29.1 C
Bhubaneswar
Friday, August 21, 2026
-Advertisement-

ବୌଦ୍ଧରେ ସର୍ବାଧିକ ବର୍ଷା ରେକର୍ଡ

ଚାରିଦିନ ତଳେ ବର୍ଷା ପାଇଁ ଚାଷୀ ତ୍ରାହି ତ୍ରାହି ଡାକୁଥିଲା । ଅଧାରୁ ଅଧିକ ଜିଲ୍ଲାରେ ମରୁଡି ପରିସ୍ଥିତି ସୃଷ୍ଟି ହୋଇଥିଲା । ପାଣି ଅଭାବରୁ ଚାଷଜମି ଫାଟି ଆଁ କରିଥିଲା । ଲୋକେ ମରୁଡି ସହାୟତା ଦାବି କରୁଥିଲେ...

ଚୀନକୁ ଫେରିଲା କରୋନା

କରୋନା ଜନ୍ମ ନେଇଥିବା ଚୀନରେ ପୁଣି ଫେରିଛି ଲକଡାଉନ୍ । ଚୀନର ଫୁଜିଆନ ପ୍ରଦେଶରେ ପୁଣି କରୋନା ସଂକ୍ରମଣ ବୃଦ୍ଧି ପାଇବା ଆରମ୍ଭ କରିଛି । ଇଲେକ୍ଟ୍ରୋନିକ୍ସ ଦ୍ରବ୍ୟ ଉତ୍ପାଦନ କରୁଥିବା ଜିଆମେନ୍ ସହରରେ କରୋନା ଭାଇରସ୍ ଚିହ୍ନଟ ହେବା...

ମିଳିଲା ଡେଲିଭରି ବୟର ପତ୍ତା

ତିନିଦିନ ତଳେ ଧଉଳି ନିକଟରୁ ଜଣେ ସ୍ୱିଗୀ ବୟକୁ ଅପହରଣ ହୋଇଥିବା ଅଭିଯୋଗ ହୋଇଥିଲା । ନିଜେ ସ୍ୱିଗୀ ବୟ ଏକ ଭଏସ ମେସେଜ୍ ନିଜ ସ୍ତ୍ରୀ ପାଖକୁ ଏକ ଅଡିଓ ପଠାଇଥିଲେ । ଏବଂ ତାଙ୍କୁ ଅପହରଣ କରାଯାଉଛି...

ଭୁସୁଡିଗଲା ୩ ମହଲା କୋଠା

ଦିଲ୍ଲୀ ପରିବାମଣ୍ଡି ଅଞ୍ଚଳରେ ଅଭାବନୀୟ ଘଟଣା । ଭୁଶୁଡିପଡିଲା ୩ ମହାଲା କୋଠା । ଘଟଣାସ୍ଥଳରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଦୁଇ ଶିଶୁଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ଆଜି ଦିନ...

୧୭ରେ ଆଉ ଏକ ଘୂର୍ଣ୍ଣିବଳୟ

୧୭ରେ ଆଉ ଏକ ଘୂର୍ଣ୍ଣିବଳୟ । ଲଗାଣ ବର୍ଷା ନେଇ ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ଏନେଇ ସୂଚନା ଦେଇଛନ୍ତି । ଆଜି ଆଭ୍ୟନ୍ତରୀଣ ଓଡିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । କାଲିଠୁ ବର୍ଷାର ପରିମାଣ କମିବ ।...

୧୨ ଜିଲ୍ଲାରେ ଦୁଇ ଦିନ ପାଇଁ ସ୍କୁଲ ଛୁଟି

ଲଗାଣ ବର୍ଷା ପାଇଁ ୧୨ ଜିଲ୍ଲାରେ ଦୁଇ ଦିନ ପାଇଁ ସ୍କୁଲ ଛୁଟି ଘୋଷଣା କରାଯାଇଛି । ରେଡ ୱାର୍ଣ୍ଣିଂ ଜାରି ହୋଇଥିବା ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ । ସୋମବାର ଏବଂ...

ଗତ ୫ ବର୍ଷ ମଧ୍ୟରେ ଏଭଳି ବର୍ଷା ହୋଇନି

ଗତକାଲିଠୁ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଲାଗି ରହିଛି । ବିଗତ ୫ ବର୍ଷରେ ଗୋଟିଏ ଦିନରେ ବି ଏତେ ବର୍ଷା ରେକର୍ଡ ହୋଇନି । ବର୍ଷା ବିତ୍ପାତ ନେଇ ପାଣିପାଗ ବିଗ୍ୟାନୀ ଉମାଶଙ୍କର ଦାସଙ୍କ ସୂଚନା ।...

ଭୂପେନ୍ଦ୍ର ପଟେଲ ନେତା ନିର୍ବାଚିତ

ଗୁଜରାଟର ନୂଆ ମୁଖ୍ୟମନ୍ତ୍ରୀ ହେବେ ଭୂପେନ୍ଦ୍ର ପଟେଲ । ବିଧାୟକ ଦଳ ବୈଠକରେ ଭୂପେନ୍ଦ୍ରଙ୍କୁ ନେତା ଭାବେ ନିର୍ବାଚିତ କରାଯାଇଛି । ଗତକାଲି ବିଜୟ ରୂପାଣୀ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ଆସନ୍ତାବର୍ଷ ଗୁଜରାଟରେ ବିଧାନସଭା ନିର୍ବାଚନ ହେବାକୁ...

୭ ଜିଲ୍ଲାକୁ ରେଡ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ

ବଙ୍ଗୋପସାଗରରେ ସୃଷ୍ଟ ୱେଲ ମାର୍କ ଲୋ ପ୍ରେସର ପ୍ରଭାବରେ ରାଜ୍ୟର ଏକାଧିକ ସ୍ଥାନରେ ବର୍ଷା ଲାଗି ରହିଛି । ବିଷେଶଭାବରେ ଉପୂକୁଳ ଏବଂ ଦକ୍ଷିଣ ଓଡିଶାରେ ବର୍ଷା ହେଉଛି । ରାଜଧାନୀ ଭୁବନେଶ୍ୱର, କଟକ, ପୁରୀ, ବ୍ରହ୍ମପୁର, ଭଦ୍ରକ, ବାଲେଶ୍ୱରରେ...

କଟକ ମୂରବୀଙ୍କୁ ଅପମାନିତ କରାଯାଇଛି

ସରକାରଙ୍କ ପାର୍ବଣ ନୀତିକୁ ନେଇ ଅସନ୍ତୁଷ୍ଟ କଟକ ପୂଜା କମିଟି । ପ୍ରତିବାଦରେ ଆସନ୍ତାକାଲି କଟକ ନଗର ପୂଜା କମିଟି ପକ୍ଷରୁ ଛ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଥିବା ବେଳେ ନିଆଁରେ ଘିଅ ଢାଳିଦେଇଛି ବିଜେପି । ସରକାରଙ୍କ ପାର୍ବଣ...
- Advertisement -

Latest article

Hogyan Kövesd Nyomon az NV Casino Üdvözlő Bónusz Felhasználási Folyamatát

TartalomMi az a Fogadási Követelmény (Wagering) és Miért Fontos?Hol Találod meg a Progressz Mérőt az NV Casino FelületénManuális Számítás Lépésről LépésreGyakori Bónusztípusok és KülönlegességeikProblémamegoldás...

Zasady gry w Pai Gow Poker w Casoola

Spis treściPodstawowe Zasady Pai Gow PokerJak Poprawnie Podzielić Swoje KartyWarianty Głoskowania i Limit CzasuTabela Rang Układów PokerowychJak Wykorzystać Bonusy od KasynaCzęste Problemy i Jak...

Kokobet för arkiv: Varför och hur

InnehållVarför är det viktigt att föra spelregister?Vilken information ska du dokumentera?Steg-för-steg-guide: Så skapar du ditt registerAtt förstå din spelhistorik och transaktionerBonusar och kampanjer: Spela...