ଟୋକିଓ ପାରା ଅଲିମ୍ପିକ୍ସରେ ରୌପ୍ୟ ଜିତିଲେ ଭାବିନା ପଟେଲ
ଟୋକିଓ ପାରା ଅଲିମ୍ପିକ୍ସରେ ଟେବଲଟେନିସରେ ପ୍ରଥମ ଭାରତୀୟ ଭାବେ ରୌପ୍ୟ ପଦକ ଜିତିଛନ୍ତି ଭାବିନା ପଟେଲ । ଟେବୁଲ ଟେନିସ ଫାଇନାଲରେ ହାରିବା ପରେ ରୌପ୍ୟ ପଦକ ପାଇଁ ଚୀନ ପ୍ରତିଦ୍ବନ୍ଦୀ ୟିଙ୍ଗ ଝୁ ଙ୍କ ସହ ମୁକାବିଲା କରିଥିଲେ...
ସେଣ୍ଟରରେ ପହଞ୍ଚିବା ପରେ ଜାଣିଲେ ସେଣ୍ଟର ହୋଇନି
ଆଜି ହେଉଥିବା ଆରଆଇ ପରୀକ୍ଷାରେ ସାମ୍ନାକୁ ଆସିଲା ବଡ ବିଭ୍ରାଟ । ବଲାଙ୍ଗୀର ଜିଲ୍ଲାରେ ଶତାଧିକ ଆରଆଇ ପରୀକ୍ଷାର୍ଥୀଙ୍କ ଆଡମିଟ୍ କାର୍ଡରେ ପରୀକ୍ଷା ସେଣ୍ଟର ସରକାରୀ ମହିଳା ମହାବିଦ୍ୟାଳୟ, ଟିଟିଲାଗଡ ଲେଖା ହୋଇଥିଲା । ସକାଳେ ପରୀକ୍ଷାର୍ମାଥୀନେ ଟିଟିଲାଗଡ ସରକାରୀ...
କଟକଣା ଅବଧି ବଢାଇଲା କେନ୍ଦ୍ର
ମାଡି ଆସୁଛି କରୋନାର ତୃତୀୟ ଲହର । କମ୍ ବୟସର ପିଲାମାନେ ସଂକ୍ରମିତ ହେବା ଆରମ୍ଭ ହେଲେଣି । ତୃତୀୟ ଲହରକୁ ମୁକାବିଲା କରିବା ପାଇଁ ପ୍ରସ୍ତୁତି ବି ଜୋରଦାର କରିଛନ୍ତି ସରକାର । ଏହି ପରିପ୍ରେକ୍ଷିରେ କେନ୍ଦ୍ର ସରକାର...
ନକଲି କୋଭିସିଲ୍ଡ ଟିକାକୁ ସାବଧାନ୍
ନକଲି କୋଭିସିଲ୍ଡ ଟିକାକୁ ନେଇ ଏବେ ସାବଧାନତା ଅବଲମ୍ବନ କରିବାକୁ ପରାମର୍ଶ । ନକଲି କୋଭିସିଲ୍ଡ ଟିକାକୁ ଚିହ୍ନଟ କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ । ନକଲି କୋଭିସିଲ୍ଡ ଟିକା ଚିହ୍ନଟ ହେବା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ମଧ୍ୟ...
ବଟି ମାଗି ଗିରଫ ହେଲେ ୱେବ ସାମ୍ବାଦିକା
ଦାଦା ବଟି ଆଦାୟ କରିବା ପାଇଁ ୱେବ ପୋର୍ଟାଲ ସାମ୍ବାଦିକାଙ୍କର ଥାର୍ଡ ଡିଗ୍ରୀ ଅତ୍ୟାଚାର । ଆଗଧାଡିର ସାମ୍ବାଦିକା ବୋଲି ପରିଚୟ ଦେଇ ଖଣି ଦୁର୍ନିତୀରେ ଫସାଇ ଦେବା ପାଇଁ କହିବା ସହିତ ଦୁଇ ଜଣ ଖଣି ବ୍ୟବସାୟୀଙ୍କୁ ଅପହରଣ...
ଅଭିନେତା ବବି ମିଶ୍ରଙ୍କ ନାଁରେ ସଙ୍ଗୀନ ଅଭିଯୋଗ
ଅଭିନେତା ବବି ମିଶ୍ରଙ୍କ ନାଁରେ ସଙ୍ଗୀନ ଅଭିଯୋଗ । ନିଶାଶକ୍ତ ଅବସ୍ଥାରେ ପଡୋଶୀଙ୍କୁ ମାଡ ମାରିବା ସହ ଗାଳି ଗୁଲଜ କରିଥିବା ଅଭିଯୋଗ । ନୟାପଲ୍ଲୀ ଥାନାରେ ଅଭିଯୋଗ ପରେ ବବି ମିଶ୍ରଙ୍କୁ ଅଟକ ରଖିଛି ପୋଲିସ । ତେବେ...
ଏଇମାନଙ୍କୁ ମନ୍ଦିର ଭିତରକୁ ପ୍ରବେଶ ମନା
ଆସନ୍ତା ସେପ୍ଟେମ୍ବର୧ରୁ ସର୍ବସାଧାରଣଙ୍କ ପାଇଁ ଖୋଲୁଛି ଲିଙ୍ଗରାଜଙ୍କ ମନ୍ଦିର । ଶ୍ରଦ୍ଧାଳୁ ମନ୍ଦିର ଭିତରକୁ ଯାଇ ଲିଙ୍ଗରାଜଙ୍କୁ ଦର୍ଶନ କରିପାରିବେ । କିନ୍ତୁ ଶ୍ରଦ୍ଧାଳୁଙ୍କ ପାଇଁ କୋଭିଡ ମାର୍ଗଦର୍ଶିକା ଜାରି କରିଛି ବିଏମସି । ପ୍ରତ୍ୟେକ ଦର୍ଶନାର୍ଥୀ...
100 ରୁ ଅଧିକ ତାଲିବାନ ନିହତ
କାବୁଲ ଏୟାରପୋର୍ଟରେ ଭୟାବହ ବିସ୍ଫୋରଣ । 100 ରୁ ଅଧିକ ତାଲିବାନ ନିହତ । 13 ଜଣ ଆମେରିକୀୟ ସୈନିକ ମଧ୍ୟ ନିହତ ହୋଇଛନ୍ତି । ପୂର୍ବରୁ ଆମେରିକା ସମେତ ଅଷ୍ଟ୍ରେଲିଆ, ବ୍ରିଟେନ ପ୍ରମୁଖ ରାଷ୍ଟ୍ର କାବୁଲ ସହରରେ ବଡଧରଣର...
ସାରା ଓଡିଶାର ଲୋକ ପାଇବେ ମାଗଣା ଇକମୋ ଚିକିତ୍ସା
ଆଉ ବ୍ୟୟବହୁଳ ହେବନି ଇକମୋ ଚିକିତ୍ସା । ବିନା ମୂଲ୍ୟରେ ଗୁରୁତର ରୋଗୀଙ୍କୁ ମିଳିବ ସୁବିଧା । ଆଜିଠୁ ମାଗଣାରେ ମିଳିବ ଇକମୋ ଚିକିତ୍ସା । ଆଜି ଏସସିବି ମେଡିକାଲରେ ଉଦଘାଟିତ ହୋଇଛି ଇକମୋ ଚିକିତ୍ସା ବ୍ୟବସ୍ଥା । ମୁଖ୍ୟମନ୍ତ୍ରୀ...
ଏ ବର୍ଷ ବି ସିଲାବସ ହ୍ରାସ କରାଯିବ
ଗତବର୍ଷ ଭଳି ଚଳିତବର୍ଷ ବି +୨ରେ ସିଲାବସ ହ୍ରାସ କରାଯିବ । ଗତବର୍ଷ ଭଳି ଏ ବର୍ଷ ବି ୩୦ ପ୍ରତିଶତ ସିଲାବସ ହ୍ରାସ କରାଯିବ । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାଉନସିଲ ବୈଠକରେ ନିଷ୍ପତ୍ତି । ମହାମାରୀ...
















