26.1 C
Bhubaneswar
Friday, August 21, 2026
-Advertisement-

ଗିରଫ ହେଲେ ଆଉ ଜଣେ ଅଭିଯୁକ୍ତ

ଚାନ୍ଦୀପୁର କ୍ଷେପଣାସ୍ତ୍ର ଘାଟିର ଗୋପନ ତଥ୍ୟ ଲିକ୍ କରିଥିବା ଅଭିଯୋଗରେ ବାଲେଶ୍ୱର ପୋଲିସ ଆଜି ଆଉ ଜଣେ ଅଭିଯୁକ୍ତକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଲେ ସଚିନ ଓରଫ ଛେତା । ସେ ଡିଆରଡିଓରେ ଡ୍ରାଇଭର ଭାବରେ କାମ...

ସ୍ବାମୀ କଣ କରୁଥିଲେ. କିଛି ଜାଣିନି

ସ୍ବାମୀ କଣ କରୁଥିଲେ, ମୁଁ କିଛି ଜାଣିନି । ମୁମ୍ବାଇ ପୋଲିସକୁ ଏମିତି କହିଛନ୍ତି ବଲିଉଡ୍ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ । ଅଶ୍ଳୀଳ ଓ ନଗ୍ନ ଚଳଚ୍ଚିତ୍ର ନିର୍ମାଣ କରି ମୋବାଇଲ ଆପରେ ଛାଡୁଥିବା ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ବ୍ୟବସାୟୀ...

ଫେରି ଆସିଲା ଧନ

ଅପହରଣର ନାଟକ ରଚନା କରି ପ୍ରେମିକା ସହ ଫେରାର ହୋଇଯାଇଥିବା ଡେଲିଭରୀ ବୟ ଚିକୁନକୁ ଜେରା କରୁଛି ଧଉଳି ଥାନା ପୋଲିସ । ମଧ୍ୟପ୍ରଦେଶ କଟନୀ ଷ୍ଟେସନରୁ ପ୍ରେମିକା ସହ ଧରା ପଡିବା ପରେ ଧଉଳି ଥାନାର ଏକ ଟିମ୍...

18 ରୁ ପୁଣି ବର୍ଷିବ

ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାକୁ ଯାଉଛି । ଯାହାର ପ୍ରଭାବରେ ଆସନ୍ତା 18 ତାରିଖରୁ ଉତ୍ତର ଓଡିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଆଇଏମଡି ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଘୂର୍ଣ୍ଣିବଳୟ ଲଘୁଚାପ...

୨୭ରେ ଭାରତ ବନ୍ଦ. ସମର୍ଥନ କରିବ କଂଗ୍ରେସ

ଆସନ୍ତା ୨୭ ତାରିଖରେ ଭାରତ ବନ୍ଦ ଆନ୍ଦୋଳନକୁ ପୁରା ସମର୍ଥନ କରିବ ରାଜ୍ୟ କଂଗ୍ରେସ । ଭାରତ ବନ୍ଦକୁ ନେଇ ଆଜି ରାଜ୍ୟ କଂଗ୍ରେସ ଭବନରେ ବସିଥିବା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ବୈଠକ ପରେ ପିସିିସି ସଭାପତି...

ହନିଟ୍ରାପରେ କ୍ଷେପଣାସ୍ତ୍ର ଘାଟିର ଚାରି ଅସ୍ଥାୟୀ କର୍ମଚାରୀ, ଗିରଫ ପରେ କୋର୍ଟ ଚାଲାଣ

ପାକିସ୍ତାନରୁ ନିୟମିତ ଆସୁଥିଲା କଲ୍ । ଆଉ ଏମିତି କଲ୍ ହିଁ ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟୀର ଚାରିଜଣ ଅସ୍ଥାୟୀ କର୍ମଚାରୀଙ୍କୁ ସନ୍ଦେହ ଘେରକୁ ନେଇ ଆସିଥିଲା । ଦେଶର ପ୍ରତିରକ୍ଷା ବିଭାଗର ଗୁପ୍ତତଥ୍ୟ ବିଦେଶୀ ଗୁପ୍ତଚରଙ୍କୁ ଦେଉଥିବା ଅଭିଯୋଗରେ ଗିରଫ...

ଚଳିତବର୍ଷ ବି ଦୀପାବଳିରେ ଫୁଟିବନି ବାଣ

ଚଳିତବର୍ଷ ରାଜଧାନୀରେ ଦୀପାବଳିରେ ଫୁଟିବନି ବାଣ । ଏନେଇ ଘୋଷଣା କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । କେଜ୍ରିୱାଲ ଟୁଇଟ୍ କରି ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି , ଯେ ଗତବର୍ଷ ବ୍ୟବସାୟୀଙ୍କ ଦ୍ୱାରା ବାଣ...

ଉପର ମୁଣ୍ଡରେ ବର୍ଷା, ହୀରାକୁଦର 18 ଗେଟ୍ ଖୋଲା

ମହାନଦୀ ଉପରମୁଣ୍ଡରେ ପ୍ରବଳ ବର୍ଷା ହେଉଥିବାରୁ ଆଜି ଆଉ 6ଟି ଗେଟ ଖୋଲିଛନ୍ତି ହୀରାକୁଦ ଜଳଭଣ୍ଡାର କର୍ତ୍ତୃପକ୍ଷ । ପୂର୍ବରୁ 12ଟି ଗେଟ ଖୋଲାଥିବା ବେଳେ ଆଜି ଆଉ 6ଟି ଗେଟ ଖୋଲାଯାଇଛି । ଗତ ଦୁଇଦିନର ଲଗାଣବର୍ଷା ଯୋଗୁ...

ଅଙ୍ଗନବାଡି ଦିଦିଙ୍କ ସମ୍ପତ୍ତି ଦେଖି ତାଜୁବ ଭିଜିଲାନ୍ସ

ଅଙ୍ଗନବାଡି ଦିଦିଙ୍କ ସମ୍ପତ୍ତି ୪ କୋଟି । କୁବେର ଦିଦି କବିତା ମାଥାନ ଏବେ ଅଟକ । ଭୁବନେଶ୍ୱର କୋରଡ କଣ୍ଟାର ଅଙ୍ଗନବାଡି ଦିଦି କବିତା ମାଥାନଙ୍କ ସମ୍ପତ୍ତି ଦେଖି ତାଜୁବ ହୋଇଛି ଭିଜିଲାନ୍ସ । ଭୁବନେଶ୍ୱରରେ ଦିଦିଙ୍କର...

ଓଡିଶା ପୋଲିସ ହାତରେ ହାର୍ଡକୋର ମାଓବାଦୀ

ଓଡିଶା ପୋଲିସ ହାତରେ ହାର୍ଡକୋର ମାଓବାଦୀ । ପୋଲିସ ଡିଜି ଅଭୟ ପ୍ରେସମିଟ୍ କରି ମାଓନେତା ଶଙ୍କରର ଗିରଫ ବାବଦରେ ସୂଚନା ଦେଇଛନ୍ତି । ଗିରଫ ମାଓନେତା ଜଣେ ହାର୍ଡକୋର ମାଓବାଦୀ । ଓଡିଶା ପୋଲିସ ହାତରେ ପ୍ରଥମ ଥର...
- Advertisement -

Latest article

Hogyan Kövesd Nyomon az NV Casino Üdvözlő Bónusz Felhasználási Folyamatát

TartalomMi az a Fogadási Követelmény (Wagering) és Miért Fontos?Hol Találod meg a Progressz Mérőt az NV Casino FelületénManuális Számítás Lépésről LépésreGyakori Bónusztípusok és KülönlegességeikProblémamegoldás...

Zasady gry w Pai Gow Poker w Casoola

Spis treściPodstawowe Zasady Pai Gow PokerJak Poprawnie Podzielić Swoje KartyWarianty Głoskowania i Limit CzasuTabela Rang Układów PokerowychJak Wykorzystać Bonusy od KasynaCzęste Problemy i Jak...

Kokobet för arkiv: Varför och hur

InnehållVarför är det viktigt att föra spelregister?Vilken information ska du dokumentera?Steg-för-steg-guide: Så skapar du ditt registerAtt förstå din spelhistorik och transaktionerBonusar och kampanjer: Spela...