାଲିଥିବା ବେଳେ ଦିନ ଗୋଟାଏ ସମୟରେ ହଠାତ ଦର୍ଶକ ଗ୍ୟାଲେରୀରୁ ଜଣେ ଯୁବକ...
















