‘ପୁରା ଜଳିଗଲା ପରେ ଆପଣ ଏଠୁ ଗଲେ ?’ କେତେ ଭଦ୍ର ଆମ ପୋଲିସ !
‘ପୁରା ଜଳିଗଲା ପରେ ଆପଣ ଏଠୁ ଗଲେ ?’ କେତେ ଭଦ୍ର ଆମ ପୋଲିସ
ଭବାନୀପାଟଣା ମମିତା ମେହେର ହତ୍ୟାକାଣ୍ଡରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁକୁ ଧରି ଆଜି ସିନ୍ ରିକ୍ରିଏଟ୍ କରିଛି ବଲାଙ୍ଗୀର ପୋଲିସ । ଗୋବିନ୍ଦ କେମିତି ଗାଡିରେ...
ଭୁଶୁଡୁଛି କଂଗ୍ରେସ ଦୁର୍ଗ
କଂଗ୍ରେସରୁ ଇସ୍ତଫା ଦେଇଛନ୍ତି ପ୍ରଦୀପ ମାଝୀ । ସୋନିଆ ଗାନ୍ଧିଙ୍କ ନିକଟକୁ ପଠାଇଲେ ଇସ୍ତଫା ପତ୍ର । କଂଗ୍ରେସ କଂଗ୍ରେସର ଜନସେବାର ସୁଯୋଗ ନଥିବା ଯୋଗୁଁ ସେ ଇସ୍ତଫା ପତ୍ର ଦେଇଛନ୍ତି । କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ ନବରଙ୍ଗପୁରର...
ମମିତାଙ୍କ ହତ୍ୟା ମାମଲାରେ ବଡ କାର୍ଯ୍ୟାନୁଷ୍ଠାନ
ମମିତା ମେହେର ହତ୍ୟା ମାମଲାରେ ବଡ କାର୍ଯ୍ୟାନୁଷ୍ଠାନ । କେ. ଗାଁ ଥାନା ଅଧିକାରୀ ଡମୁ ପରଜା ସସପେଣ୍ଡ । ଦାୟିତ୍ୱରେ ଅବହେଳା ପାଇଁ ଥାନା ଅଧିକାରୀଙ୍କୁୁ ସସପେଣ୍ଡ କରାଯାଇଛି । ସସପେଣ୍ଡ ନେଇ କଳାହାଣ୍ଡି ଏସପି ଶ୍ରବଣ ବିବେକ...
ସହଯୋଗୀ ରାଧେ ଗିରଫ, ଡ୍ରାଇଭର ଓ ମୁନସିଙ୍କୁ ରାଜସାକ୍ଷୀ କଲା ପୋଲିସ
ଗୋବିନ୍ଦ ସାହୁର ସହଯୋଗୀ ରାଧେକୁ ଗିରଫ କଲା ବଲାଙ୍ଗୀର ପୋଲିସ । ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ଗତକାଲି ଗୋବିନ୍ଦ ସାହୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ତାର ତିନିଜଣ ସହଯୋଗୀଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରୁଥିଲା ।...
ମାଟି ତଳୁ ମୋବାଇଲ ଖୋଜୁଛି ପୋଲିସ
କୁଆଡେ ଗଲା ମମିତା ମେହେରଙ୍କ ମୋବାଇଲ? ମୃତ୍ୟୁ ପରେ ମୋବାଇଲ ସମ୍ପର୍କରେ କୌଣସି ସୂଚନା ମିଳିପାରିନାହିଁ । ପୋଲିସ ଓ ଘର ଲୋକେ ମୋବାଇଲକୁ ଖୋଜିଛନ୍ତି ହେଲେ ଏବେ ସୁଦ୍ଧା ଏ ସମ୍ପର୍କରେ କୌଣସି ପତ୍ତା ଲାଗି ପାରିନି ।...
ଭାରତୀୟ ବିକାଶ ପରିଷଦ ପକ୍ଷରୁ ଦାୟର ହେଲା ମାମଲା
ହାଇକୋର୍ଟ ଗଲା ଶିକ୍ଷୟିତ୍ରୀ ମମିତା ମେହେର ମୃତ୍ୟୁ ମାମଲା । ମାମଲାର ସିବିଆଇ ତଦନ୍ତ ଦାବିରେ ଜନସ୍ୱାର୍ଥ ମାମଲା ଦାଏର । ଭାରତୀୟ ବିକାଶ ପରିଷଦ ପକ୍ଷରୁ ଦାୟର ହେଲା ମାମଲା । ପୀଡିତାଙ୍କ ପରିବାରକୁ ୫୦ ଲକ୍ଷ କ୍ଷତିପୂରଣ...
ଘଟଣାରେ କିଏ କିଏ ସହଯୋଗ କରୁଥିଲେ?
କଳାହାଣ୍ଡି ମହାଲିଙ୍ଗ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାରେ ଅଭିଯୁକ୍ତ ଗୋବିନ୍ଦ ସାହୁକୁ ରାତି ତମାମ ପଚରାଉଚରା କରାଯାଇଥିଲା । ପଚରାଉଚରା ସମୟରେ ସାଘାଂତିକ ତଥ୍ୟ ସାମ୍ନାକୁ ଆସିଛି । ମମିତାଙ୍କୁ କିଭଳି ଭାବରେ ହତ୍ୟା କରାଯାଇଥିଲା?...
ଗୋବିନ୍ଦକୁ ‘ବିନ୍ଧାଣୀ’ କହୁଥିଲେ ମନ୍ତ୍ରୀ ପ୍ରତାପ ଜେନା
ଗୋବିନ୍ଦ ସାହୁ । କଳାହାଣ୍ଡି ମହାଲିଙ୍ଗ ସନସାଇନ ପବ୍ଲିକ ସ୍କୁଲର ପରିଚାଳନା କମିଟି ସଭାପତି ଗୋବିନ୍ଦ ସାହୁ । ଘରୋଇ ସ୍କୁଲ ପ୍ରତିଷ୍ଠା କରି ମହାଲିଙ୍ଗ ଅଞ୍ଚଳରେ ନିଜର ପତିଆରା ପ୍ରତିଷ୍ଠା କରିଥିଲେ ଗୋବିନ୍ଦ । ସ୍ଥାନୀୟ ବିଧାୟକ, ନେତା...
ଗୋବିନ୍ଦର ପରକୀୟା ପ୍ରୀତି ସଂପର୍କରେ ଜାଣିଥିଲେ ମମିତା
ମମିତା ମେହେରଙ୍କ ନିଖୋଜ ଓ ହତ୍ୟାକାଣ୍ଡ ଯୋଜନାବଦ୍ଧ ଥିଲା । ଏଥିପାଇଁ ମହାଲିଙ୍ଗ ସନସାଇନ ସ୍କୁଲ ପରିଚାଳନା କମିଟି ସଭାପତି ଗୋବିନ୍ଦ ସାହୁ ଗତ 6 ତାରିଖରେ ଷ୍ଟାଡିଅମ ପରିସରରେ ଜେସିବି ଲଗାଇ ଗାତ ଖୋଳାଇଥିଲା । 8 ତାରିଖରେ...
ଦିବ୍ୟଶଙ୍କରଙ୍କ ଇସ୍ତଫା ଦାବିରେ ବଲାଙ୍ଗୀରଠୁ ଭୁବନେଶ୍ବର ଜଳିଲା ନିଆଁ
ମମିତା ମେହେର ହତ୍ୟାକାଣ୍ଡ ଘଟଣାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ସହ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସଂପର୍କକୁ ନେଇ ରାଜନୀତି ଜୋର୍ ଧରିଛି । ଭୁବନେଶ୍ବରରୁ ବଙ୍ଗୋମୁଣ୍ଡା ଯାଏଁ ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ଇସ୍ତଫା ଦାବି କରି ବିଜେପି, କଂଗ୍ରେସ...















