୭ ଜିଲ୍ଲାରେ ପ୍ରବଳ ବର୍ଷିବ
ଲଘୁଚାପ ପ୍ରଭାବରେ ରାଜ୍ୟରେ ଜାରି ରହିଛି ବର୍ଷା । ଆଜି ଓ ଆସନ୍ତାକାଲି ୭ ଜିଲ୍ଲାରେ ପ୍ରବଳ ବର୍ଷିବ । ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ, ଗଜପତି, ସୁନ୍ଦରଗଡ , ଦେବଗଡ , କେନ୍ଦୁଝର, ବାଲେଶ୍ୱର, କେନ୍ଦ୍ରାପଡା, ଜଗତସିଂହପୁର,ଜିଲ୍ଲାରେ ପ୍ରବଳ...
ମୋଦୀଙ୍କ ସ୍ବପ୍ନର ଅଚ୍ଛେଦିନ୍.. 106 ଟଙ୍କାରେ ପହଞ୍ଚିଲା ପେଟ୍ରୋଲ
ମୋଦୀଙ୍କ ସ୍ବପ୍ନର ଅଚ୍ଛେଦିନ୍ ।
106 ଟଙ୍କାରେ ପହଞ୍ଚିଲା ପେଟ୍ରୋଲ ଲିଟର । ଗତ ଦଶଦିନ ଭିତରେ ଭୁବନେଶ୍ବରରେ ପେଟ୍ରୋଲ ଦର ଲିଟର ପିଚ୍ଛା 104 ଟଙ୍କା 57 ପଇସାରୁ ବଢି ବଢି 106 ଟଙ୍କା 42 ପଇସାରେ ପହଞ୍ଚିଛି ।...
ମନ୍ତ୍ରୀଙ୍କ ପାଇଲଟିଂ ଗାଡି ଦୁର୍ଘଟଣାଗ୍ରସ୍ତ
ଭାରସାମ୍ୟ ହରାଇ ଓଲଟିଲା ମନ୍ତ୍ରୀଙ୍କ ପାଇଲଟିଂ ଗାଡି । ଏଥିରେ ଡ୍ରାଇଭର ସମେତ ୫ ଜଣ ଆହତ ହୋଇଛନ୍ତି । ଗଜପତି ଜିଲ୍ଲା ଅଡବା ଥାନା ବିରିକୋଟ ନିକଟରେ ଘଟିଛି ଏହି ଦୁର୍ଘଟଣା । ଭୁବନେଶ୍ୱରରୁ ରାୟଗଡା ଫେରୁଥିବା...
ଚାରିଦିନ ରିମାଣ୍ଡରେ ନେବ ପୋଲିସ
ମନୀଷ ଅନୁରାଗଙ୍କୁ ହତ୍ୟା କରିଥିବା ଅଭିଯୋଗରେ ଗିରଫ ତିନି ଅଭିଯୁକ୍ତଙ୍କୁ ଚାରିଦିନ ପାଇଁ ରିମାଣ୍ଡରେ ନେବ ପୋଲିସ । ଇନଫୋସିଟୀ ଥାନା ପୋଲିସ ଅଧିକ ତଦନ୍ତ ପାଇଁ ପାଞ୍ଚଦିନ ରିମାଣ୍ଡରେ ନେବାକୁ ଆବେଦନ କରିଥିବା ବେଳେ ଭୁବନେଶ୍ବର ଜେଏମଏଫସି ଚାରିଦିନ...
ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସ ରେଡ୍
ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସ ରେଡ୍ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ରେଡ୍ କରିଛି । ପ୍ରଦୀପ ପାଣିଗ୍ରାହୀଙ୍କ ସମ୍ପର୍କୀୟ ଓ ସହଯୋଗୀଙ୍କ ଘରେ ମଧ୍ୟ ରେଡ୍ କରିଛି ଭିଜିଲାନ୍ସ । ଏକକାଳୀନ...
ରାଜ୍ୟରେ ୪୪୩ ପଜିଟିଭ୍ ଚିହ୍ନଟ, ୩ ମୃତ
କଡ ଲେଉଟାଇଲାଣି କି କରୋନା । କାଲିଠାରୁ ଆଜି ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଣ୍ଟାରେ ୪୪୩ ସଙ୍କ୍ରମିତ ଚିହ୍ନଟ ହୋଇଛନ୍ତି । ଏଥିରେ ୧୮ ବର୍ଷରୁ କମ ବର୍ଗର ୭୫ ଆକ୍ରାନ୍ତ ଚିହ୍ନଟ...
ପଛୁଆବର୍ଗଙ୍କୁ ୪ ଜିଲ୍ଲା
୩୦ ଜିଲ୍ଲାର ଜିଲ୍ଲା ପରିଷଦ ସଭାପତି ପଦବୀ ପାଇଁ ସଂରକ୍ଷଣ ତାଲିକା ପଞ୍ଚାୟତିରାଜ ବିଭାଗ ପକ୍ଷରୁ ପ୍ରକାଶ ପାଇଛି । ଚିଠା ବିଜ୍ଞପ୍ତିିରେ ପଛୁଆ ବର୍ଗଙ୍କ ପାଇଁ ରହିଛି ୪ ଜିଲ୍ଲା । ଅନୁଗୁଳ, କେନ୍ଦୁଝର , ଖୋର୍ଦ୍ଧା...
ପୁଣି ବଢିଲା ବସ୍ ଭଡା
ପୁଣି ବଢିଲା ବସ୍ ଭଡା । ସାଧାରଣ ଓ ଏକ୍ସପ୍ରେସ ବସ୍ ଭଡା ୩ ପଇସା ବୃଦ୍ଧି ପାଇଥିବାବେଳେ ଡିଲକ୍ସ ଏବଂ ଏସି ଡିଲକ୍ସ ବସ ଭଡା ୬ ପଇସା ଲେଖାଏଁ ବଢିଛି । ସାଧାରଣ ବସ ଭଡା କିଲୋମିଟର...
୩ ଜଣଙ୍କୁ ଗିରଫ କଲା କମିଶନରେଟ ପୋଲିସ
ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ମୃତ୍ୟୁ ମାମଲାରେ ତିନି ଜଣଙ୍କୁ ଗିରଫ କରିଛି କମିଶନରେଟ ପୋଲିସ । ଗିରଫ ଅଭିଯୁକ୍ତମାନେ ହେଉଛନ୍ତି ଅମ୍ରିତ ବିଶ୍ୱାଳ, ଦିନେଶ ଏବଂ ମୃତ୍ୟୁଞ୍ଜୟ ।
ଭୁବନେଶ୍ବର ଡିସିପି ଉମାଶଙ୍କର ଦାସ ଆଜି...
ଖୋଲିବ ଏକାଦଶ, ଅଷ୍ଟମ କ୍ଲାସ
ଏକାଦଶ ଓ ଅଷ୍ଟମ ଶ୍ରେଣୀ ଖୋଲିବା ନେଇ ଜାରି ହେଲା ଏସଓପି । ରାଜ୍ୟ ଗଣଶିକ୍ଷା ବିଭାଗ ପକ୍ଷରୁ ଜାରି ହେଲା ଏସଓପି । ଦିନ ୧୦ଟାରୁ ସାଢେ ଗୋଟାଏ ଯାଏଁ ଚାଲିବ ଏକାଦଶ କ୍ଲାସ । ସକାଳ ୯ଟାରୁ...















