ଆଜି ୮,୮୩୯ ପଜିଟିଭ୍ ଚିହ୍ନଟ
ରାଜ୍ୟରେ ଆଜି ୪୨ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ସୁନ୍ଦରଗଡରେ ସଂଖ୍ୟା ରହିଛି ୫, କଟକ ଏବଂ କଳାହାଣ୍ଡିରୁ ୪ ଲେଖାଏଁ ମୃତ୍ୟୁବରଣ କରିଛନ୍ତି । ବୌଦ୍ଧ, ଝାରସୁଗୁଡା, ଖୋର୍ଦ୍ଧାରୁ ୩ ଲେଖାଏଁ ମୃତ । ରାଜ୍ୟରେ କରୋନାଜନିତ ମୃତ୍ୟୁସଂଖ୍ୟା...
ପିଲାଙ୍କୁ ଦିଆଗଲା କୋଭାକ୍ସିନ
ପିଲାଙ୍କଠାରେ ଆରମ୍ଭ ହେଲା କୋଭାକ୍ସିନର କ୍ରିନିକାଲ ଟ୍ରାଏଲ । ଭାରତ ବାୟୋଟେକ ଦ୍ୱାରା ପ୍ରସ୍ତୁତ କରୋନା ଟିକା କୋଭାକ୍ସିନକୁ ପାଟନା ଏମ୍ସ ପିଲାମାନଙ୍କ ଶରୀରରେ ପ୍ରୟୋଗ କରାଯାଇଥିବା ସୂଚନା ମିଳିଛି । ଏଥିରେ ୨ରୁ ୧୮ ବର୍ଷର ପିଲାମାନେ ସାମିଲ...
ଏହି ଗାଁ ଉପରେ କେବେ ପଡିବ ସରକାରଙ୍କ ନଜର
ମଙ୍ଗରାଜପୁର ଗାଁ ଉପରେ କେବେ ପଡିବ ସରକାରଙ୍କ ନଜର
ମଙ୍ଗରାଜପୁର ପାଇଁ ମହାଲଢେଇ । ଦୀର୍ଘ ଦିନ ଧରି ଲଢେଇ ପରେ ଆଜି ରାସ୍ତାକୁ ଓହ୍ଲାଇଛନ୍ତି ଗାଁ ଲୋକେ । ଗାଁ ଭିତରକୁ ଗଲେ ଆପଣ ଯୁଆଡେ...
ବିଜୟଶ୍ରୀ ରାଉତରାୟଙ୍କ ପରଲୋକ
ଆଉ ନାହାଁନ୍ତି ପୂର୍ବତନ ବିଧାୟକ, ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ । ୬୮ ବର୍ଷ ବୟସରେ ବିଜୟଶ୍ରୀଙ୍କ ଦେହାନ୍ତ ହୋଇଛି । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । କୋଭିଡରେ ଆକ୍ରାନ୍ତ ଥିଲେ ବିଜୟଶ୍ରୀ...
କର୍ପୋରେଟ ସେକ୍ଟରରେ କୋଭିଡ ଟିକାକରଣ ଆରମ୍ଭ
ଆରମ୍ଭ ହେଲା କର୍ପୋରେଟ ସେକ୍ଟରରେ କୋଭିଡ ଟିକାକରଣ । ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭୁବନେଶ୍ୱର ଆଇଓସିଏଲ କାର୍ଯ୍ୟାଳୟ ପରିସରରେ ଏହି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଛନ୍ତି । ଆପୋଲୋ ହସ୍ପିଟାଲ ସହାୟତାରେ ଭୁବନେଶ୍ୱର ଆଇଓସିଏଲର ସମସ୍ତ କର୍ମଚାରୀ ଏବଂ ତାଙ୍କ...
ଧରାପଡିଲା ତଣ୍ଟିକଟା ଲୁଟେରା
ଧରାପଡିଲା ତଣ୍ଟିକଟା ଲୁଟେରା । ଗତ ୩୧ ତାରିଖରେ ନୟାପଲ୍ଲୀ ଭିଆଇପି ଅଞ୍ଚଳରୁ ଆସିଥିଲା ଭୟଙ୍କର ଦୃଶ୍ୟ । ଯାହା ସିସିଟିଭିରେ କଏଦ ହୋଇଥିଲା । ଜଣେ ମହିଳା ମର୍ଣ୍ଣିଂ ୱାକ ସାରି ପରିବା କିଣିବାକୁ ଯାଉଥିବାବେଳେ ଜଣେ ଲୁଟେରା...
ଆଜି ୮,୩୯୯ ପଜିଟିଭ୍ ଚିହ୍ନଟ, ଖୋର୍ଦ୍ଧାରୁ ସର୍ବାଧିକ
ଆଜି ରାଜ୍ୟରେ ସବୁ ରେକର୍ଡ ଭାଙ୍ଗିଛି ମୃତ୍ୟୁ ସଂଖ୍ୟା । ସର୍ବାଧିକ ୪୦ କରୋନା ଆକ୍ରାନ୍ତ ଆଖି ବୁଜିଛନ୍ତି । ଅନୁୁଗୁଳ, କଳାହାଣ୍ଡି, କଟକ, ଖୋର୍ଦ୍ଧାରୁ ୫ ଲେଖାଏଁ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଝାରସୁଗୁଡାରୁ ୪, ବୌଦ୍ଧ...
ଲୁଟ୍ ପାଇଁ ଗୁଳିମାଡ ,୩ ଗୁରୁତର
ସୁନା ଦୋକାନୀଙ୍କ ଘରେ ଲୁଟ୍ । ଦୁଇ ଜଣଙ୍କୁ ଗୁଳି ମାଡ କରି ଘରୁ ସୁନା ଅଳଙ୍କାର ଚୋରି କରିନେଇଛନ୍ତି ଦୃବୁର୍ତ୍ତ । ବାଲେଶ୍ବର ସୋର ଥାନା ଅନ୍ତର୍ଗତ ସାଉଡୁ ଗାଁରେ ଘଟିଛି ଏହି ଘଟଣା । ଗତକାଲି ରାତିରେ...
ଯିଏ ଚାହିଁବ ସିଏ ଦେଇପାରିବ
ବାତିଲ ହେଲା ସିବିଏସଇ ଦ୍ୱାଦଶ ପରୀକ୍ଷା । ଦେଶର କରୋନା ସ୍ଥିତିକୁ ଦେଖି ବାତିଲ ଘୋଷଣା କରିଛନ୍ତି ସରକାର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧକ୍ଷ୍ୟତାରେ ଆଜି ବସିଥିବା ବୈଠକରେ ଏହି ବଡ ଘୋଷଣା କରାଯାଇଛି । ଆଜି ସିବିଏସଇ...
ଦୁଇ ଶିଶୁ ହୋଇଗଲେ ବାପା-ମା ଛେଉଣ୍ଡ
ସତରେ ଦୁଃଖ କେତେବେଳେ କେଉଁ ରୂପରେ ଆସିବ ତାହା କେହି ବି ଜାଣି ପାରନ୍ତି ନାହିଁ । ଏଇ ଯେମିତି କୋମଳମତି ଦୁଇ ଶିଶୁଙ୍କ ଭାଗ୍ୟରେ ଘଟିଛି । ଦୁନିଆକୁ ଭଲ କରି ଜାଣିବା ଆଗରୁ ଆଖି ବୁଜିଦେଇଥିଲେ...



















