31.1 C
Bhubaneswar
Sunday, November 1, 2026
-Advertisement-

କନ୍ୟା ସନ୍ତାନର ମା’ ହେଲେ ଆଲିଆ

କପୁର ପରିବାରକୁ ନୂଆ ସଦସ୍ୟଙ୍କ ଆଗମନ । ବାପ-ମା ବନିଯାଇଛନ୍ତି ରଣବୀର-ଆଲିଆ । ଆଲିଆ ଭଟ୍ଟ ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି । ଘରକୁ ଝିଅ ଆସିବାରୁ ବେଶ୍ ଖୁସି ଅଛନ୍ତି ରଣବୀର-ଆଲିଆ । ଛୁଟୁଛି ଶୁଭେଚ୍ଛାର ସୁଅ ।...

ବାଂଲାଦେଶକୁ ହରାଇ ସେମିରେ ପାକିସ୍ତାନ

ଟି-ଟ୍ୱେଣ୍ଟି ବିଶ୍ୱକପ । ବାଂଲାଦେଶକୁ ହରାଇ ସେମିରେ ପାକିସ୍ତାନ ।୧୨୮ ଟାର୍ଗେଟକୁ ପିଛା କରି ପାକିସ୍ତାନ ୫ ୱିକେଟରେ ବିଜୟୀ । ଗ୍ରୁପ୍ ୨ରେ ଭାରତ ସହ ପାକିସ୍ତାନ ସେମିକୁ ଉନ୍ନିତ ।

ବଡସିହାଂର ବେଶରେ ବାବା ଧବଳେଶ୍ୱର

ପବିତ୍ର ପଞ୍ଚୁକର ତୃତୀୟ ଦିନରେ ବାବା ଧବଳେଶ୍ୱରଙ୍କ ଚାଲିଛି ସ୍ୱତନ୍ତ୍ର ବଡଓଷା ପୂଜା । ମନ୍ତ୍ରପାଠରେ ପଡୁଛି ଉଠୁଛି ଧବଳେଶ୍ୱର ପୀଠ । ହେଲେ ପୀଠରେ ନାହାଁନ୍ତି ଭକ୍ତ । ଭଗବାନଙ୍କୁ ଚର୍ମ ଚକ୍ଷୁରେ ଦର୍ଶନ କରିପାରୁନାହାଁନ୍ତି ଶ୍ରଦ୍ଧାଳୁ...

ଚାଲିଛି କାଉଣ୍ଟିଂ, ଆଗେଇ ଚାଲିଛି ବିଜେପି

ଜାରି ରହିଛି ଧାମନଗର କାଉଣ୍ଟିଂ । ସପ୍ତମ ରାଉଣ୍ଡର ଟ୍ରେଣ୍ଡ ଅନୁସାରେ, ସୂରଜ ସୂର୍ଯ୍ୟବଂଶୀ ୫୨୦୦ ଭୋଟରେ ଆଗୁଆ । ବିଜେଡି ବର୍ତ୍ତମାନ ସୁଦ୍ଧା ୨୫,୯୦୮ ଭୋଟ ପାଇଥିବାବେଳେ ବିଜେପି ୩୧, ୧୦୮ ଭୋଟ ପାଇଛି । ସେହିପରି...

ଦେଶର ପ୍ରଥମ ଭୋଟରଙ୍କ ମୃତ୍ୟୁ

ଆରପାରିରେ ସ୍ୱାଧୀନ ଭାରତର ପ୍ରଥମ ଭୋଟର ଶ୍ୟାମ୍ ସରଣ ନେଗୀ । ଜୀବନର ଶେଷ ଭୋଟ ଦେବାର ଦୁଇ ଦିନ ପରେ ଆଜି ସକାଳେ ୧୦୬ ବର୍ଷୀୟ ନେଗୀ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଆସନ୍ତା ୧୨ ତାରିଖରେ...

ଗଙ୍ଗାଧର ବେଶରେ ବାବା ଧବଳେଶ୍ୱର

ପଞ୍ଚକରେ ଆଜି ଦୁର୍ଲଭ ଗଙ୍ଗାଧର ବେଶରେ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ୱର । ରାତି ୪ଟାରୁ ବାବାଙ୍କ ଦ୍ୱାର ଖୋଲାଯାଇ ୧୦୮ କଳସ ସୁବାଷିତ ଜଳରେ ସ୍ନାନ କରାଯାଇଥିଲା । ଏହାପରେ ହୋଇଥିଲା ଗଙ୍ଗାଧର ବେଶ । ଏଲଇଡି ସ୍କ୍ରିନରେ...

ଅବନ୍ତୀ ନା ସୂର୍ଯ୍ୟବଂଶୀ, କାଲି ବାହାରିବ ଭାଗ୍ୟ ଫଳ

ଧାମନଗରରେ କିଏ ମାରିବ ବାଜି । କାଲି ଖୋଲିବ ଇଭିଏମ ପେଡି । ୫ ପ୍ରାର୍ଥୀଙ୍କ ଭାଗ୍ୟଫଳ ବାହାରିବ । କାଲି ସକାଳ ୮ଟାରୁ ଆରମ୍ଭ ହେବ ଭୋଟ ଗଣତି । ୧୪ଟି ଟେବୁଲରେ ୧୮ ରାଉଣ୍ଡ ଗଣତି ହେବ...

ବିରାଟଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

୩୪ ବର୍ଷରେ ପାଦ ଦେଲେ ଭାରତର ରନ୍ ମେସିନ୍ ଭାବରେ ପରିଚିତ ବିରାଟ କୋହଲି । ବିଶ୍ୱ କ୍ରିକେଟରେ କିଙ୍ଗ କୋହଲି ଭାବରେ ପରିଚିତ ବିରାଟ କୋହଲି ନଭେମ୍ବର ୫ ୧୯୮୮ ମସିହାରେ ନୂଆଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ । ନିଜ...

ଡିସେମ୍ବର ୫ରେ ପଦ୍ମପୁର ଭୋଟ୍

ପଦ୍ମପୁର ବିଧାନସଭା ଉପନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇଛି । ପଦ୍ମପୁର ପାଇଁ ଡିସେମ୍ବର ୫ ତାରିଖରେ ଭୋଟିଂ । ଉପନିର୍ବାଚନ ପାଇଁ ନଭେମ୍ବର ୧୦ରେ ପ୍ରକାଶ ପାଇବ ବିଗ୍ୟପ୍ତି । ନଭେମ୍ବର ୧୭ ନାମାଙ୍କନ ଦାଖଲର ଶେଷ ତାରିଖ...

23ରୁ ମାଟ୍ରିକ ସମ୍ମେଟିଭ୍ ପରୀକ୍ଷା

ଆସନ୍ତା 23 ତାରିଖରୁ ମାଟ୍ରିକ ସମ୍ମେଟିଭ ପରୀକ୍ଷା । 23 ରୁ 30 ତାରିଖ ଯାଏଁ ଚାଲିବ ସମ୍ମେଟିଭ ପରୀକ୍ଷା । ଆଜି ବୋର୍ଡ କର୍ତ୍ତୃପକ୍ଷ ପ୍ରେସମିଟରେ ଏହି ସୂଚନା ଦେଇଛନ୍ତି । 5 ଲକ୍ଷ 32 ହଜାର 712...
- Advertisement -

Latest article

ବାତ୍ୟା ଅର୍ଣ୍ଣବ ପାଇଁ, ୪୮ ହଜାର ଲୋକଙ୍କ ହେବ ସ୍ଥାନାନ୍ତରଣ

ଭୁବନେଶ୍ୱର: ଭୀଷଣ ବାତ୍ୟାର ରୂପ ଧରି ‘ଅର୍ଣ୍ଣବ’ ସ୍ଥଳଭାଗ ଆଡ଼କୁ ମାଡ଼ି ଆସୁଥିବା ବେଳେ ଏହାର ମୁକାବିଲା ପାଇଁ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ସଜାଗ ରହିଛନ୍ତି।...

Winbeast Live Baccarat: Rules and Side Bets

ContentsUnderstanding the Core Rules of PlayA Detailed Look at Standard PayoutsExploring Popular Side BetsRTP and What It Means for YouStrategies for Managing Your BankrollGetting...

Spinhub Samsung Pay Integration

ContentsHow to Set Up and Use Samsung Pay at SpinhubKey Benefits of Using Samsung Pay for DepositsUnderstanding Deposit Limits and Processing TimesTroubleshooting Common Samsung...