ଆସନ୍ତାକାଲି ପ୍ରକାଶ ପାଇବ ମାଟ୍ରିକ ରେଜାଲ୍ଟ
ଆସନ୍ତାକାଲି ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷାଫଳ I କଟକ ବୋର୍ଡ କାର୍ଯ୍ୟାଳୟରେ ଅପରାହ୍ନ ଚାରିଟାରେ ପରୀକ୍ଷା ଫଳ ପ୍ରକାଶ କରାଯିବ I ସନ୍ଧ୍ୟା 6ଟା ପରେ ଓ୍ବେବସାଇଟରେ ଉପଲବ୍ଧ ହେବ I www.bseodisha.nic.in ରେ ପରୀକ୍ଷା ଫଳ ମିଳିପାରିବ I...
୨୪ ଘଣ୍ଟାରେ ୩୬୫୦ ପଜିଟିଭ୍
ରାଜ୍ୟରେ ଆଜି ୪୪ ଜୀବନ ନେଇଛି ମହାମାରୀ । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୯ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ବରଗଡ, କଟକରୁ ୫ ଲେଖାଏଁ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଅନୁଗୁଳ, ପୁରୀରୁ ୪ ଏବଂ ଗଞ୍ଜାମ ,...
ଭକ୍ତଶୂନ୍ୟ ବଡଦାଣ୍ଡରେ ଚାହିଁ ରହିଛନ୍ତି ତିନିଠାକୁର
ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ରତ୍ନ ବେଦୀ ଛାଡି ସ୍ନାନ ବେଦୀରେ ଶ୍ରୀଜିଉ । ଆଜି ଭକ୍ତ ଭବବାନଙ୍କର ଅପୂର୍ବ ମିଳନ ହୋଇଥାନ୍ତା । ବଡଦାଣ୍ଡରେ କାଳିଆ ଆଖି ସହ ଆଖି ମିଶାଇ କେତେ ଅଭିମାନ କରିଥାନ୍ତା ଭକ୍ତଟିଏ...
ଭାଇ ଭଉଣୀଙ୍କ ପ୍ରେମରେ ବଳି ପଡିଗଲା ମା
ପାପ ସଂପର୍କର ଭୟଙ୍କର ପରିଣାମ । ନିଜ ମାଆକୁ ହତ୍ୟା କରିବାକୁ ପଛାଇଲେ ନାହିଁ ଦୁଇ ଭାଇ ଭଉଣୀ । ମାତ୍ର ଲୁଚି ରହିଲାନି ପାପ । ଧରାପଡିଗଲା ଗାଁ ଲୋକଙ୍କ ହାତରେ ।
ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ,...
ଆମେ କରୁଛୁ ଅନଲାଇନ୍ କ୍ଲାସ
ପ୍ରଥମେ ଜୁମ୍ ଆପ୍ ଆଉ ଏବେ ୟୁଟ୍ୟୁବରେ ଅନଲାଇନ୍ କ୍ଲାସର ଆୟୋଜନ କରିଛନ୍ତି ରାଜ୍ୟ ସରକାର । କରୋନା କାଳରେ ଛାତ୍ରଛାତ୍ରୀ କେମିତି ସୁରକ୍ଷିତ ରହି ପାଠ ପଢିବେ ସେ ନେଇ ସରକାର ୟୁଟ୍ୟୁବ ଷ୍ଟ୍ରିମିଂ ଜରିଆରେ ଆରମ୍ଭ...
ଛେରାପହଁରା କରିବେନି ଗଜପତି
ଆସନ୍ତାକାଲି ମହାପ୍ରଭୁ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରାଙ୍କ ପବିତ୍ର ସ୍ନାନଯାତ୍ରା ଅନୁଷ୍ଠିତ ହେବ । ସକାଳ ସାଢେ ସାତଟାରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ରତ୍ନ ସିଂହାସନରୁ ପହଣ୍ଡି କରାଯାଇ ସ୍ନାନ ମଣ୍ଡପକୁ ଅଣାଯିବ । ତେବେ କୋଭିଡ ସଂକ୍ରମଣକୁ ନଜରରେ ରଖି ଗଜପତି...
ନକଲି ଔଷଧ ମାମଲାରେ 3 ଗିରଫ
ରାଜ୍ୟରେ ନକଲି ଔଷଧ କାରବାର କରୁଥିବା ମାମଲାରେ ସ୍ପେସାଲ ଟାସ୍କଫୋର୍ସ ତିନିଜଣଙ୍କୁ ଗିରଫ କରିଛି । ନକଲି ଔଷଧ ବିତରଣ କରୁଥିବା ମେଡିଲୟଡ ମେଡିକାମେଣ୍ଟ କଂପାନୀର ଜଣେ ନିର୍ଦ୍ଦେଶକଙ୍କ ସମେତ ତିନିଜଣ ଗିରଫ ହୋଇଥିବା ବେଳେ କଂପାନୀର ମାଲିକ ଶିବଜେନା...
ହାଇକୋର୍ଟ ମନାକଲେ
ପୁରୀ ବାହାରେ ଅନ୍ୟତ୍ର ରଥଯାତ୍ରା କରିବା ଉପରେ ରାଜ୍ୟ ସରକାର ଲଗାଇଥିବା କଟକଣା ପ୍ରସଙ୍ଗରେ ହସ୍ତକ୍ଷେପ କରିବାକୁ ଓଡିଶା ହାଇକୋର୍ଟ ମନା କରିଦେଇଛନ୍ତି । କେନ୍ଦ୍ରାପଡା ଶ୍ରୀବଳଦେବଜୀଉ ମନ୍ଦିର ଏବଂ ଭଟଲି ଶ୍ରୀଜଗନ୍ନାଥ ମନ୍ଦିରରେ ରଥଯାତ୍ରା କରିବା ପାଇଁ ଅନୁମତି...
ଡରାଇଲାଣି ଡେଲ୍ଟା ପ୍ଲସ
ଡରାଉଛି ଡେଲ୍ଟା ପ୍ଲସ । ରୂପ ବଦଳାଉଛି କରୋନା । ଦେଶରେ କାୟା ମେଲାଉଛି କରୋନାର ନୂଆ ପ୍ରଜାତି ଡେଲଟା ପ୍ଲସ ଭୂତାଣୁ । ଭାରତର ୨୨ କେସରୁ ୧୬ କେସ୍ କେବଳ ମହାରାଷ୍ଟ୍ରରୁ ଚିହ୍ନଟ ହୋଇଛନ୍ତି । ମୁମ୍ବାଇ,ପାଲଘର,...
ଏଥର ବି ୩୦% କମିବ ସିଲାବସ୍
ପୂର୍ବବର୍ଷ ଭଳି ଏଥର ମଧ୍ୟ ନବମ ଏବଂ ଦଶମରେ ସିଲାବସ୍ ହ୍ରାସ ହେବ । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି । ନବମ ଓ ଦଶମ ଶ୍ରେଣୀର ୩୦ ପ୍ରତିଶତ ସିଲାବସ ହ୍ରାସ...















