31.1 C
Bhubaneswar
Sunday, November 1, 2026
-Advertisement-

ଆପ୍ ଘୋଷଣା କଲା ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ

ଗୁଜରାଟ ବିଧାନସଭା ନିର୍ବାଚନ ଲାଗି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କଲା ଆମ୍ ଆଦମି ପାର୍ଟି । ଇସୁଦାନ ଗଡୱୀ ଆପର ଗୁଜରାଟ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ । ମୁଖ୍ୟମନ୍ତ୍ରୀ ପ୍ରାର୍ଥିତ୍ୱ ନେଇ ୧୬ ଲକ୍ଷ ଲୋକ ନିଜର ପସନ୍ଦ ବ୍ୟକ୍ତ କରିଥିଲେ...

ମଲ୍‌ରେ ବିକ୍ରୀ କରୁଥିଲେ କ୍ୟାରିବାଗ୍ ,ଲାଗିଲା ଫାଇନ୍

୬ ଟଙ୍କାର କ୍ୟାରି ବ୍ୟାଗ ପାଇଁ ୨୫ ହଜାର ଟଙ୍କାର ଫାଇନ୍ । କଟକ ଦୋଳମୁଣ୍ଡାଇର ଏକ ସପିଂ ମଲ୍ କୁ ଏଭଳି ଦଣ୍ଡିତ କରିଛନ୍ତି ଖାଉଟି ଅଦାଲତ । ଗ୍ରାହକଙ୍କୁ ୧୦ ହଜାର ଟଙ୍କା ଦେବା ପାଇଁ ତାଙ୍କୁ...

ରୋଗୀଙ୍କୁ ଲୁଟୁଥିଲେ ,ଏମ୍ସରୁ ଗିରଫ ହେଲେ

ଭୁବନେଶ୍ୱର ଏମ୍ସରୁ ଦଲାଲ୍ ଗିରଫ । ଟିକେଟ୍ ଦଲାଲ କରୁଥିବା ଅଭିଯୋଗରେ 13 ଜଣଙ୍କୁ ଗିରଫ କରିଛି ପୋଲିସ । ବହୁଦିନ ହେବ ଡାକ୍ତରଙ୍କ ପରାମର୍ଶ ପାଇଁ ଟିକେଟ କାଟି ବ୍ଲାକରେ ବିକ୍ରୀ କରୁଥିଲେ । ଏମ୍ସର ଡାକ୍ତର ପରାମର୍ଶ...

LEDରେ ବାବାଙ୍କ ଚନ୍ଦ୍ରଚୂଡ ବେଶ

ପଞ୍ଚକରେ ଭର୍ଚୁଆଲରେ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ୱର । ଆଜି ଚନ୍ଦ୍ରଚୂଡ ବେଶରେ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ୱର । କାର୍ତ୍ତିମ ମାସ ଧର୍ମର ମାସ ହୋଇଥିବାରୁ ଦେବଦେବ ମହାଦେବଙ୍କୁ ଦର୍ଶନ କଲେ କୋଟି ଜନ୍ମର ପୂର୍ଣ୍ଣ୍ୟ ମିଳିଥାଏ...

କାଲିଠୁ ସ୍କୁଲ ବନ୍ଦ

ଅଣନିଶ୍ୱାସୀ ହୋଇପଡିଲେଣି ରାଜଧାନୀବାସୀ । ଯୁଆଡେ ଦେଖିବେ ସିଆଡେ ଧୂଆଁମୟ ପରିବେଶ । ଚାରିଆଡେ ପ୍ରଦୂଷଣ ବଳୟ । ବଢୁଥିବା ପ୍ରଦୂଷଣକୁ ଦେଖି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଘୋଷଣା । କାଲିଠାରୁ ବନ୍ଦ ରହିବ ସମସ୍ତ ପ୍ରାଇମେରୀ ସ୍କୁଲ...

ଇମ୍ରାନଙ୍କୁ ଗୁଳିମାଡ଼

ପାକ୍ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଗୋଡ଼ରେ ଗୁଳି ବାଜିଥିବା ସୂଚନା । ଗୁଳିମାଡ଼ ପରେ ଇମ୍ରାନ ହସ୍ପିଟାଲରେ ଭର୍ତ୍ତି । ପାକିସ୍ତାନର ଗୁଞ୍ଜରୱାଲା ଠାରେ ପୂର୍ବ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ରାଲି ଉପରକୁ ଗୁଳିମାଡ ହୋଇଛି...

୨୪ରୁ ବିଧାନସଭା ଶୀତ ଅଧିବେଶନ

ନଭେମ୍ବର ୨୪ରୁ ଆରମ୍ଭ ହେବ ବିଧାନସଭାର ଶୀତକାଳୀନ ଅଧିବେଶନ । ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ଏହି ଅଧିବେଶନ ଚାଲିବ । ଏନେଇ ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି

ବାଜିଲା ବିଗୁଲ୍‌

ଗୁଜରାଟ ନିର୍ବାଚନ ପାଇଁ ଘୋଷଣା ହୋଇଛି ତାରିଖ । ଦୁଇଟି ପର୍ଯ୍ୟାୟରେ ଗୁଜରାଟରେ ହେବ ନିର୍ବାଚନ । ଡିସେମ୍ବର ୧ ଏବଂ ୫ରେ ଦୁଇ ପର୍ଯ୍ୟାୟରେ ଗୁଜରାଟରେ ନିର୍ବାଚନ ଅନୁଷ୍ଠିତ ହେବ । ଡିସେମ୍ବର ୮ରେ ଗୁଜରାଟ ବିଧାନସଭା ଭୋଟ...

ଅବନ୍ତୀଙ୍କ ଗାଡିକୁ ନେଇ ବିବାଦ

ଭୋଟ ଦେଉଛନ୍ତି ଧାମନଗରବାସୀ । ଚାଲିଛି ମହାମୁକାବିଲା । କିଏ ହାତେଇବ ଧାମନଗର ଆସନ । ସକାଳ ୭ଟାରୁ ମତଦାନ ପକ୍ରୀୟା ଆରମ୍ଭ ହୋଇଛି । ସକାଳ ୧୧ଟା ସୁଦ୍ଧା ୨୨.୩୬ ପ୍ରତିଶତ ମତଦାନ ହୋଇଥିବା ସିଇଓ ସୂଚନା ଦେଇଛନ୍ତି...

ଜିତିଲା ଟିମ୍ ଇଣ୍ଡିଆ

ବାଂଲାଦେଶ ହାରିଲା, ଟିମ୍ ଇଣ୍ଡିଆ ଜିତିଲା । ବିଶ୍ୱକପ୍ ଲିଗ୍ ମ୍ୟାଚରେ ବାଂଲାଦେଶକୁ ହରାଇଲା ରୋହିତ ବାହିନୀ ।
- Advertisement -

Latest article

ବାତ୍ୟା ଅର୍ଣ୍ଣବ ପାଇଁ, ୪୮ ହଜାର ଲୋକଙ୍କ ହେବ ସ୍ଥାନାନ୍ତରଣ

ଭୁବନେଶ୍ୱର: ଭୀଷଣ ବାତ୍ୟାର ରୂପ ଧରି ‘ଅର୍ଣ୍ଣବ’ ସ୍ଥଳଭାଗ ଆଡ଼କୁ ମାଡ଼ି ଆସୁଥିବା ବେଳେ ଏହାର ମୁକାବିଲା ପାଇଁ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ସଜାଗ ରହିଛନ୍ତି।...

Winbeast Live Baccarat: Rules and Side Bets

ContentsUnderstanding the Core Rules of PlayA Detailed Look at Standard PayoutsExploring Popular Side BetsRTP and What It Means for YouStrategies for Managing Your BankrollGetting...

Spinhub Samsung Pay Integration

ContentsHow to Set Up and Use Samsung Pay at SpinhubKey Benefits of Using Samsung Pay for DepositsUnderstanding Deposit Limits and Processing TimesTroubleshooting Common Samsung...