ଓଡିଶାରେ ହେବ ଭାରତ ଯୋଡ ଯାତ୍ରା
କଂଗ୍ରେସର ଭାରତ ଯୋଡ ଯାତ୍ରା କନ୍ୟାକୁମାରୀରୁ କାଶ୍ମୀର ଯାଏଁ ଚାଲିଛି । କିନ୍ତୁ ଏବେ ଓଡିଶାରେ ବି ଚାଲିବ କଂଗ୍ରେସର ଯୋଡ ଯାତ୍ରା । ଆସନ୍ତା ଅକ୍ଟୋବର ୩୧ ତାରିଖରୁ ଭୁବନେଶ୍ୱର ଇନ୍ଦିରା ଗାନ୍ଧି ପାର୍କରୁ ଏହା ଆରମ୍ଭ ହେବ।...
ନଗ୍ନ ଭିଡିଓ କରି ବୟଫ୍ରେଣ୍ଡକୁ ପଠାଉଥିଲା ଛାତ୍ରୀ
ପଞ୍ଜାବ ମାହୋଲ ସ୍ଥିତ ଚଣ୍ଡିଗଡ ୟୁନିଭର୍ସିିଟି ହଷ୍ଟେଲ ଛାତ୍ରୀଙ୍କ ନଗ୍ନ ଭିଡିଓ ଭାଇରାଲ ପରେ କ୍ୟାମ୍ପସରେ ଉତ୍ତେଜନା ଦେଖାଦେଇଥିଲା । ଏହାପରେ ପୋଲିସ ତଦନ୍ତ କରି ଜଣେ ଛାତ୍ରୀଙ୍କୁ ଗିରଫ କରିଛି । ଗିରଫ ହୋଇଥିବା ଛାତ୍ରୀକୁ ପଚରାଉଚରା କରାଯାଉଥିବାବେଳେ...
ନୂଆ ନମ୍ବର ପ୍ଲେଟ୍ ନଥିଲେ କଟିବ ମୋଟାଙ୍କର ଫାଇନ୍
ଗାଡିଚଳାଉ ଥିବା ସମସ୍ତଙ୍କ ପାଇଁ ଜରୁରୀ ସୂଚନା । ନୂଆ ନମ୍ବର ପ୍ଲେଟ ଲଗାଇନଥିଲେ କଟିବ ଫାଇନ୍ । ଅକ୍ଟୋବରରୁ କଡାକଡି ହେବ ଚେକିଂ । ଗାଡି ଚାଳକଙ୍କ ପାଇଁ ସରକାର ଯେଉଁ ନିୟମ ଆଣଛନ୍ତି । ସେହି ଅନୁସାରେ...
ଜବତ ଔଷଧ ନକଲି : ଜାରି ହେଲା ଗାଇଡଲାଇନ୍
ଜବତ ହୋଇଥିବା ଔଷଧ ନକଲି । ଟେଲମା 40 ଔଷଧ ଜବତ କରିବା ପରେ ଟେଷ୍ଟିଂ ପାଇଁ ଡ୍ରଗ୍ସ କଣ୍ଟ୍ରୋଲରଙ୍କ ପକ୍ଷରୁ ଲାବକୁ ପଠାଯାଇଥିଲା । ଆଜି ତାର ରିପୋର୍ଟ ଆସିଛି । ମିଳିଥିବା ରିପୋର୍ଟ ଅନୁଯାୟୀ ଉକ୍ତ ଔଷଧ...
ବୁଝିଲାନି ମନ, ମଶାଣି ଯାଏଁ ଧାଇଁଲା..
ମା’ର ସମ୍ପର୍କ ନିଆରା । ସେ ପଶୁ ହେଉ କିମ୍ବା ମଣିଷ । ଆମେ ସବୁବେଳେ ଦେଖିଛେ ସେ ଯେଉଁ ପଶୁ ହୁଅନ୍ତୁ ନା କାହିଁକି । ନିଜ ଛୁଆକୁ ମା’ର ମମତା ଦେଇ କୋଳକୁ ନିଅନ୍ତି । ଦୁଇଦିନ...
ଶ୍ରୀକ୍ଷେତ୍ରରେ ସୂର୍ଯ୍ୟକିରଣ ଜଲୱା
ପୁରୀରେ ବାୟୁସେନାର ସୂର୍ଯ୍ୟକିରଣ ଏୟାର ଶୋ’ । ଆକାଶ ମାର୍ଗରେ କଳା କୌଶଳ ପ୍ରଦର୍ଶନ କରିଲେ ବାୟୁସେନାର ୭ଟି ବିମାନ । ସକାଳ ୧୦ଟା ୨୦ରୁ ୧୧ ଟା ପର୍ଯ୍ୟନ୍ତ ଏୟାର ଶୋ’ ଚାଲିଥିଲା । ବ୍ଲୁ ଫ୍ଲାଗ ବିଚରେ...
ଦ୍ୱିତୀୟ ଚନ୍ଦ୍ରଶେଖର ରାଓ ସ୍ମାରକୀ ବକ୍ତୃତା
ଗୀତଗୋବିନ୍ଦ ସଦନ ଠାରେ ଦିବଂଗତ ବିଶିଷ୍ଠ ଓଡ଼ିଆ ଚିତ୍ରଶିଳ୍ପୀ ଶ୍ରୀଯୁକ୍ତ ଚନ୍ଦ୍ରଶେଖର ରାଓଙ୍କ ୮୩ ତମ ଜନ୍ମ ବାର୍ଷିକୀ ଉପଲକ୍ଷେ ଦ୍ୱିତୀୟ ଚନ୍ଦ୍ରଶେଖର ରାଓ ସ୍ମାରକୀ ବକ୍ତୃତା ଉତ୍ସ ଫାଉଣ୍ଡେସନ ଫର୍ କଣ୍ଟେମ୍ପରାରୀ ଆର୍ଟ, ଭୁବନେଶ୍ଵର ପକ୍ଷରୁ ଆୟୋଜିତ ହୋଇ...
ଭାରତ ଯୋଡୋ ନା ତୋଡୋ !
ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ଯାତ୍ରାକୁ ଜୋରଦାର ଝଟକା । ଝଟକା ଦେଇଛନ୍ତି ଜଣେ ସାଧାରଣ ପରିବା ବେପାରୀ । କେରଳର କୁନ୍ନିକୋଡ ଥାନାରେ ଏତଲା ଦେଇଛନ୍ତି ପରିବା ବ୍ୟବସାୟୀ ଏସ. ଫଓ୍ବାଜ୍ ।
ରାହୁଲ ଗାନ୍ଧୀ କେରଳରୁ ଭାରତ...
ଭାଙ୍ଗିଲା କିଶୋର ମଟନ୍ ହୋଟେଲ
ଦୂରଦର୍ଶନ କେନ୍ଦ୍ର ପାଖରେ ଥିବା ଚର୍ଚ୍ଚିତ କିଶୋର ଭାଇଙ୍କ ହୋଟେଲକୁ ଭାଙ୍ଗିଲା ବିଏମସି । ବେଆଇନ ଭାବେ ମଟନ ହୋଟେଲ ତିଆରି ହୋଇଥିବାରୁ ବିଏମସି ଭାଙ୍ଗିଛି । ବୁଧବାର ଚଢାଉ କରି ହୋଟେଲକୁ ସିଲ୍ କରିଥିଲା ବିଏମସି ।...
ରାଜଧାନୀବାସୀ ଦେଖିଲେ ବାୟୁବୀରଙ୍କ ବୀରତ୍ୱ
ଭୁବନେଶ୍ୱର ଆକାଶରେ ଭାରତୀୟ ବାୟୁସେନାଙ୍କ ଜଲୱା । କୁଆଖାଇ ନଦୀ ପଠା ଆକାଶରେ ୯ଟି ହକ୍ ଲଢୁଆ ବିମାନ ସାହାସିକ ପ୍ରଦର୍ଶନ କରିଥିଲେ । ଏକାସାଙ୍ଗରେ ଆକାଶରେ ଉଡିଥିଲା ୯ଟି ହକ୍ ଲଢୁଆ ବିମାନ । ଆକାଶରେ ଶୁଭୁଥିଲା...
















