୭୦ ପ୍ରତିଶତ ସିଲାବସରୁ ମାଟ୍ରିକ ପରୀକ୍ଷା
ମାଟ୍ରିକ ରେଜଲ୍ଟକୁ ନେଇ ଅସନ୍ତୋଷ ଥିବା ପିଲାଙ୍କ ପାଇଁ ଅଫଲାଇନ ପରୀକ୍ଷାର ବ୍ୟବସ୍ଥା କରାଯାଇଛି । ଯେଉଁ ମାନେ ମାର୍କିଂରେ ଅସନ୍ତୁଷ୍ଟ , ଅଫଲାଇନ୍ ପରୀକ୍ଷା ଦେଇପାରିବେ । ଅଫଲାଇନ୍ ପରୀକ୍ଷା ପାଇଁ ଜୁଲାଇ ୫ରୁ ୧୪ ମଧ୍ୟରେ ଫର୍ମ...
ରାଜଧାନୀ ରାଜରାସ୍ତାରେ ବୁଲିବେନି ଭିକାରୀ
ଆଉ ରାସ୍ତାରେ ଭିକାରୀ ବୁଲିବେନି କି ଭିକ ମାଗିବେନି । ଭୁବନେଶ୍ୱରକୁ ଭିକାରୀମୁକ୍ତ ସହର କରିବାକୁ ଲକ୍ଷ୍ୟ ରଖିଛି ବିଏମସି । ଏଥିପାଇଁ ଏକ ବିରାଟ ଅଭିଯାନ ଆରମ୍ଭ କରାଯାଇଛି । ବିଏମସି, କମିଶନରେଟ ପୋଲିସ ଓ ୩ ସ୍ୱେଚ୍ଛାସେବୀ...
ରାଜଧାନୀରେ ଶହେ ଟପିଲା ତେଲ ଦର
ଲକଡାଉନରେ ରୋଜଗାର ତ ଏକ ପ୍ରକାର ଠପ୍ ହୋଇଯାଇଛି । ତା ଉପରେ ଏବେ ମହଙ୍ଗା ମାଡ । ସନ୍ତୁଳି ହେଉଛନ୍ତି ସାଧାରଣ ଜନତା । ଆଜି ସେଞ୍ଚୁରୀ ମାରିଛି ପେଟ୍ରୋଲ । ଭୁବନେଶ୍ୱରରେ ପେଟ୍ରୋଲ ଦାମ ଲିଟର ପିଛା...
ହାଲଚାଲ୍ ହଇଚଇ
ବିଜେଡି ବିଧାୟକ ତଥା ସମ୍ବାଦ ସଂପାଦକ ସୌମ୍ୟରଂଜନ ପଟ୍ଟନାୟକଙ୍କ ଆମ ଘରର ହାଲଚାଲ୍ ସ୍ତମ୍ବ ଲେଖାକୁ ନେଇ ରାଜନୈତିକ ହଇଚଇ । ବିଜେଡି ବିଧାୟକ ହୋଇ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟଦକ୍ଷତା ଉପରେ ଅଙ୍ଗୁଳି ଉଠାଇଛନ୍ତି ସୌମ୍ୟ ।...
ରୋଷେଇ ଘରେ ମହଙ୍ଗା ମାଡ, ବଢିଲା ଏଲପିଜି ଗ୍ୟାସ ଦର
ଦେଶରେ ପେଟ୍ରୋଲ , ଡିଜେଲ ଦର ରେକର୍ଡ ଭାଙ୍ଗିଥିବାବେଳେ ଏବେ ଏଲପିଜି ଦର ବୃଦ୍ଧି ଖାଉଟିଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗିଦେବ । ଆଜିଠୁ ବଢିଲା ଘରୋଇ ଏଲପିଜି ସିଲିଣ୍ଡର ଦର । ସିଲିଣ୍ଡର ପିଛା ୨୫ ଟଙ୍କା ୫୦ ପଇସା...
ଭଗବାନଙ୍କ ପରେ ଆପଣ ଦିଅନ୍ତି ନୂଆ ଜୀବନ
ଜୁଲାଇ ୧ରେ ପାଳନ ହେଉଛି ଜାତୀୟ ଡାକ୍ତର ଦିବସ । ଦ୍ୱିତୀୟ ଭଗବାନ ବୋଲି ଆମେ ଡାକ୍ତରଙ୍କୁ କହିଥାଉ । ଏବଂ ସେମାନଙ୍କ ପାଇଁ ଆଜି ପ୍ରତ୍ୟେକଟି ଜୀବନ ବଞ୍ଚିପାରିଛି । ମହାମାରୀ ସମୟରେ ଯେତେବେଳେ ସମସ୍ତେ ଘରେ ତାଟି...
ପୋଲିସକୁ ମହଙ୍ଗା ପଡିଲା ଭାଇରାଲ ଭିଜୁଆଲ
ସୀମା ଟପିଯାଉଛି ପୋଲିସର ବର୍ବରତା । ଲକଡାଉନ୍ କଟକଣା କାର୍ଯ୍ୟକାରୀ କରିବା ନାଁରେ କିଛି ପୋଲିସ ବାବୁଙ୍କ ଅସଲ ଚେହେରା ପଦାକୁ ଆସୁଛି । ନିକଟରେ ଭୁବନେଶ୍ୱର କେସୁରା ଅଞ୍ଚଳରେ ଜଣେ ନବମ ଶ୍ରେଣୀରେ ପଢୁଥିବା ନାବାଳକ ତା ବାପାଙ୍କ...
ସିଲ୍ ହେଲା ଆଇଡିମାର୍କେଟ ବିଶାଲ ମଲ୍
ଖୋଲୁ ଖୋଲୁ ସିଲ୍ ହେଲା ଇନ୍ଦ୍ରଧନୂ ମାର୍କେଟ ବିଶାଲ ମଲ୍ । କୋଭିଡ ନିୟମ ଭାଙ୍ଗିବା ଅଭିଯୋଗରେ ସିଲ୍ ହୋଇଛି ମଲ୍ । ବିଏମସି ଏହାକୁ ସିଲ୍ କରିଛି । ପୂର୍ବରୁ ମଲ ସିଲ ଥିବାବେଳେ ଅମାନିଆ ହୋଇ ଖୋଲିଥିଲେ...
୧୨ରୁ ୧୮ ବର୍ଷ ପିଲାଙ୍କୁ ମିଳିବ ଟିକା!
ଖୁବ୍ଶୀଘ୍ର ପିଲାଙ୍କୁ ହେବ ଟିକାକରଣ । ୧୨ରୁ ୧୮ ବର୍ଷ ପିଲାଙ୍କ ଟିକାକରଣ ପାଇଁ ଜାଇଡସ କାଡିଲା ମାଗିଲା ଅନୁମତି । ଡିସିଜିଆଇକୁ ଜାଇଡସ କାଡିଲା ଏହି ଅନୁମତି ମାଗିଛି । ୫୦ରୁ ଅଧିକ କେନ୍ଦ୍ରରେ କ୍ଲିନିକାଲ ପରୀକ୍ଷା କରାଯାଇଥିଲା...
ରାଜ୍ୟରେ ଥମୁନି କରୋନା ମୃତ୍ୟୁ:୪୫ ମୃତ
ରାଜ୍ୟରେ ପୁଣି ୩ ହଜାର ଉପରେ କରୋନା ସଙ୍କ୍ରମଣ । ୨୪ ଘଣ୍ଟାରେ ୩୦୮୭ ଆକ୍ରାନ୍ତ ଚିହ୍ନଟ । ୨୪ ଘଣ୍ଟାରେ ୭୪ ହଜାର ନମୂନା ପରୀକ୍ଷା ହୋଇଥିବାବେଳେ ୍ଣଙ୍କ୍ମୃ ପଜିଟିଭିଟି ହାର ୪ ଦଶମିକ ୧୭ ପ୍ରତିଶତ ରହିଛି...


















