ଆଜି ଝାରସୁଗୁଡାରେ ହେବ ଶେଷକୃତ୍ୟ
ଆଜି ଝାରସୁଗୁଡାରେ ହେବ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଶେଷକୃତ୍ୟ । ସକାଳେ ସରକାରୀ ବାସଭବନରେ ପ୍ରିୟ ପରିଜନ ତାଙ୍କ ଶେଷ ଦର୍ଶନ କରିବା ପରେ ଏକ ସୁସଜ୍ଜିତ ଶୋଭାଯାତ୍ରାରେ ତାଙ୍କ ପାର୍ଥିବ ଶରୀରକୁ ବିଜେଡି ରାଜ୍ୟ କାର୍ଯ୍ୟାଳୟକୁ ନିଆଯାଇଥିଲା...
ଜଣେ ମାନସିକ ରୋଗଗ୍ରସ୍ତ ପୋଲିସଙ୍କୁ ବନ୍ଧୁକ କିଏ ଦେଇଥିଲା ?
ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଜଣେ ପୋଲିସ ଅଧିକାରୀ ଗୁଳି କରି ହତ୍ୟା କରିବା ଘଟଣାକୁ ନେଇ ସବୁଠୁ ବଡ ପ୍ରଶ୍ନ I ପୋଲିସ ଅଧିକାରୀ ଗୋପାଳ ଦାସ ଜଣେ ମାନସିକ ରୋଗୀ ଥିଲେ ବୋଲି ତାଙ୍କ ସ୍ତ୍ରୀ ଗଣମାଧ୍ୟମକୁ ପ୍ରତିକ୍ରିୟା...
ଆଖି ବୁଜିଲେ ନବ ଦାସ
ଆଖି ବୁଜିଲେ ମନ୍ତ୍ରୀ ନବ ଦାସ I ଆପୋଲୋ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ବେଳେ ନବ ଦାସଙ୍କ ମୃତ୍ୟୁ ହୋଇଛି I ଅପରେସନ କରାଯାଇ ତାଙ୍କର ଗୁଳି ବାହାର କରାଯାଇଥିଲେ ମଧ୍ୟ ଡାକ୍ତରମାନେ ତାଙ୍କୁ ବଞ୍ଚାଇ ପାରିନାହାନ୍ତି I ଆଜି...
ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳିମାଡ
ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ ଗୁଳିମାଡ । ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗରରେ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଥିବା ବେଳେ ସ୍ବାସ୍ଥ୍ୟ ମନ୍ତ୍ରୀଙ୍କୁ ଗୁଳି ମାଡ ହୋଇଛି । ରକ୍ତ ଜୁଡୁବୁଡୁ ଅବସ୍ଥାରେ ତାଙ୍କୁ ପ୍ରଥମେ ଝାରସୁଗୁଡା ହସପିଟାଲରେ ଭର୍ତ୍ତି କରାଯାଇଥିଲା...
ଆଜି ହକି ଫାଇନାଲ୍
ଆଜି ହକି ଫାଇନାଲ୍ । କଳିଙ୍ଗ ଷ୍ଟାଡିଅମରେ ହେବାକୁ ଯାଉଥିବା ସୁପର ସୋରେ ମୁକାବିଲା କରିବେ ବିଶ୍ବର ଦୁଇ ହକି ସୁପର ପାୱାର ଜର୍ମାନୀ ଓ ବେଲଜିଅମ ।
2018 ରେ ବେଲଜିଅମ ବିଶ୍ବ ଚାମ୍ପିଅନ ହୋଇଥିବା ବେଳେ ଲଗାତାର...
ହୁସେନ ରବିଗାନ୍ଧୀଙ୍କ ପରଲୋକ
ବିଶିଷ୍ଟ ରାଜନୀତିଜ୍ଞ ତଥା ସୁସାହିତ୍ୟିକ ହୁସେନ ରବି ଗାନ୍ଧୀଙ୍କ ପରଲୋକ । ଆଜି କଟକ ବଡ ଡାକ୍ତରଖାନାରେ ତାଙ୍କର ପରଲୋକ ଘଟିଛି । ଗତ କିଛିଦିନ ଧରି ସେ ଅସୁସ୍ଥ ଥିଲେ । ମୃତ୍ୟୁ ବେଳକୁ ତାଙ୍କୁ 75 ବର୍ଷ...
ସୁଖୋଇ-ମିରେଜ୍ କ୍ରାସ୍
ଭାରତୀୟ ବାୟୁସେନାର ଦୁଇ ଲଢୁଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଫଳରେ ଜଣେ ପାଇଲଟ ମୃତ୍ୟୁବରଣ କରିଛନ୍ତି । ଆଜି ସକାଳେ ଗୋଆଲିଅର ସ୍ଥିତ ମହାରାଜପୁର ବିମାନଘାଟିରୁ ବାୟୁସେନାର ଦୁଇ ଲଢୁଆ ବିମାନ ସୁଖୋଇ-30 ଓ ମିରେଜ-2000 ଯୁଦ୍ଧାଭ୍ୟାସ ଉଡାଣରେ...
ଦେଶ ନୁହେଁ ବିଦେଶରେ ବି ଜଲୱା ଦେଖାଉଛି କିଙ୍ଗ ଖାନଙ୍କ ଫିଲ୍ମ ‘ପଠାନ’
ଫିଲ୍ମ ‘ପଠାନ’ରିଲିଜ ହେବା ପରେ ବକ୍ସ ଅଫିସରେ ସାନଦାର କଲେକ୍ସନ କରୁଛି । ଦ୍ୱିତୀୟ ଦିନରେ ଫିଲ୍ମଟି ଦେଶରେ ୭୦ କୋଟି କମାଇଥିବାବେଳେ ବିଶ୍ୱରେ ସମୂଦାୟ ୨୩୫ କୋଟି କମାଇଛି । ଶାହାରୁଖ ଖାନ୍, ଦୀପିକା ପାଦୁକୋନ,...
ବିମାନରେ ଗଲେ ୯ ପୂର୍ବତନ ବିଧାୟକ, ଜଣେ ସାଂସଦ
ଆଗକୁ ଅଛି ୨୦୨୪ ସାଧାରଣ ନିର୍ବାଚନ । ତା ପୂର୍ବରୁ ଭାରତ ରାଷ୍ଟ୍ର ସମିତି (ବିଆରଏସ) ଓଡିଶାରେ ତାର ଶାଖା ଖୋଲିବା ପାଇଁ ଯାଉଛି । ତେଲେଙ୍ଗାନାର ଶାସକ ଦଳ ଭାରତ ରାଷ୍ଟ୍ର ସମିତିରେ ଯୋଗଦେବେ ଓଡିଶାର ୯ ଜଣ...
ଛାତ୍ରଛାତ୍ରୀଙ୍କୁ ସଫଳତାର ମନ୍ତ୍ର ଦେଲେ ମୋଦି
ପରୀକ୍ଷା ସମୟରେ କିଭଳି ଚାପମୁକ୍ତ ଏବଂ ପ୍ରସ୍ତୁତି ରହିବେ ଛାତ୍ରଛାତ୍ରୀ? ବୋର୍ଡ ପରୀକ୍ଷା ପାଇଁ ମନରୁ ଭୟ ଦୂର କରି ପରୀକ୍ଷାକୁ କେମିତି ସାମ୍ନା କରିବେ ଛାତ୍ରଛାତ୍ରୀ? ଏନେଇ ଦିଲ୍ଲୀ ତାଲକଟୋରୀ ଷ୍ଟାଡିୟମରେ ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମରେ...

















