ନଭେମ୍ବର ପହିଲାରୁ ୪୩ଟି ସ୍ମାର୍ଟଫୋନରେ ବନ୍ଦ ହୋଇଯିବ ହ୍ୱାଟସଆପ
ନଭେମ୍ବର ୧ରୁ ଏହି ସବୁ ଫୋନରେ ବନ୍ଦ ହୋଇଯିବ ହ୍ୱାଟସଆପ । ଆପଲ, ସାମସଙ୍ଗ ସହ ନାମୀ ଦାମି ଏହି ୪୩ ଟି ସ୍କାର୍ଟ ଫୋନରେ ଆଉ କାମ କରିବନି ହ୍ୱାଟସଆପ । ପୁରୁଣା ଫୋନ ଗୁଡିକରେ ଆଉ ହ୍ୱାଟସଆପ...
ଫୁଟିଲା ତାଲିବାନ ଗୁଳି
କାବୁଲସ୍ଥିତ ପାକିସ୍ଥାନ ଦୁତାବାସ ଆଗରେ ଚାଲିଥିଲା ବିକ୍ଷୋଭ । ବିକ୍ଷୋଭରେ ସାମିଲ ହୋଇଥିଲେ ଅଧିକାଁଶ ମହିଳା । ଆଫଗାନିସ୍ଥାନ ମାମଲାରେ ପାକିସ୍ଥାନ ହସ୍ତକ୍ଷେପ କରୁଥିବାରୁ ଏହାର ପ୍ରତିବାଦରେ ଦୁତାବାସ ଆଗରେ ଚାଲିଥିଲା ବିକ୍ଷୋଭ । ପାକିସ୍ଥାନ ବିରୋଧରେ ନାରାବାଜି କରୁଥିଲେ...
ଏବେ ସରକାର ସନ୍ଦେହ ଘେରରେ
ଏସିଏଫ ସୌମ୍ୟରଂଜନ ମୃତ୍ୟୁ ମାମଲାର ତଦନ୍ତ ଚାଲିଛି । ମାସ ପରେ ମାସ ଗଡି ଚାଲିଥିଲେ ବି ତଦନ୍ତର ଫଳ ଶୂନ୍ । ସୌମ୍ୟରଂଜନଙ୍କ ମୃତ୍ୟୁ ମାମଲାରେ ଡିଏଫଓଙ୍କ ସଂପୃକ୍ତି ନେଇ ପ୍ରଥମରୁ ଅଭିଯୋଗ ହୋଇ ଆସୁଥିଲେ ବି ପ୍ରଭାବଶାଳୀ...
ପୂର୍ବତନ ବିଧାୟକ ଗିରଫ
ଚିଟଫଣ୍ଡ ଠକେଇ ମାମଲାରେ ଆନ୍ଧ୍ରପ୍ରଦେଶର ପୂର୍ବତନ ବିଧାୟକ ଏମ.ଭି ପ୍ରସାଦ ଗିରଫ । ବିଶାଖାପାଟଣାର ପଶ୍ଚିମଅଞ୍ଚଳରୁ ପୂର୍ବତନ ବିଧାୟକ ଏମ.ଭି ପ୍ରସାଦକୁ ଗିରଫ କରିଛି ଓଡିଶା ପୋଲିସ । ଘରେ ଚଢାଉ କରି ୪୫ ଲକ୍ଷ ଟଙ୍କା ଏବଂ ଗୁରୁତ୍ୱପୂର୍ଣ୍ଣ...
ପ୍ରତିଭାବାନ ଭିନ୍ନକ୍ଷମଙ୍କୁ ନେଇ ‘କଫି ଟେବୁଲ ବୁକ୍’
ଭିନ୍ନକ୍ଷମଙ୍କ ଚମତ୍କାର ପ୍ରଦର୍ଶନକୁ ନେଇ ରାଜ୍ୟ ଭିନ୍ନକ୍ଷମ ଆୟୋଗଙ୍କ ପକ୍ଷରୁ ପ୍ରକାଶ କରାଯାଇଛି ଏକ କଫି ଟେବୁଲ ବୁକ୍ । ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଓ ରାଜ୍ୟ ଭିନ୍ନକ୍ଷମ ଆୟୁକ୍ତ ସୁଲୋଚନା ଦାସ ପୁସ୍ତକଟିର ଉନ୍ମୋଚନ କରିଛନ୍ତି...
ମରୁଡି ସ୍ଥିତି ଅନୁଧ୍ୟାନ କଲା କଂଗ୍ରେସ ଟିମ୍
ଦେବଗଡ: ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଚଳିତ ବର୍ଷ ନିୟମିତ ବର୍ଷା ଅଭାବରୁ ମରୁଡି ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ କଂଗ୍ରେସର ଏକ ପ୍ରତିନିଧି ଦଳ ପରିସ୍ଥିତି ଅନୁଧ୍ୟାନ କରିଛନ୍ତି । ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱଳଙ୍କ ସହିତ ଦେବଗଡ଼ ଜିଲ୍ଲା...
ସରକାରଙ୍କ ପାର୍ବଣ ନିୟମକୁ ବିରୋଧ
କୋଭିଡ ପାଇଁ ସରକାର ଜାରି କରିଥିବା ପାର୍ବଣ ନିୟମକୁ ବିରୋଧ କରି ଆସନ୍ତା 13 ତାରିଖରେ କଟକ ବନ୍ଦ ଡାକରା ଦେଇଛି କଟକ ନଗର ବିଜେପି । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କଟକ ନଗର ବିଜେପି ସଭାପତି ଲଲାଟେନ୍ଦୁ...
ଶଶୁର ଘରକୁ ଯିବାବେଳେ ଦୁର୍ଘଟଣାରେ ଆଖି ବୁଜିଲେ
ଆନନ୍ଦପୁର -ଭଦ୍ରକ ରାସ୍ତାର ଚାରିନାଳିଆ ଛକ ଠାରେ ବାଇକ୍ ଆରୋହୀ ବାପ ପୁଅଙ୍କୁ ଏକ ଅଜଣା ଗାଡି ଧକ୍କା ଦେବାରୁ ବାପାର ମୃତ୍ୟୁ ଘଟିଥିବାବେଳେ ୬ବର୍ଷର ପୁଅ ଗୁରୁତର ଆହତ ହୋଇ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି ହୋଇଛି । ମିଳିଥିବା...
ପୁଅ-ଝିଅଙ୍କ ମଝିରେ ପରଦା ଟାଣିଲା ତାଲିବାନ
ଆଫଗାନୀସ୍ତାନ ତାଲିବାନିର ନିୟନ୍ତ୍ରଣକୁ ଆସିବାପରେ ଏବେ ନୂଆ ନୂଆ ଦୃଶ୍ୟ ସାମ୍ନାକୁ ଆସୁଛି । ୧୯୯୬ରୁ ୨୦୦୧ ତାଲିବାନ ଶାସନ ସମୟରେ ଝିଅମାନଙ୍କୁ ସ୍କୁଲ , କଲେଜ ଯିବାକୁ ଅନୁମତି ଦିଆଯାଉନଥିଲା । ମାତ୍ର ଏଥରକ ଝିଅମାନଙ୍କ ଶିକ୍ଷା ଅଧିକାର...
ଦି’ଦିନ ଲାଗିରହିବ ବର୍ଷା
ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ଲଘୁଚାପର ରୂପ ନେଇଛି । ଏହାର ପ୍ରଭାବରେ ଉପକୂଳବର୍ତ୍ତି ଜିଲ୍ଲାଗୁଡିକରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । 14ଟି ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ଓ୍ବାଣିଂ ଜାରି କରାଯାଇଛି । ଏହି...
















