ଟାର୍ଗେଟରେ ନବୀନ : ସରକାରରେ ସ୍ବଚ୍ଛତା କମିଛି, ଦୁର୍ନୀତି ବଢିଛି
ଦଳର ଗୁମର ଖୋଲିବାରେ ଲାଗିଛନ୍ତି ବିଜେଡି ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ । ଆମ ଘର ହାଲଚାଲରେ ଖୋଲୁଛି ବିଜେଡି ପରିବାରର ଗୁମର । ଥରକୁ ଥର ମଉକା ଦେଖି ନବୀନଙ୍କୁ ମୁଖା ଖୋଲୁଛନ୍ତି ସୌମ୍ୟ ରଞ୍ଜନ ପଟ୍ଟନାୟକ ।...
ଏତଲା ଲେଖାଇଥିଲା ଗୋବିନ୍ଦ
ମମିତା ହତ୍ୟା ମାମଲାରେ ସାଂଘାତିକ ତଥ୍ୟ ଦେଇଛନ୍ତି ମମିତାଙ୍କ ବାପା । ମମିତା ନିଖୋଜ ନେଇ ଗୋବିନ୍ଦ ଲେଖାଇଥିଲା ଏତଲା । ମମିତାଙ୍କ ବାପା କହିଛନ୍ତି ଯେ, ଝିଅ ନିଖୋଜ ପରେ ଆମେ ମହାଲିଙ୍ଗ କଲେଜ ଯାଇଥିଲୁ । ସେଠାରେ...
ଦ୍ୱନ୍ଦରେ ଅଭିଭାବକ
ଗୋଟିଏ ପଟେ ବଦନାମ ସ୍କୁଲରୁ ଟିସି ନେବା ପାଇଁ ଅଭିଭାବକଙ୍କ ଭିଡ । ଆଉ ଅନ୍ୟପଟେ ସ୍କୁଲକୁ ବଦନାମ କରାନଯିବାକୁ ଅପିଲ କରିଛନ୍ତି ଛାତ୍ର । ଯିଏ ଦୋଷ କଲା, ସିଏ ଦଣ୍ଡ ପାଉ । କିନ୍ତୁ ସ୍କୁଲକୁ ବଦନାମ...
ଗଣମାଧ୍ୟମକୁ ଲୁଚାଇ ଜେଲ ପଠାଇଲା ପୋଲିସ
ଜେଲ ଗଲା ଜଲ୍ଲାଦ ଗୋବିନ୍ଦ ସାହୁ । ମହାଲିଙ୍ଗ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁକୁ ଜେଲ ପଠାଯାଇଛି । ୫ଦିନିଆ ପୋଲିସ ରିମାଣ୍ଡ ଅବଧି ସରିବା ପରେ ଆଜି ତାକୁ ବଲାଙ୍ଗୀର...
NEET-ପିଜି କାଉନସେଲିଂ ସ୍ଥଗିତ ରଖିବାକୁ ନିର୍ଦ୍ଦେଶ
ନିଟ୍-ପିଜି କାଉନସେଲିଂକୁ ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ଓବିସି ଏବଂ ଇଡବ୍ଲ୍ୟୁଏସ ପାଇଁ ସଂରକ୍ଷଣ ବୈଧତାକୁ ନେଇ ପ୍ରଶ୍ନ ବି କରିଛନ୍ତି । ସର୍ବଭାରତୀୟ କୋଟାରେ ସଂରକ୍ଷଣ ନେଇ ସରକାର...
ପରିବାରକୁ ମିଳିଲା ଝିଅର ଅସ୍ଥି
ପରିବାରକୁ ଦିଆଗଲା ମମିତା ମେହେରଙ୍କ ଅସ୍ଥି । ମହାଲିଙ୍ଗ ସନସାଇନ୍ ସ୍କୁଲର ଅଧକ୍ଷ୍ୟା ମମିତା ମେହେରକୁ ଖଣ୍ଡ ଖଣ୍ଡ କରି ହତ୍ୟା କରିବା ପରେ ପୋଡିବା ପରେ ପୋତି ଦେଇଥିଲା ଗୋବିନ୍ଦ ସାହୁ । ଷ୍ଟାଡିୟମ ପରିସର ଗାତ ଭିତରୁ...
ଆଜି ଭାରତ-ପାକିସ୍ତାନ ବିଶ୍ୱକପ ଟକ୍କର
ଭାରତ-ପାକିସ୍ତାନ ମ୍ୟାଚକୁ ନେଇ ଫ୍ୟାନ୍ସଙ୍କ ଭିତରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି । ଆଜି ଟି-୨୦ ବିଶ୍ୱକପରେ ମୁହାଁମୁହିଁ ହେବାକୁ ଯାଉଛନ୍ତି ଭାରତ-ପାକିସ୍ତାନ । ଦୁବାଇରେ ହେବାକୁ ଯାଉଛି ଏହି ହାଇଭୋଲ୍ଟେଜ୍ ମ୍ୟାଚ୍ । ବିଶ୍ୱକପରେ ୫୦ ଓଭର ମ୍ୟାଚ୍ରେ...
ଗିରଫ ହେଲେ ସାଉଥ ସିଟି ମାଲିକ
ମନୀଷ ଅନୁରାଗ ହତ୍ୟାକାଣ୍ଡର ତଦନ୍ତ କରୁ କରୁ ପଦାକୁ ଆସିଲା ହୋଟେଲ ସାଉଥସିଟିର କାରନାମା । ଆଉ ଶେଷରେ ଗିରଫ ହୋଇଛନ୍ତି ହୋଟେଲ ସାଉଥସିଟି ମାଲିକ ପ୍ରଦ୍ୟୁମ୍ନ ଜେନା, ମ୍ୟାନେଜର ସୌଭିକ ଜେନା । ନିଜ ଭାଇ ନାଁରେ ହୋଟେଲ...
ବିଜେପି ମହିଳା ମୋର୍ଚ୍ଚାର କୋକେଇ ଶୋଭାଯାତ୍ରା
ମହାଲିଙ୍ଗ ସନସାଇନ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟାକାଣ୍ଡ ମାମଲାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବି କରି ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ରାଜଧାନୀରେ କୋକେଇ ଶୋଭାଯାତ୍ରା ବାହାର କରାଯାଇଛି । ରାଜ୍ୟରେ ଆଇନ ବ୍ୟବସ୍ଥା ମରି ଯାଇଛି...
ବାର୍ ଗାର୍ଲଙ୍କ ଉପରେ ଉଡୁଥିଲା ଗଦା ଗଦା ଟଙ୍କା
ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ଅନୁରାଗ ହତ୍ୟା ମାମଲାର ତଦନ୍ତ କରୁ କରୁ ପୋଲିସକୁ ନୂଆ ତଥ୍ୟ ମିଳିଛି । ପାତ୍ରପଡା ସ୍ଥିତ ହୋଟେଲ ସାଉଥ ସିଟିର ବାର ଲାଇସେନ୍ସ ଅବଧି ଶେଷ ହୋଇଯାଇଥିଲେ ମଧ୍ୟ ବେଧଡକ...
















