ଲକଡାଉନ୍ ବଢିବ ନା କଟକଣା କୋହଳ କରାଯିବ
ଲକଡାଉନ୍ ବଢିବ ନା କଟକଣା କୋହଳ କରାଯିବ । ଜିମ୍, ବସ୍ ଚଳାଚଳକୁ ଅନୁମତି ମିଳିବ କି? । ଅପରାହ୍ନ ୨.୩୦ରେ ପ୍ରେସମିଟ୍ କରିବେ ମୁଖ୍ୟ ଶାସନ ସଚିବ । କୋଭିଡ ପରିଚାଳନା ନେଇ ଘୋଷଣା କରିପାରନ୍ତି । କରୋନା...
୭ଦିନ ଯାଏଁ ଆନ୍ଦୋଳନ କରିବ ବିଜେପି
ବିଦ୍ୟୁତ ଦରବୃଦ୍ଧି ଓ ଅଘୋଷିତ ବିଦ୍ୟୁତ କାଟ୍ ନେଇ ଆନ୍ଦୋଳନ ଆରମ୍ଭ କରିଛି ବିଜେପି । ଆଜିଠୁ ୨୦ ତାରିଖ ପର୍ୟ୍ୟନ୍ତ ସପ୍ତାହେ ବ୍ୟାପୀ ସବୁ ବିଦ୍ୟୁତ ଅଫିସ ଆଗରେ ଦଳ ଆନ୍ଦୋଳନ କରିବ ବୋଲି ଚେତାବନୀ ଦେଇଛି ।...
ଓ୍ବାସିମ ଜାଫର୍ ଓଡିଶା କ୍ରିକେଟ୍ କୋଚ୍
ଓ୍ବାସିମ ଜାଫରଙ୍କୁ ଓଡିଶା ସିନିଅର କ୍ରିକେଟ ଦଳର କୋଚ୍ ଭାବେ ନିଯୁକ୍ତି ଦିଆଯାଇଛି । ଓଡିଶା କ୍ରିକେଟ ଆସୋସିଏସନ ପକ୍ଷରୁ ଏହି ସୂଚନା ଦିଆଯାଇଛି । 43 ବର୍ଷିୀୟ ଓ୍ବାସିମ 31 ଟି ଟେଷ୍ଟ ଓ ଦୁଇଟି ଓ୍ବାନ ଡେ...
ଏକାଠି ହେବାକୁ ବର୍ଷା ରାଜି, କିନ୍ତୁ ଅନୁଭବ…
ଏକାଠି ପାଇଁ କାଉନସେଲିଂ । ସମାଧାନର ବାଟ ବାହାର କରିବା ପାଇଁ ଫ୍ୟାମିଲି କୋର୍ଟରେ ବର୍ଷା-ଅନୁଭବ । ବିବାହ ବିଚ୍ଛେଦ ମାମଲାରେ କଟକ ଫ୍ୟାମିଲି କୋର୍ଟରେ ହାଜର ହୋଇଛନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶୀନି ଏବଂ ସାଂସଦ ଅନୁଭବ ମହାନ୍ତି...
ବଢିଲା ମହଙ୍ଗା ଭତ୍ତା
କେନ୍ଦ୍ର ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବଢିଲା । ଆଜି କେନ୍ଦ୍ର କ୍ୟାବିନେଟ 11 ପ୍ରତିଶତ ମହଙ୍ଗା ଭତ୍ତା ବୃଦ୍ଧିକୁ ଅନୁମୋଦନ ଦେଇଛି । ଏହା ଫଳରେ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା 17 ପ୍ରତିଶତରୁ 28 ପ୍ରତିଶତକୁ...
ଦରଦାମ୍ ବୃଦ୍ଧି ପ୍ରତିବାଦରେ ରାସ୍ତାକୁ ଓହ୍ଲାଇଲା କଂଗ୍ରେସ
ଦରଦାମ ବୃଦ୍ଧି ପ୍ରତିବାଦରେ ରାସ୍ତାକୁ ଓହ୍ଲାଇଲା କଂଗ୍ରେସ । ଆଜି କଂଗ୍ରେସ ଭବନ ନିକଟରୁ ରାମ ମନ୍ଦିର ଛକ ପର୍ଯ୍ୟନ୍ତ କଂଗ୍ରେସ ପକ୍ଷରୁ ଏକ ବିଶାଳ ଶୋଭାଯାତ୍ରା ବାହାର କରାଯାଇଥିଲା । ମହିଳା କଂଗ୍ରେସ କର୍ମୀମାନେ ମୁଣ୍ଡରେ ଗ୍ୟାସ ସିଲିଣ୍ଡର...
ବଜ୍ରପାତରେ 3 ମୃତ
ବଜ୍ରପାତରେ ତିନିଜଣଙ୍କ ମୃତ୍ୟୁ । ଏଭଳି ଦୁଃଖଦ ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ଚାନ୍ଦୁଆ ଥାନା ଅନ୍ତର୍ଗତ ବାଘୁଆଶୋଳ ଗ୍ରାମରେ । ସ୍ଥାନୀୟ ୩ ଜଣପିଲା ଛେଳି ନେଇ ଚରାଇବାକୁ ପଦାକୁ ନେଇଥିଲେ । ତେବେ ମଧ୍ୟାହ୍ନ ସମୟରେ ଆରମ୍ଭ...
ଅଧିକାର ମାଗୁଛନ୍ତି ଗଜରାଜ
ନିଜ ଅଧିକାର ମାଗୁଛନ୍ତି ଗଜରାଜ । ଖାଦ୍ୟ ନିରାପତ୍ତା ସରକାର । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲାର ବେତନଟୀ ରେଞ୍ଜର ବୈଶିଙ୍ଗାରୁ ମାଣତ୍ରୀକୁ ଯାଇଥିବା ରାସ୍ତା ମୋହନପୁର ଅଞ୍ଚଳରେ । ଖାଦ୍ୟ ଅନ୍ବେଷଣରେ ଝାଡ଼ଖଣ୍ଡ ରାଜ୍ୟର ଦଲମା...
କେତେ ଥିଲା ସିଟ୍ ସଂଖ୍ୟା , ପଢନ୍ତୁ
ଯୁକ୍ତ ଦୁଇ ସିଟ୍ ଠାରୁ ଅଧିକ ସଂଖ୍ୟାରେ ପିଲା ମାଟ୍ରିକ ବାସ୍ କରିବା ପ୍ରସଙ୍ଗ । ଜୁନିଅର କଲେଜରେ ଯୁକ୍ତ ଦୁଇ ସିଟ୍ ବଢାଇବା ପାଇଁ ଅନୁମତି । ଉଚ୍ଚମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟକୁ ଅନୁମତି ଦେଇଛନ୍ତି ସରକାର । ଯେଉଁ...
ଜଙ୍ଗଲରେ ୪ମାସର ପୁଅକୁ କିଏ ଫିଙ୍ଗିଲା?
ଜଙ୍ଗଲ ଭିତରୁ ଉଦ୍ଧାର ହୋଇଛି ୪ ମାସର ଜୀବନ୍ତ ଶିଶୁପୁତ୍ର । ଦେବଗଡ ବାରକୋଟ ବ୍ଲକ କାଦୋପଡା ଗ୍ରାମପଂଚାୟତର ମସିନ୍ତା ଗାଁ ନିକଟ ଜଙ୍ଗଲରୁ ଏକ ୪ ମାସର ଶିଶୁ ପୁତ୍ର ଉଦ୍ଧାର ହୋଇଛି । ଜଙ୍ଗଲ ଭିତରୁ...


















