33.1 C
Bhubaneswar
Thursday, August 20, 2026
-Advertisement-

ଅନୁମତି ଦେଲେ ହାଇକୋର୍ଟ

ଦୀପାବଳିରେ ଫୁଟିବ ଗ୍ରୀନ କ୍ରାକର । ଗ୍ରୀନ କ୍ରାକର ଫୁଟାଇବାକୁ ଆଜି ଅନୁମତି ଦେଇଛନ୍ତି ଓଡିଶା ହାଇକୋର୍ଟ । ଅଲ୍ ଓଡିଶା ଫାୟାର ଡିଲର ଆସୋସିଏସନ ଦୀପାବଳିରେ ବାଣ ଫୁଟାଇବାକୁ ଅନୁମତି ଦେବାକୁ ହାଇକୋର୍ଟରେ ଆବେଦନ କରିଥିଲେ । ବାଣ...

ଟିକା ନେଇଥିବା ବ୍ୟକ୍ତିଙ୍କୁ ଖୋଜିବେ ଆଶାକର୍ମୀ

କରୋନା ମହାମାରୀ ରୋକିବା ପାଇଁ ଟିକା କରଣ ଏକମାତ୍ର ଉପାୟ । ହେଲେ ଏବେ ବି ଗ୍ରାମାଞ୍ଚଳରେ ଅନେକ ଲୋକେ ବିଲକୁଲ ଟିକା ନେଇନଥିବାବେଳେ ଦ୍ୱିତୀୟ ଡୋଜ୍ ଟିକା ନେଇନଥିବା ଲୋକଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ଏହାକୁ...

ପୋଲିସ ବାରାକରୁ ମନ୍ତ୍ରୀଙ୍କ ସହ କଥା ହୋଇଥିଲା ଗୋବିନ୍ଦ !

ବିଜୟ ମହାପାତ୍ରଙ୍କ ସାଙ୍ଘାତିକ ଅଭିଯୋଗ । ମମିତା ମେହେର ହତ୍ୟାକାଣ୍ଡ ମାମଲାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସଂପୃକ୍ତି ନେଇ ଦେଲେ ସଙ୍ଗୀନ ତଥ୍ୟ । ରାୟପୁର କୁଲ୍ ହୋମରେ ଥରେ ନୁହେଁ, ତିନିଥର ହୋଇଥିଲା ମିଟିଂ । ଗୋବିନ୍ଦ ସାହୁ...

KOOL HOMEର ଗୁମର ଖୋଲିଲେ ସାଲୁଜା

ରାୟପୁର ଗୁମର ଖୋଲିଲେ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା । ଗୋବିନ୍ଦ, ମମିତା, ମନ୍ତ୍ରୀ ଦିବ୍ୟଶଙ୍କରଙ୍କ କଲ ଡିଟେଲ ଯାଞ୍ଚ ଦାବି କରିଛନ୍ତି ସାଲୁଜା । ୨୦ ସେପ୍ଟେମ୍ବରରେ ଗୋବିନ୍ଦ ମମିତାଙ୍କୁ ରାୟପୁର ନେଇଥିଲେ । ଆଉ ସେଠାରେ...

ବହିଷ୍କୃତ କନେଷ୍ଟବଳଙ୍କର ରହିଛି ୭ କୋଟିର ସମ୍ପତ୍ତି

ବହିଷ୍କୃତ କନେଷ୍ଟବଳ ପ୍ରସନ୍ନ କୁମାର ବେହେରାଙ୍କ ଅମାପ ସମ୍ପତ୍ତିର ଖୋଲୁଛି ପେଡି । ଯେତେ ଖୋଳତାଡ ହେଉଛି ସମ୍ପତ୍ତି ବାହାରିବାରେ ଲାଗିଛି । ଏବେସୁଦ୍ଧା ତାଙ୍କ ଠାରୁ ପ୍ରାୟ ୭ କୋଟିର ଆୟବର୍ହିଭୂତ ସମ୍ପତ୍ତି ଠାବ କରାଯାଇଛି । ଭିଜିଲାନ୍ସ...

ଦୀପାବଳି ପରେ ଖୋଲିବ ପ୍ରଥମରୁ ସପ୍ତମ କ୍ଲାସ!

କରୋନାର ତୃତୀୟ ଲହର ସମ୍ଭାବନା କମି କମି ଆସିଲାଣି । ଏହାକୁ ଦୃଷ୍ଟିରେ ରଖି ପ୍ରଥମରୁ ସପ୍ତମ ଯାଏଁ ସ୍କୁଲ ଖୋଲିବା ନେଇ ବିଚାର ବିମର୍ଶ ଚାଲିଛି । ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ ନେଇ ପର୍ଯ୍ୟାୟକ୍ରମେ ସ୍କୁଲ ଖୋଲିବ ବୋଲି...

ଚୂଲି ଜାଳି ମହିଳାଙ୍କ ପ୍ରତିବାଦ

ଅସହ୍ୟ ହେଲାଣି ମହଙ୍ଗା ମାଡ । କେନ୍ଦ୍ର ସରକାରଙ୍କ ଭୁଲ ଅର୍ଥନୈତିକ ପରିଚାଳଣା ଯୋଗୁ ପେଟ୍ରୋଲ , ଡିଜେଲ , ଖାଇବା ତେଲ ସହ ପନିପରିବା ଦରରେ ଅହେତୁକ ବୃଦ୍ଧି ପାଇଛି । ଯାହାର ପ୍ରତିବାଦରେ ଆଜିଠୁ ରାଜ ରାସ୍ତାକୁ...

ବିବାହରେ ୨୫୦ ଲୋକଙ୍କୁ ଅନୁମତି

ନୂଆ ମାର୍ଗଦର୍ଶିକା ଜାରି କରିଛି ବିଏମସି । ଏଣିକି ବାହାଘର , ବ୍ରତଘର, ଶୁଦ୍ଧିକ୍ରୀୟା ପାଇଁ ୨୫୦ ଲୋକଙ୍କୁ ଅନୁମତି ମିଳିବ । ନଭେମ୍ବର ୧ ତାରିଖରୁ ଲାଗୁ ହେବ ଏହି ନୂଆ ମାର୍ଗଦର୍ଶିକା । ପୂର୍ବରୁ ବିବାହରେ...

ଭୋଟ ପରିଚୟ ପତ୍ରରେ ତ୍ରୁଟି ଥିଲେ

ନଭେମ୍ବର ୧ରୁ ଆରମ୍ଭ ହେବ ଭୋଟର ତାଲିକା ସଂଶୋଧନ ପକ୍ରୀୟା । ଜାନୁଆରୀ ୬ରେ ପ୍ରକାଶ ପାଇବ ଚୂଡାନ୍ତ ଭୋଟର ତାଲିକା । ଏହି ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ । ୨୦୨୨ ଜାନୁଆରୀ ସୁଦ୍ଧା ୧୮...

ରାଜଭବନ ଆଗରେ ବିଜେଡି ଦେବ ଧାରଣା

ଦରବୃଦ୍ଧିକୁ ନେଇ ରାସ୍ତାକୁ ଓହ୍ଲାଇବ ବିଜେଡି । କରୋନା କମୁଥିବାବେଳେ ଦରଦାମ ବଢିବାରେ ଲାଗିଛି । ଆଜି ସାମ୍ବାଦିକ ସମ୍ମିଳନୀ କରି ଦର ଦାମ ବୃଦ୍ଧି ପ୍ରସଙ୍ଗରେ ଦଳ ଆନ୍ଦୋଳନକୁ ଓହ୍ଲାଇବ ବୋଲି କହିଛି । ପ୍ରମିଳା ମଲ୍ଲିକ, ଅତନୁ...
- Advertisement -

Latest article

Zasady gry w Pai Gow Poker w Casoola

Spis treściPodstawowe Zasady Pai Gow PokerJak Poprawnie Podzielić Swoje KartyWarianty Głoskowania i Limit CzasuTabela Rang Układów PokerowychJak Wykorzystać Bonusy od KasynaCzęste Problemy i Jak...

Kokobet för arkiv: Varför och hur

InnehållVarför är det viktigt att föra spelregister?Vilken information ska du dokumentera?Steg-för-steg-guide: Så skapar du ditt registerAtt förstå din spelhistorik och transaktionerBonusar och kampanjer: Spela...

Slotlion Craps Grunder för Nybörjare

InnehållVad är Craps? En ÖversiktDe Viktigaste Satsningarna för NybörjareSteg-för-Steg Guide till Ditt Första SpelVanliga Bonusar och RTP på SlotlionVanliga Misstag att Undvika Slotlion Craps Basics...