ପଞ୍ଜଶୀରରେ ଉଡିଲା ତାଲିବାନ ପତାକା
ସବୁଠୁ ବେଶୀ ବିରୋଧର ସମ୍ମୁଖୀନ ହେଉଥିବା ପଞ୍ଜଶୀର ପ୍ରଦେଶରେ ଉଡିଲା ତାଲିବାନ ପତାକା । ପଞ୍ଜଶୀର ଦଖଲ ପରେ ଗଭର୍ଣ୍ଣରଙ୍କ କାର୍ଯ୍ୟାଳୟ ନିକଟରେ ତାଲିବାନମାନେ ପତାକା ଉଡାଇଛନ୍ତି । ପଞ୍ଜଶୀର ପ୍ରଦେଶକୁ ସେମାନେ ଦଖଲ କରିନେଇସାରିଛନ୍ତି ଏବଂ ସଂପୂର୍ଣ୍ଣ ଆଫଗାନିସ୍ଥାନରେ...
ୱେବ ପୋର୍ଟାଲ ମୁଖ୍ୟ ରାଜା ଗିରଫ
ବ୍ୟବସାୟୀଙ୍କୁ ଅପହରଣ ଓ ଦାଦାବଟି ମାଗିବା ଘଟଣାରେ ୱେବ ଚ୍ୟାନେଲର ମୁଖ୍ୟ ଅଭିଯୁକ୍ତ ଗିରଫ । କଳିଙ୍ଗ ଲାଇଭ୍ ୱେବ ଚ୍ୟାନେଲର ମୁଖ୍ୟ ଅଭିଯୁକ୍ତ ରଘୁନାଥ ସାହୁ ଓରଫ ରାଜାକୁ ଗିରଫ କରିଛି କମିଶନରେଟ୍ ପୋଲିସ । ରାଜାକୁ କୋଲକାତାରୁ...
6 ଜିଲ୍ଲାରେ ପ୍ରବଳ ବର୍ଷିବ
ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣବଳୟ କ୍ରମଶଃ କେନ୍ଦ୍ରୀଭୁତ ହେଉଥିବାରୁ ଏହାର ପ୍ରଭାବରେ ଆସନ୍ତା 24 ଘଣ୍ଟା ଭିତରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି I ମାଲକାନଗିରି, କୋରାପୁଟ, ଗଜପତି, ରାୟଗଡା, ଗଞ୍ଜାମ ଓ ପୁରୀ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ...
ଇତିହାସ ରଚିଲା ଭାରତ
ଟୋକିଓ ପାରାଅଲିମ୍ପିକରେ ଇତିହାସ ରଚିଲା ଭାରତ I ୫ଟି ସ୍ୱର୍ଣ୍ଣ, ୮ଟି ରୌପ୍ୟ ଓ ୬ଟି ବ୍ରୋଞ୍ଜ ପଦକ ଜିତି ଭାରତ ଇତିହାସ ସୃଷ୍ଟି କରିଛି I ଏଯ଼ାବତ ଭାରତ କୌଣସି ଅଲିମ୍ପିକରେ ଏତେ ସଂଖ୍ୟାରେ ପଦକ ଜିତି...
ଗୌରବ ଆଣିଲେ ଓଡିଆ ପୁଅ ପ୍ରମୋଦ
ଦେଶ ପାଇଁ ଗୌରବ ଆଣିଲେ ଓଡିଆ ପୁଅ ପ୍ରମୋଦ ଭଗତ | ଟୋକିଓ ପାରା ଅଲିମ୍ପିକରେ ବ୍ୟାଡମିଣ୍ଟନ ସିଙ୍ଗଲ୍ସରେ ସ୍ବର୍ଣ୍ବପଦକ ଜିତିଲେ ପ୍ରମୋଦ | ବ୍ରିଟେନ ପ୍ରତିଦ୍ବନ୍ଦିଙ୍କୁ ହରାଇ ସ୍ବର୍ଣ୍ବ ପଦକ ହାସଲ କଲେ | ପ୍ରମୋଦଙ୍କୁ ଶୁଭେଚ୍ଛା...
ଏସିଏଫ ସୌମ୍ୟ ମୃତ୍ୟୁ ମାମଲାରେ ନୂଆ ଟୁଇଷ୍ଟ
ଏସିଏଫ ସୌମ୍ୟରଞ୍ଜନ ମୃତ୍ୟୁ ଘଟଣାରେ ନୂଆ ତଥ୍ୟ ସାମ୍ନାକୁ ଆସିଛି । ଚାଞ୍ଜଲ୍ୟକର ବୟାନ ଦେଇଛନ୍ତି ତôତକାଳୀନ ଡିଏଫଓ ଡିଭିଜନ ଜଗୁଆଳୀ ଗଙ୍ଗା ପ୍ରଧାନ । ଡିଏଫଓ ସଂଗ୍ରାମ କେଶରୀ ବେହେରାଙ୍କ ବିରୋଧରେ ଆଣିଛନ୍ତି ସାଂଘାତିକ ଅଭିଯୋଗ ।...
ପିପିଲି ଉପନିର୍ବାଚନ ପାଇଁ ବାଜିଲା ବିଗୁଲ
ପିପିଲି ଉପନିର୍ବାଚନ ପାଇଁ ବାଜିଛି ବିଗୁଲ । ସେପ୍ଟେମ୍ବର ୩୦ରେ ହେବ ପିପିଲି ଉପନିର୍ବାଚନ । କରୋନା ପାଇଁ ସ୍ଥଗିତ ରହିଥିଲା ଉପନିର୍ବାଚନ । ତାରିଖ ଘୋଷଣା ପରେ ବି କରୋନା କଟକଣା ପାଇଁ ଉପନିର୍ବାଚନକୁ ସ୍ଥଗିତ ରଖାଯାଇଥିଲା...
ସରକାରର ନେତୃତ୍ବ ନେବେ ମୁଲ୍ଲା ବାରଦାର୍
ତାଲିବାନ ସେନା ଆଫଗାନିସ୍ଥାନ ଦଖଲ କରିନେବା ପରେ ଏବେ ବିଧିବଦ୍ଧ ଭାବେ ତାଲିବାନ ସରକାର ଗଠନ କରିବ । ତାଲିବାନର କୋ-ଫାଉଣ୍ଡର ମୁଲ୍ଲା ବାରଦାର୍ ଆଫଗାନିସ୍ଥାନରେ ନୂଆ ସରକାରର ନେତୃତ୍ବ ନେବେ । ତାଲିବାନ ପ୍ରତିଷ୍ଠାତା ମୁଲ୍ଲା ଓମାରଙ୍କ ପୁଅ...
ଦୂତୀଙ୍କ ଅଭିଯୋଗ ଆଧାରରେ ସାମ୍ବାଦିକଙ୍କୁ ଉଠାଇନେଲା ପୋଲିସ
ଧାବିକା ଦୂତୀ ଚାନ୍ଦଙ୍କ ନାଁରେ ଅପମାନଜନକ ଖବର ପ୍ରସାରଣ କରିଥିବା ଅଭିଯୋଗରେ ଓ୍ବେବ ଚ୍ୟାନେଲ ଫୋକସ୍ ପ୍ଲସର ସାମ୍ବାଦିକଙ୍କୁ ପୋଲିସ ଉଠାଇ ନେଇଛି । ଝାରପଡା ସ୍ଥିତ ଫୋକସ ପ୍ଲସ ଅଫିସରେ ମହିଳା ଥାନା ପୋଲିସ ପହଞ୍ଚି ଏହି ଚ୍ୟାନେଲର...
ବିଧାୟକଙ୍କର ଇଏ କି ବେଶ
ବିଧାୟକଙ୍କ ଏହି ଫଟୋ ଭାଇରାଲ ହେବା ପରେ ସଫେଇ ଦେଇଛନ୍ତି ବିହାର ବିଧାୟକ ଗୋପାଳ ମଣ୍ଡଳ । ସେ କହିଛନ୍ତି ମୋ ପେଟ ଖରାପ ଥିଲା , ପାଇଖାନା ଯିବାର ଥିଲା । ସେଥିପାଇଁ ଏମିତି ଅବସ୍ଥାରେ ମୁଁ ଥିଲି...
















