29.1 C
Bhubaneswar
Friday, August 14, 2026
-Advertisement-

ବର୍ଷାରେ ଭିଜିବ ଦଶହରା

ଦଶହରା ପାଇଁ ସହରଠୁ ଗାଁ ଯାଏଁ ବ୍ୟାପକ ପ୍ରସ୍ତୁତି । କୋଭିଡ କଟକଣା ଯୋଗୁ ଗତ ଦୁଇବର୍ଷ ଧରି ଶାରଦୀୟ ପୂଜା ଫିକା ପଡିଯାଇଥିଲା । ଚଳିତବର୍ଷ ଦଶହରା ଉତ୍ସବକୁ ପାଳନ କରିବା ପାଇଁ ସବୁଆଡେ ପ୍ରସ୍ତୁତି ଚାଲିଥିବା ବେଳେ...

ଓଡିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି

ଓଡିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ ଯଶଓ୍ବନ୍ତ ସିଂହଙ୍କୁ ନିଯୁକ୍ତି । ସୁପ୍ରିମକୋର୍ଟ କଲେଜିୟମ ଜଷ୍ଟିସ ସିଂହଙ୍କୁ ଏହି ନିଯୁକ୍ତି ଦେଇଛନ୍ତି । ଏବେ ଓଡିଶା ହାଇକୋର୍ଟରେ ବରିଷ୍ଠ ବିଚାରପତି ଭାବେ କାର୍ଯ୍ୟ କରୁଛନ୍ତି ଜଷ୍ଟିସ ସିଂହ...

ହାଇସିକ୍ୟୁରିଟୀ ନମ୍ବର : ବଢିବ ଡେଡ୍ ଲାଇନ ଅବଧି

ଗାଡିରେ ହାଇସିକ୍ୟୁରିଟୀ ନମ୍ବର ଲଗାଇବା ପ୍ରଥମ ପର୍ଯ୍ୟାୟ ଅବଧି ଆଜି ଶେଷ ହେଉଥିବା ବେଳେ ହାଇକୋର୍ଟ ଏହି ମାମଲାର ଶୁଣାଣୀ କରିଛନ୍ତି । ହାଇସିକ୍ୟୁଟିଟୀ ନମ୍ବର ଲଗାଇବା ପାଇଁ ସ୍ଲଟ ବୁକିଂ ବ୍ୟବସ୍ଥା ପର୍ଯ୍ୟାପ୍ତ ନ ଥିବାରୁ ସରକାର ଡେଡ୍...

ମହମ୍ମଦ ମୋକିମଙ୍କୁ ୩ ବର୍ଷ ଜେଲ ଦଣ୍ଡ

ମହମ୍ମଦ ମୋକିମଙ୍କୁ ୩ ବର୍ଷ ଜେଲ ଦଣ୍ଡାଦେଶ । କଟକ ବିଧାୟକ ତଥା ମେଟ୍ରୋ ବିଲଡର୍ସ ଏମଡି ମହମ୍ମଦ ମୋକିମଙ୍କୁ ଜେଲ ଦଣ୍ଡାଦେଶ କରିଛନ୍ତି ଭିଜିଲାନ୍ସ କୋର୍ଟ । ମୋକିମଙ୍କ ସହ ପୂର୍ବତନ ଆଇଏଏସ ବିନୋଦ କୁମାରଙ୍କୁ ମଧ୍ୟ ଜେଲ...

କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ଲଢିବେନି ଗେହଲଟ

କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ଲଢିବେନ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ । ଅଧ୍ୟକ୍ଷ ପଦ ପାଇଁ ସର୍ବ ପ୍ରଥମେ ଗେହଲଟଙ୍କ ନାଁ ଆସୁଥିଲା । ଗେହଲଟ କହିଛନ୍ତି ଯେ, ଦୁଇ ଦିନ ପୂର୍ବରୁ ରାଜସ୍ଥାନରେ ଯାହା ଘଟିଛି...

ନଡ୍ଡାଙ୍କୁ ଭୁବନେଶ୍ବରରେ ସ୍ବାଗତ

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି.ନଡ୍ଡାଙ୍କୁ ଭୁବନେଶ୍ବରରେ ବିମାନବନ୍ଦରରେ ଜୋରଦାର ସ୍ବାଗତ । ଆଜିଠାରୁ ଦୁଇଦିନ ପାଇଁ ଦଳ ପକ୍ଷରୁ ଜନତା ମଇଦାନରେ ଆୟୋଜିତ ଶକ୍ତିକେନ୍ଦ୍ର କାର୍ଯ୍ୟକର୍ତ୍ତା ସମ୍ମିଳନୀରେ ଯୋଗଦେଇ ଦଳର ନେତା ଓ କର୍ମୀଙ୍କୁ ମିଶନ 2024 ପାଇଁ ମନ୍ତ୍ର...

ସୁପ୍ରିମକୋର୍ଟଙ୍କ ବଡ ନିଷ୍ପତି

ମହିଳାଙ୍କ ଅଧିକାରକୁ ନେଇ ସୁପ୍ରିମକୋର୍ଟଙ୍କ ଐତିହାସିକ ଆଦେଶ । ବିବାହିତ ମହିଳା ହୁଅନ୍ତୁ କିମ୍ବା ଅବିବାହିତ ମହିଳା । ସମସ୍ତଙ୍କର ଗର୍ଭପାତ କରିବାର ଅଧିକାର ରହିଛି । ସମସ୍ତ ମହିଳା ସୁରକ୍ଷିତ ଏବଂ ଆଇନଗତ ଗର୍ଭପାତ ପାଇଁ ହକଦାର...

2024 ପାଇଁ ମଇଦାନରେ ବିଜେଡି-ବିଜେପି

2024 ପାଇଁ ଆରମ୍ଭ ହୋଇଯାଇଛି ଜୋରଦାର ପ୍ରସ୍ତୁତି । ଆଜି ରାଜ୍ୟର ଦୁଇ ପ୍ରମୁଖ ରାଜନୈତିକ ଦଳ ବିଜେଡି ଓ ବିଜେପି ରାଜଧାନୀ ଭୁବନେଶ୍ବରରେ ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି । ବରମୁଣ୍ଡା ପଡିଆରେ ବିଜେଡି ଛାତ୍ର, ଯୁବ ଓ...

ଆଜି ସ୍ବର୍ଗଦ୍ବାରରେ ଜୟନ୍ତୀ ପଟ୍ଟନାୟକଙ୍କ ଶେଷକୃତ୍ୟ

ପୂର୍ବତନ ସାଂସଦ, ରାଜନୀତିଜ୍ଞ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ପତ୍ନୀ ଜୟନ୍ତୀ ପଟ୍ଟନାୟକଙ୍କ ପରଲୋକ । ଗତକାଲି ସଂଧ୍ୟାରେ ଏକ ଘରୋଇ ହସପିଟାଲରେ ତାଙ୍କର ଦେହାନ୍ତ ହୋଇଥିଲା । ଆଜି ତାଙ୍କ ମରଶରୀର କଂଗ୍ରେସ ଭବନ ଅଣାଯିବା...

କେନ୍ଦ୍ର କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି

କେନ୍ଦ୍ରୀୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି । କେନ୍ଦ୍ରୀୟ ସରକାରୀ କର୍ମଚାରୀଙ୍କର ମହଙ୍ଗା ଭତ୍ତା ୪ ପ୍ରତିଶତ ବୃଦ୍ଧି କଲେ କେନ୍ଦ୍ର ସରକାର । ମହଙ୍ଗା ଭତ୍ତା ବୃଦ୍ଧି ନେଇ କେନ୍ଦ୍ର କ୍ୟାବିନେଟରେ ନିଷ୍ପତ୍ତି ହୋଇଛି ।...
- Advertisement -

Latest article

Coolbet Mobil Ytelsestips

Innhold1. Velg Rett Plattform: App eller Mobilnettleser?2. Optimaliser Din Enhet for Topp ytelse3. Sjekk og Forbedre Nettverkstilkoblingen4. Feilsøking av Vanlige Problemer5. Ytterligere Tips for...

VipLuck Virtuelle Sportwetten-Optionen

InhaltWas sind Virtual Sports und wie funktionieren sie?Verfügbare Virtual-Sports-Disziplinen und WettmärkteSchritt-für-Schritt-Anleitung zum Platzieren einer WetteBonusangebote und deren Nutzung für Virtual SportsWichtige Tipps und häufige...

Configuration de la Carte AstroPay Amunbet

SommaireQu'est-ce qu'une Carte AstroPay et Pourquoi l'Utiliser sur Amunbet ?Où et Comment Obtenir Votre Carte AstroPayGuide Étape par Étape pour un Dépôt Réussi sur...