ବିଧାୟକ ମୋକିମ୍ ଓ ପୂର୍ବତନ ବିଧାୟକ ଚିରଞ୍ଜିବୀ କଂଗ୍ରେସରୁ ସସପେଣ୍ଡ୍
ଦଳ ବିରୋଧୀ କାର୍ଯ୍ୟ ପାଇଁ କଟକ-ବାରବାଟୀ ବିଧାୟକ ଓ ପୂର୍ବତନ ବିଧାୟକ ଚିରଞ୍ଜିବୀ ବିଶ୍ବାଳଙ୍କୁ କଂଗ୍ରେସ ସସପେଣ୍ଡ କରିଛି । ଏଆଇସିସି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ କମିଟି ନିଷ୍ପତ୍ତି ଅନୁଯାୟୀ ଦଳର ଦୁଇ ପ୍ରଭାବଶାଳୀ ନେତାଙ୍କୁ ନିଲମ୍ବନ କରାଯାଇଥିବା ବେଳେ ପିସିସି...
ନବଙ୍କୁ ମାରିବାକୁ ଶପଥ ନେଇଥିଲା ଗୋପାଳ
ନବଦାସ ହତ୍ୟା ଘଟଣାରେ କ୍ରାଇବ୍ରାଞ୍ଚ ଦାଖଲ କରିଥିବା ପାଞ୍ଚଶହ ପୃଷ୍ଠାର ଚାର୍ଜସିଟରେ ଅଭିଯୁକ୍ତ ଗୋପାଳ ଦାସ ନବଙ୍କୁ ହତ୍ୟା କରିବାକୁ ସମଲେଇ ମନ୍ଦିରରେ ଶପଥ ନେଇଥିବା କଥା ଉଲ୍ଲେଖ ରହିଛି । ସେ ତା ଭାଇ ସତ୍ୟ ନାରାୟଣ ଦାସଙ୍କ...
ଚନ୍ଦ୍ରପୃଷ୍ଠକୁ ଯାତ୍ରା କଲା ଚନ୍ଦ୍ରୟାନ-3
ଚନ୍ଦ୍ରପୃଷ୍ଠକୁ ଯାତ୍ରା କରିବାର ଇତିହାସରେ ଆଉ ଏକ ସଫଳ ଅଧ୍ୟାୟ ଯୋଡିଛି ଇସ୍ରୋ । ଆଜି ଶ୍ରୀହରିକୋଟା ସତୀଶ ଧାବନ ଦ୍ୱିତୀୟ ଲଞ୍ଚ ପ୍ୟାଡରୁ ଚନ୍ଦ୍ରୟାନ ଯାତ୍ରା ଆରମ୍ଭ କରିଛି । ଏଲଭିଏମ -3 - ଏମ - 4...
ଲାଞ୍ଚୁଆ ମହିଳା ଏଏସଆଇ ଗିରଫ
ରାଜଧାନୀ ସହିଦନଗର ଥାନାର ମହିଳା ପୋଲିସ ଏଏସଆଇ ମମତା ବସ୍ତିଆ । କୌଣସି ଏକ ମାମଲାରେ ସହଯୋଗ କରିବା ପାଇଁ 15 ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଆଜି ଗିରଫ କରିଛି ଭିଜିଲାନ୍ସ । ଏତଲାକାରୀଙ୍କ ଠାରୁ 15...
ହାଇସ୍କୁଲ ୟୁନିଫର୍ମରେ ବିଜେଡି ରଙ୍ଗକୁ ବିରୋଧ
ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ରାଜ୍ୟ ସରକାର ଆରମ୍ଭ କରିଥିବା ନୂତନ ଡ୍ରେସକୋଡକୁ ବିରୋଧୀ ବିଜେପି ଓ କଂଗ୍ରେସ ଜୋରଦାର ବିରୋଧ କରିଛନ୍ତି । ବିରୋଧ ପଛରେ ମୁଖ୍ୟ କାରଣ ହେଉଛି, ନୂଆ ୟୁନିଫର୍ମରେ ବିଜେଡି ବ୍ୟବହାର...
ପାଞ୍ଚବର୍ଷ ପରେ ବସିଲା ଆଦିବାସୀ ପରାମର୍ଶଦାତା ବୈଠକ
ଆଗକୁ ନିର୍ବାଚନ ଆସୁଥିବାରୁ ସରକାରଙ୍କର ମନେପଡିଲା ଆଦିବାସୀଙ୍କ କଥା । ପାଞ୍ଚବର୍ଷ ପରେ ରାଜ୍ୟ ସରକାର ଆଜି ଆଦିବାସୀ ପରାମର୍ଶଦାତା କମିଟି ବୈଠକ ଡାକି ଆଦିବାସୀଙ୍କ ପାଇଁ କିଛି ଘୋ,ଣା କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ...
ବିଜେଡି ରାଜନୀତିକୁ ନେଇ ବିଜେପିର ଭବିଷ୍ୟବାଣୀ
2024 ବିଧାନସଭା ନିର୍ବାଚନରେ କିଏ ବାଣ୍ଟିବ ବିଜେଡି ଟିକଟ ? ଆଜି ବରିଷ୍ଠ ବିଜେପି ନେତା ପ୍ରଦୀପ ପୁରୋହିତ ଏମିତି ଏକ କଟାକ୍ଷ କରିଛନ୍ତି, ଯାହାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି । ବିଜେଡିର 21 ଲୋକସଭା ଓ 147...
ଜୁଲାଇ ତୃତୀୟ ସପ୍ତାହରେ ବଙ୍ଗୋପସାଗରରେ ଲଘୁଚାପ ସମ୍ଭାବନା
ଭୁବନେଶ୍ୱର: ଓଡ଼ିଶାରେ ଯଦିଓ ମୌସୁମୀ ଦୁର୍ବଳ ରହିଛି ବଙ୍ଗୋପସାଗରରୁ ଉପକୂଳ ଆଡକୁ ଦକ୍ଷିଣ-ପୂର୍ବ ପବନର ପ୍ରବାହ ଯୋଗୁଁ ଜୁଲାଇ ୧୧ ରୁ ୧୩ ତାରିଖ ମଧ୍ୟରେ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇବ ବୋଲି ସୋମବାର ସୋଆ ପରିଚାଳିତ ପରିବେଶ...
୮ ମାସର ଶିଶୁ ଶରୀରରୁ ବିଶାଳ ମେନିନ୍ଗୋମାଇଲୋସିଲ୍କୁ ସଫଳତାର ସହ ବାହାର କଲେ ସମ୍ ନ୍ୟୁରୋସର୍ଜନ
ଭୁବନେଶ୍ୱର: ଜନ୍ମଗତ ତ୍ରୁଟି ଯୋଗୁଁ ୮ ମାସର ଶିଶୁର ପିଠିରେ ମେନିନ୍ଗୋମାଇଲୋସିଲ୍ ଯୋଗୁଁ ସୃଷ୍ଟି ହୋଇଥିବା ବିଶାଳ ମାଂସପିଣ୍ଡୁଳାକୁ ଅସ୍ତ୍ରୋପଚାର ଦ୍ୱାରା ସଫଳତାର ସହ ଶରୀରରୁ ବାହାର କରିଛନ୍ତି ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ର ନ୍ୟୁରୋସର୍ଜନ...
ବିନା ଭିସାରେ ଭାରତ ଆସିଲେ ପାକିସ୍ତାନୀ ଯୁବତୀ
ବଲିଉଡ କାହାଣୀଠୁ କିଛି କମ୍ ରୋଚକ ନୁହେଁ ଏ ଖବର । ଭାରତୀୟ ଯୁବକଙ୍କ ପ୍ରେମରେ ପଡି ଜଣେ ପାକିସ୍ତାନୀ ଯୁବତୀ ବିନା ଭିସାରେ ନେପାଳ ଦେଇ ଭାରତ ମଧ୍ୟକୁ ଅନୁପ୍ରବେଶ କରିଥିଲେ । କେବଳ ସେ ଏକା ନୁହଁନ୍ତି,...

















