30.1 C
Bhubaneswar
Saturday, October 31, 2026
-Advertisement-

ଯେତେ ଖୋଳିଲେ ସେତେ ବାହାରୁଛି ଟଙ୍କା

ଚାରିଦିନ ଧରି ଚାଲିଛି ଚଢାଉ । ଯେତେ ଖୋଳତାଡ କଲେ ବାହାରୁଛି ଟଙ୍କା । ଆୟକର ବିଭାଗ ପକ୍ଷରୁ ଡିଏନ୍ ଗ୍ରୁପ ଉପରେ ଚଢାଉ କରାଯାଇ ଏପର୍ଯ୍ୟନ୍ତ 32 କୋଟିରୁ ଅଧିକ ଟଙ୍କା ଜବତ ହୋଇସାରିଥିବା ବେଳେ ଆଜି ଆଉ...

ପୁଣି 5T ସଚିବଙ୍କୁ କଟାକ୍ଷ କଲେ ଅପରାଜିତା, କହିଲେ ମୁଖ୍ୟମନ୍ତ୍ରୀ ଗୃହବନ୍ଦୀ

5ଟି ସଚିବ ଭି. କାର୍ତ୍ତିକେୟନ ପାଣ୍ଡିୟାନଙ୍କୁ ପୁଣି ଆକ୍ଷେପ କରିଛନ୍ତି ବିଜେପି ସାଂସଦ ଅପରାଜିତା ଷଡଙ୍ଗୀ । ବିଜେଡିର ରାଜନୈତିକ ସାଙ୍ଗଠନିକ କାର୍ଯ୍ୟରେ ରାଜ୍ୟ ସରକାରଙ୍କ ଜଣେ ନିମ୍ନ ଅଧସ୍ତନ ଅଧିକାରୀ କାର୍ଯ୍ୟ କରିବା ଉଚିତ ନୁହେଁ ବୋଲି ସେ...

ଜଗନ୍ନାଥ ଭଜନରେ କମ୍ପିଲା ଗୀତଗୋବିନ୍ଦ ପ୍ରେକ୍ଷାଳୟ

ଜଗନ୍ନାଥ ହୋ .. ମୁଁ ଯଦି ତୁମ ଝିଅ ହୁଅନ୍ତି, ଜଗନ୍ନାଥ କିଛି ମାଗୁନାହିଁ ତୋତେ ଏମିତି ଅନେକ ଶ୍ରୀଜଗନ୍ନାଥ ଭଜନରେ ପ୍ରକମ୍ପିତ ହେଲା ଭୁବନେଶ୍ବରର ଗୀତଗୋବିନ୍ଦ ପ୍ରେକ୍ଷାଳୟ । ଅବସର ଥିଲା ଓଡିଆ ଡିଜିଟାଲ ଚ୍ୟାନେଲ ତକ୍ଷକଟିଭି ପକ୍ଷରୁ...

27 ଯାଏଁ ବିଦ୍ୟାଭାରତୀଙ୍କୁ ମିଳିଲା ଆଶ୍ବସ୍ତି

ଏସିଏଫ ସୌମ୍ୟରଂଜନ ମୃତ୍ୟୁ ମାମଲାରେ ବିଦ୍ୟାଭାରତୀଙ୍କୁ ମିଳିଛି ଆଶ୍ବସ୍ତି । ତଳ କୋର୍ଟ ପକ୍ଷରୁ ଜାରୀ କରାଯାଇଥିବା ଜାମିନ ବିହୀନ ଗିରଫ ପରଓ୍ୱାନା ବିରୋଧରେ ସେ ହାଇକୋର୍ଟରେ ଅପିଲ କରିଥିଲେ । ହାଇକୋର୍ଟ ଏନବିଡବ୍ଲୁ କାର୍ଯ୍ୟକାରୀ ନ କରିବା ପାଇଁ...

2024 ପାଇଁ ସଜବାଜ : ଚାରି ରାଜ୍ୟରେ ବିଜେପିର ନୂଆ ମୁଖିଆ

2024 ପାଇଁ ବିଜେପିର ପ୍ରସ୍ତୁତି । ଆଜି ଚାରିଟି ରାଜ୍ୟରେ ନୂଆ ସଭାପତି ନିଯୁକ୍ତ କରିଛି ବିଜେପି । ତେଲେଙ୍ଗାନାର ନୂଆ ସଭାପତି ଦାୟିତ୍ବ ମିଳିଛି କେନ୍ଦ୍ରମନ୍ତ୍ରୀ ଜି. କିଷନ ରେଡ୍ଡୀଙ୍କୁ । ସେହିପରି ଡି. ପୁରନ୍ଦେଶ୍ବରୀଙ୍କୁ ଆନ୍ଧ୍ରପ୍ରଦେଶ ବିଜେପି...

ମହାରାଷ୍ଟ୍ର ରାଜନୀତି : ବିରୋଧୀ ଦଳ ନେତା ପଦ ଛାଡି ଉପମୁଖ୍ୟମନ୍ତ୍ରୀ ହେଲେ ଅଜିତ ପାଓ୍ବାର

ମହାରାଷ୍ଟ୍ର ଏନସିପିରେ ବିଭାଜନ । ବିରୋଧୀ ଦଳ ନେତା ପଦ ଛାଡି ଅଜିତ ପାଓ୍ବାର କିଛି ବିଧାୟକଙ୍କ ସହ ବିଜେପି-ଶିବସେନା ସରକାରରେ ସାମିଲ ହୋଇଛନ୍ତି । ଆଜି ସେ ରାଜଭବନ ଯାଇ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ଶପଥଗ୍ରହଣ...

ଘରୋଇ ଫାଇନାନ୍ସ କଂପାନୀର ଜୁଲୁମ୍ : ଝୁଲି ପଡିଲେ ବୃଦ୍ଧ ଦମ୍ପତ୍ତି

ଅଭାବ ଅନଟନ ଭିତରେ ଚଳୁଥିଲେ ବୃଦ୍ଧ ଦମ୍ପତ୍ତି । ଘରୋଇ ଫାଇନାନ୍ସ କଂପାନୀର ଏଜେଣ୍ଟ ତାଙ୍କୁ ଲୋଭ ଦେଖାଇ ଋଣ ଦେଲେ । ଆଉ ଋଣ ଶୁଝି ନ ପାରିବାରୁ ଘରକୁ ଆସି ଗାଳି କଲେ । ଅପମାନ ଦେଲେ...

ଶ୍ରୀମନ୍ଦିରକୁ ବାହୁଡିଲେ ମହାପ୍ରଭୁ

ରଥଯାତ୍ରା ସାରି ଶ୍ରୀମନ୍ଦିରକୁ ବାହୁଡିଛନ୍ତି ମହାପ୍ରଭୁ । ଭାଇ, ଭଉଣୀଙ୍କୁ ସାଥିରେ ଧରି ରତ୍ନବେଦୀରୁ ଜନ୍ମବେଦିକୁ ଯାତ୍ରା କରିବା ଏବଂ ଜନ୍ମବେଦିରୁ ଫେରିବା ବାଟରେ ମାଉସୀ ଘରେ ପୋଡପିଠା ଖାଇବା, ରଥ ଉପରେ ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେବା, ଅଧରପଣା...

ଜଗନ୍ନାଥ ହୋ … ଶ୍ରୀଜଗନ୍ନାଥ ଭଜନ ପ୍ରତିଯୋଗିତା ଅଡିସନ ରାଉଣ୍ଡ ଫଳ

ରାଜ୍ୟସ୍ତରୀୟ ଶ୍ରୀଜଗନ୍ନାଥ ଭଜନ ପ୍ରତିଯୋଗିତା-2023ର ଅଡିସନ ରାଉଣ୍ଡ ଫଳ ପ୍ରକାଶ ପାଇଛି । ତିନୋଟି ବର୍ଗରେ ଏହି ପ୍ରତିଯୋଗିତାରେ ରାଜ୍ୟର କୋଣ ଅନୁକୋଣରୁ ପ୍ରତିଯୋଗୀମାନେ ଭାଗ ନେଇଥିଲେ । ସମସ୍ତ ପ୍ରତିଯୋଗୀ ଅତି ସୁନ୍ଦର ଭାବେ ଶ୍ରୀଜଗନ୍ନାଥ ଭଜନ ଗାଇ...

ଉପରମୁଣ୍ଡରେ ପ୍ରବଳ ବର୍ଷା, କଲମା ଖୋଲିଦେଲା ଛତିଶଗଡ

ଉପରମୁଣ୍ଡରେ ପ୍ରବଳ ବର୍ଷା ହେବା ଯୋଗୁ କଲମା ବ୍ୟାରେଜର ସମସ୍ତ ଗେଟ ଛତିଶଗଡ ସରକାର ଖୋଲି ଦେଇଛନ୍ତି । କଲମା ବ୍ୟାରେଜର 64 ଗେଟ ଦେଇ ଓଡିଶା ମଧ୍ୟକୁ ଜଳ ପ୍ରବେଶ କରୁଛି । କଲମା ଖୋଲା ରହିବା ଯୋଗୁ...
- Advertisement -

Latest article

ବାତ୍ୟା ଅର୍ଣ୍ଣବ ପାଇଁ, ୪୮ ହଜାର ଲୋକଙ୍କ ହେବ ସ୍ଥାନାନ୍ତରଣ

ଭୁବନେଶ୍ୱର: ଭୀଷଣ ବାତ୍ୟାର ରୂପ ଧରି ‘ଅର୍ଣ୍ଣବ’ ସ୍ଥଳଭାଗ ଆଡ଼କୁ ମାଡ଼ି ଆସୁଥିବା ବେଳେ ଏହାର ମୁକାବିଲା ପାଇଁ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ସଜାଗ ରହିଛନ୍ତି।...

Winbeast Live Baccarat: Rules and Side Bets

ContentsUnderstanding the Core Rules of PlayA Detailed Look at Standard PayoutsExploring Popular Side BetsRTP and What It Means for YouStrategies for Managing Your BankrollGetting...

Spinhub Samsung Pay Integration

ContentsHow to Set Up and Use Samsung Pay at SpinhubKey Benefits of Using Samsung Pay for DepositsUnderstanding Deposit Limits and Processing TimesTroubleshooting Common Samsung...