31.1 C
Bhubaneswar
Saturday, October 31, 2026
-Advertisement-

ଓଡ଼ିଶା ମୃତକଙ୍କ ପରିବାରର ଜଣକୁ ଚାକିରି ଓ ପିଲାଙ୍କୁ ମାଗଣା ଶିକ୍ଷା ଦେବ କିଟ୍‍

ଭୁବନେଶ୍ୱର, ୭ ।୬: ବାଲେଶ୍ୱର ବାହାନଗାଠାରେ ଘଟିଥିବା ସବୁଠାରୁ ଦୁଃଖଦ ରେଳ ଦୁର୍ଘଟଣାରେ ଓଡ଼ିଶାର ମୃତକଙ୍କ ପରିବାରର ଜଣେ ଯୋଗ୍ୟ ବ୍ୟକ୍ତି ଓ ତାଙ୍କ ପରିବାରର ପିଲାଙ୍କୁ କିଟରେ ମାଗଣା ଶିକ୍ଷା ଦାନ କରିବାକୁ କିଟ୍‍ ପକ୍ଷରୁ ବୁଧବାର ଘୋଷଣା...

ବାହାନଗା ଟ୍ରେନ ଦୁର୍ଘଟଣାର ସିବିଆଇ ତଦନ୍ତ ଆରମ୍ଭ

ବାହାନଗା ଟ୍ରେନ ଦୁର୍ଘଟଣାର ସିବିଆଇ ତଦନ୍ତ ଆରମ୍ଭ । ବାହାନଗାରେ ପହଞ୍ଚିଛନ୍ତି ସିବିଆଇର ଦଶଜଣିଆ ଟିମ୍ । କେଉଁ କାରଣ ପାଇଁ ଏଭଳି ଭୟଙ୍କର ଦୁର୍ଘଟଣା ଘଟିଲା ଏବଂ ଦୁର୍ଘଟଣା ମନୁଷ୍ୟକୃତ ଅବା ବୈଷୟିକ ତ୍ରୁଟି, ଖୋଜି ବାହାର କରିବ...

170 ମୃତଦେହ ଚିହ୍ନଟ

ବାହାନଗା ଟ୍ରେନ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଯାତ୍ରୀଙ୍କ ମଧ୍ୟରୁ ଏପର୍ଯ୍ୟନ୍ତ 170 ମୃତଦେହ ଚିହ୍ନଟ କରାଯାଇଛି । ମୁଖ୍ୟଶାସନ ସଚିବ ଦେଇଥିବା ସୂଚନା ଅନୁଯାୟୀ, ଚିହ୍ନଟ ହେବା ପରେ ସମସ୍ତ ପ୍ରକ୍ରିୟା ସାରିବା ପରେ ସଂପର୍କୀୟଙ୍କୁ ମୃତଦେହ ହସ୍ତାନ୍ତର କରାଯାଉଛି...

ହେ ପ୍ରଭୁ ! ଏ ତାଲିକାରେ ନାଁ ନ ଥାଉ ..

ଭୟଙ୍କାର ବାହାନଗା ଟ୍ରେନ ଦୁର୍ଘଟଣାର ତିନିଦିନ ପରେ ବି ମୃତ ଯାତ୍ରୀଙ୍କୁ ଚିହ୍ନଟ କରାଯାଇପାରିନି । କଟକ, ଭୁବନେଶ୍ବରର ବିଭିନ୍ନ ହସପିଟାଲରେ ମୃତଦେହକୁ ସଂରକ୍ଷିତ ରଖାଯାଇଛି । ମୃତଦେହ ଚିହ୍ନଟ ପାଇଁ କଟକ, ଭୁବନେଶ୍ବର ଓ ବାଲେଶ୍ବରରେ ମହାନଗର ନିଗମ...

ଦୁର୍ଘଟଣାସ୍ଥଳରେ ସ୍ଥିତି ପରଖିଲେ ନବୀନ, ମମତା, ଅଶ୍ବିନୀ, ଧର୍ମେନ୍ଦ୍ର : ସଂଧ୍ୟାରେ ଆସିବେ ମୋଦି

ବାହାନଗା ଟ୍ରେନ ଦୁର୍ଘଟଣା ସମସ୍ତଙ୍କ ଛାତି ଥରାଇ ଦେଇଛି । ଦୁଇଟି ଏକ୍ସପ୍ରେସ ମଧ୍ୟରେ ଧକ୍କା ହେବା ଏବଂ 261 ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିବା ନେଇ ସାରା ବିଶ୍ବ ଦୁଃଖ ପ୍ରକାଶ କରିଛି । କାଲି ରାତି ତମାମ...

ଆଜି ଦିନିକିଆ ଶୋକ ପାଳନ

ବାହାନଗା ଟ୍ରେନ ଦୁର୍ଘଟଣାକୁ ନେଇ ସମଗ୍ର ଦେଶରେ ଶୋକର ଛାୟା ଖେଳି ଯାଇଛି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁର୍ଘଟଣାକୁ ନେଇ ଗଭୀର ଶୋକ ପ୍ରକାଶ କରିଛନ୍ତି । ନେପାଳ ପ୍ରଧାନମନ୍ତ୍ରୀ ମଧ୍ୟ ଦୁର୍ଘଟଣାକୁ ନେଇ...

ବାହାନଗା ଟ୍ରେନ ଟ୍ରାଜେଡି : ମୃତ୍ୟୁସଂଖ୍ୟା 261

ବାହାଗନା ଟ୍ରେନ ଟ୍ରାଜେଡିରେ ମୃତ୍ୟୁସଂଖ୍ୟା 261ରେ ପହଞ୍ଚିଛି । ଦକ୍ଷିଣପୂର୍ବ ରେଳପଥ ଦେଇଥିବା ସୂଚନା ଅନୁଯାୟୀ, ମୃତ୍ୟୁସଂଖ୍ୟା 261ରେ ପହଞ୍ଚିଥିବା ବେଳେ ଆହତଙ୍କ ସଂଖ୍ୟା 900 ଅତିକ୍ରମ କରିଛି । ଦୁର୍ଘଟଣା ପରଠୁ ଗତ 18 ଘଣ୍ଟା ଧରି ଉଦ୍ଧାର...

ଆସନ୍ତାକାଲି ସକାଳେ ମୁଖ୍ୟମନ୍ତ୍ରୀ ଯିବେ

ବାଲେଶ୍ବର ଟ୍ରେନ ଦୁର୍ଘଟଣା ପାଇଁ ଦୁଃଖ ପ୍ରକାଶ କରିବା ସହ ସ୍ଥିତି ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏସଆରସି କଣ୍ଟ୍ରୋଲ ରୁମରେ ପହଞ୍ଚି ମୁଖ୍ୟମନ୍ତ୍ରୀ ଉଦ୍ଧାର କାର୍ଯ୍ୟ ତ୍ବାରାନୀତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତାକାଲି ସକାଳେ...

ବାଲେଶ୍ବର ନିକଟରେ ଦୁଇ ଟ୍ରେନ ମଧ୍ୟରେ ଧକ୍କା, ବହୁ ଯାତ୍ରୀ ମୃତ, ଶତାଧିକ ଗୁରୁତର

ବାଲେଶ୍ବର-ବାହାନଗା ନିକଟରେ ଦୁଇ ଟ୍ରେନ ମଧ୍ୟରେ ଭୟଙ୍କର ଦୁର୍ଘଟଣା । କରମଣ୍ଡଳ ଏକ୍ସପ୍ରେସ ଓ ଯଶଓ୍ୱନ୍ତପୁର-ହାଓ୍ୱଡା ଏକ୍ସପ୍ରେସ ପରସ୍ପରକୁ ଧକ୍କା ଦେବା ଫଳରେ ଅନେକ ଯାତ୍ରୀ ପ୍ରାଣ ହରାଇଥିବା ବେଳେ ବହୁ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି ।...

ଜୁନ 26ରୁ ସ୍ପେସାଲ ଓଜେଇଇ

ଆସନ୍ତା ଜୁନ 26 ତାରିଖରୁ ଆରମ୍ଭ ହେବ ସ୍ପେଶାଲ ଓଜେଇଇ । ଏଥିପାଇଁ ଆସନ୍ତାକାଲି ଠାରୁ ପଂଜିକରଣ ଆରମ୍ଭ ହେବ । ପଂଜିକରଣ ପ୍ରକ୍ରିୟା 8 ତାରିଖ ପର୍ଯ୍ୟନ୍ତ ଚାଲିବ । ପ୍ରତିବର୍ଷ ବର୍ଶକୁ ଦୁଇଥର ଓଜେଇଇ ପରୀକ୍ଷା କରାଯାଉଛି...
- Advertisement -

Latest article

ବାତ୍ୟା ଅର୍ଣ୍ଣବ ପାଇଁ, ୪୮ ହଜାର ଲୋକଙ୍କ ହେବ ସ୍ଥାନାନ୍ତରଣ

ଭୁବନେଶ୍ୱର: ଭୀଷଣ ବାତ୍ୟାର ରୂପ ଧରି ‘ଅର୍ଣ୍ଣବ’ ସ୍ଥଳଭାଗ ଆଡ଼କୁ ମାଡ଼ି ଆସୁଥିବା ବେଳେ ଏହାର ମୁକାବିଲା ପାଇଁ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ସଜାଗ ରହିଛନ୍ତି।...

Winbeast Live Baccarat: Rules and Side Bets

ContentsUnderstanding the Core Rules of PlayA Detailed Look at Standard PayoutsExploring Popular Side BetsRTP and What It Means for YouStrategies for Managing Your BankrollGetting...

Spinhub Samsung Pay Integration

ContentsHow to Set Up and Use Samsung Pay at SpinhubKey Benefits of Using Samsung Pay for DepositsUnderstanding Deposit Limits and Processing TimesTroubleshooting Common Samsung...