ଆଡମିସନ ମିଳିଲାନି ବୋଲି ଚଣା, ମୁଢି ବିକିଲେ ..
ଆଡମିସନ ପାଇଁ ଅନଲାଇନ ଟିସି ମାଗିଲେ ପ୍ରଧାନ ଶିକ୍ଷୟିତ୍ରୀ । ବାପା କୃଷ୍ଣଚନ୍ଦ୍ର ପଣ୍ଡା ଅନଲାଇନ ଟିସି ପାଇଁ ଚେଷ୍ଟା କରି ନିରାଶ ହେଲେ । ଶେଷରେ ସ୍କୁଲ ସାମନାରେ ପୁଅ ଶିବ ଶଙ୍କର ପଣ୍ଡା ସ୍କୁଲ ଯୁନିଫର୍ମ ପିନ୍ଧି...
କଂଗ୍ରେସକୁ ଝଟକା : ଦଳ ଛାଡିଲେ ଗୁଲାମନବୀ
କଂଗ୍ରେସକୁ ବଡ ଝଟକା I ଦଳ ଛାଡିଛନ୍ତି ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଗୁଲାମନବୀ ଆଜାଦ I ସେ ଦଳର ସମସ୍ତ ପଦପଦବୀ ସମେତ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ଆଜାଦ I ଦଳୀୟ କାର୍ଯ୍ୟଧାରାକୁ ନେଇ...
ସବୁ ଗୁମର ଖୋଲିବେ ଶ୍ୱେତାଙ୍କ ୪ ସାଙ୍ଗ
ସଫ୍ଟୱେୟାର ଇଞ୍ଜିନିୟର ଶ୍ୱେତାଙ୍କ ମୃତ୍ୟୁର ତଦନ୍ତ ଭିତରେ ସାମ୍ନାକୁ ଆସିଛି ତାଙ୍କ ଡାଏରୀର କିଛି ଫର୍ଦ୍ଦ । ସୌମ୍ୟଜିତଙ୍କ ସହ ସମ୍ପର୍କକୁ ନେଇ ଏଥିରେ ଅନେକ କିଛି ଲେଖିଛନ୍ତି ଶ୍ୱେତା । ଦିନକୁ ଦିନ ଉଭୟଙ୍କ ସମ୍ପର୍କ ମଜଭୁତ...
୧୫ଦିନ ପରେ ଫେରିଲା ଚେତା
କମେଡିଆନ ରାଜୁ ଶ୍ରୀବାସ୍ତବଙ୍କୁ ନେଇ ଆସିଲା ଭଲ ଖବର । ଆଜି ସକାଳୁ ରାଜୁଙ୍କର ଚେତା ଫେରିଛି । ଗତ ୧୫ ଦିନ ହେବ ଏମ୍ସରେ ଭର୍ତ୍ତି ହୋଇଛନ୍ତି ରାଜୁ । ରାଜୁଙ୍କ ସ୍ୱାସ୍ଥ୍ୟବସ୍ଥା ସୁଧୁରୁଥିବା ବ୍ୟକ୍ତିଗତ ସଚିବ ଗର୍ବିତ...
ଲାଗିବନି କଟକଣା
ଚଳିତବର୍ଷ ଧୂମଧାମରେ ପାଳିତ ହେବ ଗଣେଶ ପୂଜା । ମେଲୋଡି ଏବଂ ପୂଜାର୍ଚ୍ଚନାରେ କମ୍ପି ଉଠିବ ପରିବେଶ । ଚଳିତବର୍ଷ ପୂଜାରେ ଆଉ ରହିବନି କୋଭିଡ କଟକଣା । ଶତାଧିକ ଲୋକଙ୍କୁ ନେଇ କରାଯାଇପାରିବ ପୂଜା । ପରଦା ଆଢୁଆଳରେ...
ହସିଲେ ବୋଲି..
ବନ୍ୟା ସମୀକ୍ଷା ବୈଠକରେ ସିନିୟର ଅଧିକାରୀଙ୍କ ଆଗରେ ହସି ଦେବାରୁ କନିଷ୍ଠ ଯନ୍ତ୍ରୀଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି । ଏହି କନିଷ୍ଠ ଯନ୍ତ୍ରୀ ଜଣଙ୍କ ହେଉଛନ୍ତି ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକର ମିହିର ପଣ୍ଡା । କାରଣ...
ସୁରେଶ ମହାପାତ୍ରଙ୍କ କାର୍ଯ୍ୟକାଳ ବୃଦ୍ଧି
ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ କାର୍ଯ୍ୟକାଳ ବୃଦ୍ଧି । ଆଉ ୬ ମାସ କାର୍ଯ୍ୟକାଳ ବୃଦ୍ଧି ପାଇଁ କେନ୍ଦ୍ରର ଅନୁମୋଦନ ମିଳିଛି । ସେପ୍ଟେମ୍ବର ୧ରୁ ୨୦୨୩ ଫେବ୍ରୁଆରୀ ପର୍ଯ୍ୟନ୍ତ କାର୍ଯ୍ୟକାଳ ବଢିଛି । ରାଜ୍ୟ ସରକାର ଦେଇଥିବା...
5 କୋଟି ଟଙ୍କାର ମାନହାନୀ ମୋକଦ୍ଦମା କଲେ ପ୍ରକୃତି
ରାସ୍ତାରେ ବାବୁସାନଙ୍କ ପତ୍ନୀ ତୃପ୍ତି ତାଙ୍କୁ ଧକ୍କା ମାରିଲେ । ମାଡ ମାରିଲେ । ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଲା । ଥାନାରେ ଏତଲା ଦେଲେ ପ୍ରକୃତି । ମାତ୍ର ଏତଲା ଅନୁଯାୟୀ ପୋଲିସ କିଛି କାର୍ଯ୍ୟାନୁଷ୍ଠାନ...
ପୋଲିସ କାହିଁକି ନେଲାନି କାର୍ଯ୍ୟାନୁଷ୍ଠାନ
ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଅଭିନେତ୍ରୀ ପ୍ରକୃତି ମିଶ୍ର । ଦେଇଥିବା ଏତଲା ଉପରେ କାର୍ଯ୍ୟାନୁଷ୍ଠାନ ହେଉ ନଥିବାରୁ ପ୍ରକୃତି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଉନାହିଁ ବୋଲି ସେ ଅଭିଯୋଗ କରିଛନ୍ତି । ବାବୁସାନଙ୍କ...
ହାର୍ଟ ଆଟାକ୍ ନେଇଗଲା ଆଉ ଗୋଟିଏ ଜୀବନ
ହାର୍ଟ ଆଟାକରେ ଆଖି ବୁଜିଲେ ଟିକ୍ ଟକ୍ ଷ୍ଟାର । ଟିକ୍ ଟକ୍ ଷ୍ଟାର ତଥା ବିଜେପି ନେତ୍ରୀ ସୋନାଲି ଫୋଗାଟଙ୍କ ମୃତ୍ୟୁ । ମୃତ୍ୟୁବେଳକୁ ତାଙ୍କୁ ମାତ୍ର ୪୨ ବର୍ଷ ବୟସ ହୋଇଥିଲା । ଏକ ସୁଟ୍...

















