302 ରନରେ ଶ୍ରୀଲଙ୍କାକୁ ହରାଇ ଭାରତ ସେମିରେ
ବିଶ୍ବକପରେ ଭାରତର ଆଉ ଏକ ସର୍ବବୃତ୍ତ ବିଜୟ । ଶ୍ରୀଲଙ୍କାକୁ 302 ରନରେ ହରାଇ ଭାରତ ପ୍ରଥମ ଦଳ ଭାବେ ସେମିରେ ପ୍ରବେଶ କରିଛି । ଆଜି ଭାରତ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା ଏବଂ 8 ଉଇକେଟ୍...
ରାଜନୈତିକ ଦଳ କାହାଠୁ ଚାନ୍ଦା ଆଣିଲେ, ଜାଣିବାର ଅଧିକାର ନାଗରିକଙ୍କ ନାହିଁ
ବଡ ଅଜବ ବ୍ୟବସ୍ଥା ଆମର । ଗୋଟିଏ ପଟେ ଆମେ ସ୍ବଚ୍ଛତା, ଦୁର୍ନୀତିମୁକ୍ତର ସ୍ଲୋଗାନ ଦେଉଛୁ । ଦୁର୍ନୀତି ହଟାଇବା ପାଇଁ ବଡ ବଡ ଏଜେନ୍ସି ଖୋଲି ବସିଛୁ । ମାତ୍ର ଯିଏ ସବୁ ବ୍ୟବସ୍ଥାକୁ ପରିଚାଳନା କରିବା ପାଇଁ...
ରାଜ୍ୟପାଳଙ୍କ ଶପଥ ଗ୍ରହଣ ଉତ୍ସବ, ଆଗଧାଡିରେ ପ୍ରଦୀପ ପାଣିଗ୍ରାହୀ
ରାଜଭବନରେ ଆଜି ରାଜ୍ୟପାଳ ରଘୁବର ଦାସ ପଦ ଓ ଗୋପନୀୟତାର ଶପଥ ଗ୍ରହଣ କରିଛନ୍ତି I ହାଇକୋର୍ଟର ମୁଖ୍ୟ ବିଚାରପତି ତାଙ୍କୁ ଶପଥ ପାଠ କରାଇଥିଲେ I ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ, ବାଚସ୍ପତି ପ୍ରମିଳା ମଳିକ,...
ହାତ ଧୋଇବା ଦ୍ୱାରା ସଂକ୍ରମଣକୁ ଦୂର କରିହେବ: ବିଶେଷଜ୍ଞ
ଭୁବନେଶ୍ୱର, ୩୧/୧୦: ସେପ୍ସିସ୍ ଯୋଗୁଁ ବିଶ୍ୱରେ ବର୍ଷକୁ ୧ କୋଟି ଲୋକଙ୍କର ମୃତ୍ୟୁ ହେଉଛି । ପ୍ରତି ୧୦୦ ମୃତ୍ୟୁ ମଧ୍ୟରୁ ୩୫ ଟିର କାରଣ ସେପ୍ସିସ୍ । ଏହା ପୃଥିବୀରେ ମୃତ୍ୟୁର ତୃତୀୟ ମୁଖ୍ୟ କାରଣ ପାଲଟିଥିବା...
ସମ୍ର ପ୍ରଫେସର ମୈତ୍ରେୟୀ ଶିଶୁ ଚର୍ମରୋଗ ସଂଘର ଜାତୀୟ ସମ୍ପାଦିକା ମନୋନୀତ
ଭୁବନେଶ୍ୱର, ୩୧/୧୦: ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ର ଚର୍ମ ଓ ଯୌନ ରୋଗ ବିଭାଗର ପ୍ରଫେସର (ଡାକ୍ତର) ମୈତ୍ରେୟୀ ପଣ୍ଡା ଭାରତୀୟ ଶିଶୁ ଚର୍ମରୋଗ ସଂଘ (ଇଣ୍ଡିଆନ୍ ସୋସାଇଟି ଅଫ୍ ପେଡିଆଟ୍ରିକ ଡର୍ମାଟୋଲୋଜି)ର ଜାତୀୟ ସଂପାଦିକା...
ଆସନ୍ତାକାଲି ଶପଥ ନେବେ ନୂଆ ରାଜ୍ୟପାଳ ରଘୁବର ଦାସ
ନୂଆ ରାଜ୍ୟପାଳ ରଘୁବର ଦାସ ସପରିବାର ଓଡିଶାରେ ପହଞ୍ଚିଛନ୍ତି । ଆଜି ଟ୍ରେନ ଯୋଗେ ପୁରୀରେ ପହଞ୍ଚିବା ପରେ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି । ପରେ ସେ ରାଜଭବନରେ ଆସି ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବାଚସ୍ପତି...
ଆନ୍ଧ୍ର ଟ୍ରେନ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା 13 ଛୁଇଁଲା
ଗତକାଲି ସନ୍ଧ୍ୟାରେ ଆନ୍ଧ୍ର ଓଡିଶା ସୀମାନ୍ତରେ ଘଟିଥିବା ଟ୍ରେନ ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା 13 ରେ ପହଁଚିଛି I 50 ରୁ ଅଧିକ ଆହତ ଯାତ୍ରୀଙ୍କୁ ବିଭିନ୍ନ ହସ୍ପିଟାଲ ରେ ଚିକିତ୍ସା କରାଯାଉଛି I ବିଶାଖାପାଟଣାରୁ ପଲାସା ଆସୁଥିବା ଟ୍ରେନକୁ...
ମୁଣ୍ଡରେ ଠେକା ଭିଡି ଧାନ କାଟିଲେ ରାହୁଲ
ରାଜନୀତି ସହଜ ପାଠ ନୁହେଁ । ଲୋକଙ୍କ ବିଶ୍ବାସ ଜିତିବା ପାଇଁ ନେତାଙ୍କୁ କେତେ କଣ କରିବାକୁ ପଡୁଛି । ଛତିଶଗଡର ରାୟପୁର ନିକଟସ୍ଥ ଏକ ଗାଁରେ ଧାନକ୍ଷେତରେ ଚାଷୀଙ୍କ ସହ ମିଶି ଧାନ କାଟିଛନ୍ତି କଂଗ୍ରେସ ନେତା ରାହୁଲ...
ଷ୍ଟଣ୍ଟ ନେଲା ଜୀବନ
ଟ୍ରାକ୍ଟର ଚଲାଇ ଷ୍ଟଣ୍ଟ ଦେଖାଇବା କାଳ ହେଲା । ଟ୍ରାକ୍ଟରର ଆଗ ଦୁଇଚକାକୁ ଉପରକୁ ଉଠାଇ ଷ୍ଟଣ୍ଟ ଦେଖାଉଥିଲେ ପଞ୍ଜାବର 29 ବର୍ଷୀୟ ଯୁବକ ସୁଖମଣ୍ଡିପ ସିଂହ । ଗୁରୁଦାସପୁରର ସୁଖମଣ୍ଡିପ ଟ୍ରାକ୍ଟରରେ ଷ୍ଟଣ୍ଟ ଦେଖାଉଥିବା ବେଳେ ପଡିଆ ଚାରିପାଖେ...
5ଜି ଲାବ୍ ସ୍ଥାପନ ପାଇଁ ସୋଆ ମନୋନୀତ
5ଜି ଲାବୋରାଟୋରୀ ସ୍ଥାପନ ପାଇଁ କେନ୍ଦ୍ର ଯୋଗାଯୋଗ ମନ୍ତ୍ରଣାୟଳୟ ପକ୍ଷରୁ ଦେଶର ପ୍ରମୁଖ ଶହେଟି ଉଚ୍ଚ ଶିକ୍ଷାନୁଷ୍ଠାନକୁ ଚୟନ କରାଯାଇଛି । ଏହି ଶହେଟି ଉଚ୍ଚ ଶିକ୍ଷାନୁଷ୍ଠାନ ତାଲିକାରେ ଶିକ୍ଷା ଓ ଅନୁସନ୍ଧାନ 'ସୋଆ' ସ୍ଥାନ ପାଇଛି । ଇଣ୍ଡିଆନ...


















