27.1 C
Bhubaneswar
Sunday, August 16, 2026
-Advertisement-

ନ୍ୟାୟ ପାଇଁ ରାସ୍ତାକୁ ଓହ୍ଲାଇଲେ

ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତିଙ୍କ ଆତ୍ମହତ୍ୟା ମାମଲାକୁ 6 ଦିନ ବିତିଯାଇଥିଲେ ବି ପୋଲିସ ହାତ ଖାଲି I କଲେଜ ଗେଟ ସମ୍ମୁଖରେ ଦିନରାତି ଧାରଣାରେ ବସିଥିବା ରୁଚିକାଙ୍କ ବାପା, ମାଆ ଆଜି ରାସ୍ତାକୁ ଓହ୍ଲାଇଛନ୍ତି I ରୁଚିକାଙ୍କୁ...

ରଥ ଭାଙ୍ଗିଲେ ଅଭିମାନୀ ଲକ୍ଷ୍ମୀ

ଭାଇ ଭଉଣୀଙ୍କୁ ଧରି ଗୁଣ୍ଡିଚା ମନ୍ଦିରକୁ ଘୋଷଯାତ୍ରା ରେ ଚାଲି ଆସିଛନ୍ତି ମହାପ୍ରଭୁ।ପତିଙ୍କ ବିରହ ବେଦନାକୁ ସହ୍ୟ କରିନପାରି ଅଭିମାନୀନି ମା ଲକ୍ଷ୍ମୀ ହେରାପଞ୍ଚମୀ ରେ ନନ୍ଦିଘୋଷ ରଥ ଭାଙ୍ଗିଛନ୍ତି। ହେରାପଞ୍ଚମୀ ପାଇଁ ଗୁଣ୍ଡିଚା ମନ୍ଦିର ଓ ଶ୍ରୀମନ୍ଦିରରେ ସ୍ଵତନ୍ତ୍ର...

ଖାଉଟିଙ୍କ ଉପରେ ମହଙ୍ଗା ମାଡ

ଖାଉଟିଙ୍କ ଉପରେ ମହଙ୍ଗା ମାଡ । ପୁଣି ବଢିଲା ଘରୋଇ ଏଲପିଜି ଗ୍ୟାସ ସିଲିଣ୍ଡରର ଦର । ୧୪ ଦଶମିକ ୨ କେଜି ଏଲପିଜି ସିଲିଣ୍ଡରର ଦର ୫୦ ଟଙ୍କା ବଢିଛି । ଏଥିସହିତ ଦିଲ୍ଲୀରେ ଆଜିଠୁ ଏଲପିଜି ସିଲିଣ୍ଡରର...

ରଶ୍ମୀରେଖାଙ୍କ ପରେ ଆତ୍ମହତ୍ୟା କଲେ ପୁରୁଷ ବନ୍ଧୁ ସନ୍ତୋଷ ପାତ୍ର

ଅଭିନେତ୍ରୀ ରଶ୍ମୀରେଖାଙ୍କ ପୁରୁଷ ବନ୍ଧୁ ସନ୍ତୋଷଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ଗତକାଲି ବିଳମ୍ବିତ ରାତିରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି ସନ୍ତୋଷ । ରାଉରକେଲା ବାସନ୍ତୀକଲୋନି ଘରୁ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଛି...

ଦିନକରେ 334 କରୋନା ସଂକ୍ରମିତ ଚିହ୍ନଟ

ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଗତ 24 ଘଣ୍ଟା ଭିତରେ 334 ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟଙ୍କ ମଧ୍ୟରେ କ୍ବାରେଣ୍ଟିନରୁ 195, ଲୋକାଲ 139 ଜଣ ଅଛନ୍ତି । ସେହିପରି 18ରୁ...

କାଳୀଙ୍କ କଦର୍ଯ୍ୟ ଫଟୋ ରିଲିଜ୍‌

କାଳୀ ଫିଲ୍ମର ପୋଷ୍ଟରକୁ ନେଇ ତେଜିଲା ବିବାଦ । ଫିଲ୍ମର ପୋଷ୍ଟରକୁ ଇଣ୍ଡିଆନ ଫିଲ୍ମମେକର ଲୀନା ମାଣିମେକଲାଇ ୨ ଜୁଲାଇରେ ରିଲିଜ୍ କରିଛନ୍ତି । ଫିଲ୍ମର ପୋଷ୍ଟରରେ ମା କାଳୀ ସିଗାରେଟ ପିଉଥିବାର ଦେଖିବାକୁ ମିଳିଛି । ଖାଲି ଏତିକି...

ରୁଚିକା ଆତ୍ମହତ୍ୟା ମାମଲା : ସିବିଆଇ ତଦନ୍ତ ଦାବି କଲେ ବିରୋଧୀ

ସାରା ରାତି ଉଜାଗର ରହି ଧାରଣାରେ ବସିଛନ୍ତି ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ବାପା ମା । ନ୍ୟାୟ ଦାବିରେ ସେମାନେ କଲେଜ ଗେଟ ସାମନାରେ ଧାରଣାରେ ବସିଥିବା ବେଳେ ଆଜି ବିଧାନସଭାରେ ତୁମ୍ବିତୋଫାନ କରିଛନ୍ତି ବିରୋଧୀ ।...

୬ରେ ମାଟ୍ରିକ ରେଜଲ୍ଟ

ଆସନ୍ତା ଜୁଲାଇ ୬ ତାରିଖରେ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ । ୬ ତାରିଖ ଦିନ ଗୋଟାଏ ବେଳେ ବୋର୍ଡ ଅଫିସରେ ପ୍ରକାଶ ପାଇବ ରେଜଲ୍ଟ । ସୂଚନା ଦେଲେ ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ସମୀର...

ସିନିୟର ବଡି ମସାଜ ପାଇଁ କହୁଥିଲେ

ଅଲମ୍ପିଆନ ଦୂତୀ ଚାନ୍ଦଙ୍କ ସହ ବି ହୋଇଥିଲା ରାଗିଂ । ଭୁବନେଶ୍ୱର ସ୍ପୋର୍ଟସ ହଷ୍ଟେଲରେ ମୋ ସହ ରାଗିଂ କରାଯାଇଥିଲା । ୨୦୦୬ରୁ ୨୦୦୮ ମସିହା ଯାଏଁ କ୍ୟାରିଅର ଆରମ୍ଭ କରୁଥିବାବେଳେ ଦୂତୀ ସ୍ପୋର୍ଟସ ହଷ୍ଟେଲରେ ରହୁଥିଲେ ।...

ମୃତ୍ୟୁ ପାଇଁ କଲେଜ କର୍ତ୍ତୃପକ୍ଷ ଦାୟୀ!

ସୁଇସାଇଡ ନୋଟରେ ବିଜେବି କଲେଜ ଛାତ୍ରୀ ରୁଚିକା ସ୍ପଷ୍ଟ ଭାବରେ ତାଙ୍କ ମୃତ୍ୟୁର କାରଣ ୩ ଜଣ ସିନିୟର ଛାତ୍ରୀ ବୋଲି ଉଲ୍ଲେଖ କରିଛନ୍ତି । ହଷ୍ଟେଲରେ ନିର୍ଦ୍ଧିଷ୍ଟ ୩ ଜଣ ଛାତ୍ରୀ ତାଙ୍କୁ ଏଭଳି ଅକଥନୀୟ ଅତ୍ୟାଚାର କଲେ...
- Advertisement -

Latest article

¿Se pueden tener dos cuentas en Golisimo? Normas sobre duplicados explicadas

ÍndiceLa Política Oficial de Golisimo sobre Múltiples CuentasProcedimiento para Solicitar el Cierre o Fusión de una Cuenta DuplicadaCasos Especiales y Excepciones a la ReglaConsecuencias...

Lucky7 Complaint Response Time Trends

ContentsCommon Issues and Expected Initial Response TimesThe Step-by-Step Process for Submitting a ComplaintFactors That Influence Resolution SpeedWhat to Do If Your Complaint is DelayedBest...

Bonus di Benvenuto Kyngs Deposito Minimo Spiegato

IndiceCos'è il Deposito Minimo per il Bonus di Benvenuto?Guida Passo-Passo per Reclamare il BonusMetodi di Pagamento e Tempi di ElaborazioneTermini e Condizioni Chiave da...