29.1 C
Bhubaneswar
Monday, August 17, 2026
-Advertisement-

ପୁତ୍ର ସନ୍ତାନର ମା’ ହେଲେ କମେଡିଆନ ଭାରତୀ

ମା’ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି କମେଡିଆନ ଭାରତୀ । ତାଙ୍କ ସ୍ୱାମୀ ହର୍ଷ ଲିମ୍ବୋଚିୟା ଏହି ଖବର ସୋସିଆଲ ସାଇଟରେ ସେୟାର କରିଛନ୍ତି । ଭାରତୀଙ୍କ ସହ ସେ ଏକ ସୁନ୍ଦର ଫଟୋ ସେୟାର କରି ଲେଖିଛନ୍ତି...

ଆଉ ୫ ଦିନ ରିମାଣ୍ଡ ଆବେଦନ

କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲାର ୪ ଅଭିଯୁକ୍ତଙ୍କର ଆଜି ସରିଛି ରିମାଣ୍ଡ ଅବଧି । ଶର୍ମିଷ୍ଠା, ନିରଞ୍ଜନ, ଝୁନା, ରଞ୍ଜନଙ୍କୁ ଚାନ୍ଦବାଲି ଜେଏମଏଫସିରେ ହାଜର କରିଛି କ୍ରାଇମବ୍ରାଞ୍ଚ । ଏହି...

ନ୍ୟାସନାଲ ଆସେମ୍ଲି ଭଙ୍ଗ ପାଇଁ ସୁପାରିଶ କଲେ ଇମ୍ରାନ

ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ବିରୋଧରେ ଅବିଶ୍ୱାସ ପ୍ରସ୍ତାବ ଖାରଜ । ପାକିସ୍ତାନ ନ୍ୟାସନାଲ ଆସେମ୍ଲିରେ ପ୍ରଧାନମନ୍ତ୍ରୀ ଇମ୍ରାନଙ୍କ ବିରୋଧରେ ବିରୋଧୀ ଆଣିଥିବା ଅବିଶ୍ୱାସ ପ୍ରସ୍ତାବ ଖାରଜ ହୋଇଛି । ଉପବାଚସ୍ପତି ଅନାସ୍ଥା ପ୍ରସ୍ତାବ ଖାରଜ କରିବା ସହ ଏଭଳି...

୧୩ ଦିନରେ ୧୧ ଥର ବୃଦ୍ଧି

ସାଧାରଣ ଲୋକଙ୍କ ନିଦ ହଜାଇଲାଣି ତେଲ ଦର । ପ୍ରତିଦିନ ବଢୁଛି ପେଟ୍ରୋଲ , ଡିଜେଲ ଦର । ଗତ ୧୩ ଦିନ ଭିତରେ ୧୧ ଥର ପାଇଁ ଆଜି ପୁଣି ମହଙ୍ଗା ହେଲା ପେଟ୍ରୋଲ,ଡିଜେଲ ଦର। ବ୍ରହ୍ମପୁର...

ଚୂଲା ଭାଙ୍ଗିଲା କିଏ?

ଶ୍ରୀମନ୍ଦିରରେ ଅଭାବନୀୟ ଘଟଣା । ରୋଷଘରେ ଥିବା ୩୦୦ ରୁ ଅଧିକ ଚୁଲା ଭାଙ୍ଗିଲେ ଦୁର୍ବୁତ୍ତ । ଆନନ୍ଦବଜାରରେ ବ୍ୟବସାୟିକ ଶତୃତାକୁ କେନ୍ଦ୍ରକରି ଚୁଲି ଭଙ୍ଗାଯାଇଥିବା ଆଶଙ୍କା । ଗତକାଲି ରାତିରେ ଏହି ଅଭାବନୀୟ ଘଟଣା ଘଟିଛି । ଶ୍ରୀମନ୍ଦିର...

ଶର୍ମିଷ୍ଠାଙ୍କୁ ଫେରାର କରାଇଥିଲେ ନିରଞ୍ଜନ

କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟା ମାମଲାରେ ଆଜି ଅଭିଯୁକ୍ତଙ୍କ ରିମାଣ୍ଡ ସରୁଥିବା ବେଳେ କ୍ରାଇମବ୍ରାଞ୍ଚ ତନାଘନା ଜାରି ରହିଛି । ରିମାଣ୍ଡର ଶେଷ ଦିନରେ ସୂଚନା ଓ ଲୋକସଂପର୍କ ବିଭାଗର ପୂର୍ବତନ ନିର୍ଦ୍ଦେଶକ ନିରଞ୍ଜନ ସେଠୀ ତଦନ୍ତକାରୀ ଅଧିକାରୀଙ୍କ ଆଗରେ...

ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ଆଜୀବନ କାରାଦଣ୍ଡାଦେଶ

ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ଆଜୀବନ କାରାଦଣ୍ଡ । ଛତିଶଗଡ ରାୟଗଡା ସେସନ୍ସ କୋର୍ଟ ଦେଲେ ଦଣ୍ଡାଦେଶ । କଳ୍ପନା ଦାସ ଓ ତାଙ୍କ ଝିଅ ବବଲିକୁ ହତ୍ୟା ମାମଲାରେ ଅନୁପଙ୍କୁ ଆଜୀବନ କାରାଦଣ୍ଡ ମିଳିଛି । ବ୍ରଜରାଜନଗରର ପୂର୍ବତନ...

ପିନାକୀଙ୍କ ସଫେଇ : ସମୟ ଅଭାବରୁ ଖାଲି ଟୟେଲେଟ୍ କଥା କହିଥିଲି

ଶ୍ରୀମନ୍ଦିର ପରିକ୍ରମା ନାଁରେ ଚାଲିଥିବା ନିର୍ମାଣ କାର୍ଯ୍ୟ ସଂପର୍କରେ ପୁରୀ ବିଜେଡି ସାଂସଦ ପିନାକୀ ମିଶ୍ର ପାର୍ଲାମେଣ୍ଟରେ କହିଥିଲେ, କେବଳ ଚାରୋଟି ଟୟେଲେଟ୍ ନିର୍ମାଣ ହେଉଛି । ବିଜେପି ସାଂସଦ ଅପରାଜିତା ଷଡଙ୍ଗୀ ପୁରୀ ଶ୍ରୀମନ୍ଦିର ନିକଟରେ ହେଉଥିବା ନିର୍ମାଣ...

ସୁନାଖଳାରୁ କିଣିଥିଲେ ଲୁଣ

ଶେଷରେ ସତ ଓଗାଳିଲେ ଶର୍ମିଷ୍ଠା । ବହୁଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସସ୍ବାଇଁ ହତ୍ୟା ମାମଲାର ମୁକ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତ କ୍ରାଇମବ୍ରାଞ୍ଚ ଆଗରେ ନିଜ ଦୋଷ ସ୍ବୀକାର କରିଛନ୍ତି । କିପରି ମାନସଙ୍କୁ ନିଜ ସହଯୋଗୀଙ୍କ ଦ୍ବାରା ଫେବୃଆରୀ 7 ତାରିଖରେ...

୬ମାସ ବଢିଲା ମାଗଣା ଚାଉଳ ଅବଧି

ଉତ୍କଳ ଦିବସରେ ଓଡିଶାବାସୀଙ୍କ ପାଇଁ ନବୀନଙ୍କ ଭେଟି । ଖାଦ୍ୟ ସୁରକ୍ଷା ହିତାଧିକାରୀଙ୍କୁ ଆଉ ୬ମାସ ମିଳିବ ମାଗଣା ଚାଉଳ । ଆଉ ୬ ମାସ ଅବଧି ବୃଦ୍ଧି କଲେ ରାଜ୍ୟ ସରକାର । ଏପ୍ରିଲରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ମିଳିବ...
- Advertisement -

Latest article

Avis sur Kyngs Nolimit City Extreme Volatility

SommaireComprendre la Volatilité Extrême de Nolimit CityStratégies de Gestion de Bankroll pour les Jeux à Haut RisqueLes Bonus et Promotions AdaptésProblèmes Fréquents et DépannageConclusion...

ବିଲ୍ଡରଙ୍କ ଘରୁ ୨ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଚୋରି

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଶୁକ୍ରବାର ବିଳମ୍ବିତ ରାତିରେ ଲକ୍ଷ୍ମୀସାଗର ଅଞ୍ଚଳରେ ଜଣେ ବିଲ୍ଡରଙ୍କ ଘରୁ ଦୁର୍ବୃତ୍ତମାନେ ପ୍ରାୟ ୨ କୋଟି ଟଙ୍କାରୁ ଅଧିକ ମୂଲ୍ୟର ସମ୍ପତ୍ତି ଲୁଟି ନେଇଥିବା ଅଭିଯୋଗ ହୋଇଛି। ପୋଲିସ...

ରାଜ୍ୟଗୋଷ୍ଠୀ କ୍ରୀଡାରେ ଜୁଡୋରେ ଭାରତ ପାଇଁ ପ୍ରଥମ ସ୍ୱର୍ଣ୍ଣ ପଦକ ଆଣିଲେ ଅସ୍ମିତା ଦେ

ନୂଆଦିଲ୍ଲୀ: ଗ୍ଲାସଗୋ ଠାରେ ଚାଲିଥିବା ରାଜ୍ୟଗୋଷ୍ଠୀ କ୍ରୀଡା ରେ ଭାରତ ଏକ ବଡ଼ ସଫଳତା ହାସଲ କରିଛି। ଯୁବ ଜୁଡୋ ଖେଳାଳି ଅସ୍ମିତା ଦେ’ ଭାରତ ପାଇଁ ଏହି ସଫଳତା ଆଣିଛନ୍ତି lମହିଳା...