ଟିକା ନେଲେ ପୁଲିସ ଡିଜି ଅଭୟ
ଆଜିଠୁ ରାଜ୍ୟର ଆଗଧାଡିର କରୋନା ଯୋଦ୍ଧାଙ୍କୁ ଦିଆଯାଉଛି କରୋନା ଟିକା । କଟକ ଇନଡୋର ଷ୍ଟାଡିୟମରେ କରାଯାଇଥିବା ଟିକା କେନ୍ଦ୍ରରେ ଟିକା ନେଇଛନ୍ତି ପୋଲିସ ଡିଜି ଅଭୟ । ବରିଷ୍ଠ ପୋଲିସ ଅଧିକାରୀଙ୍କ ସମତେ ସବୁ ଜିଲ୍ଲାର ଜିଲ୍ଲାପାଳ ,...
ମେ ୩ ରୁ ମାଟ୍ରିକ୍ ପରୀକ୍ଷା
ମେ ୩ ତାରିଖରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା । ୩ ତାରିଖରୁ ପରୀକ୍ଷା ଆରମ୍ଭ ହୋଇ ୧୫ ତାରିଖରେ ସରିବ। ଏନେଇ ଆଜି ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ମେ ୩ ରୁ ୧୨ ଯାଏଁ ସଂସ୍କୃତ...
ଦିବ୍ୟାଙ୍ଗ ନିର୍ଯାତନା ଘଟଣାରେ ମୁଖ୍ୟ ଅଭିଯୁକ୍ତ ଅଟକ
ଭୁବନେଶ୍ବର ପଲାସପଲ୍ଲୀ ଅଂଚଳର ଭିନ୍ନକ୍ଷମ ତାଲିମ କେନ୍ଦ୍ରର ସଂପାଦକ ସୁରେଶ ବେହେରାଙ୍କୁ ପୋଲିସ ଅଟକ ରଖିଛି । ଭିନ୍ନକ୍ଷମ ତାଲିମ କେନ୍ଦ୍ରରେ ଦିବ୍ୟାଙ୍ଗ ଯୁବତୀଙ୍କୁ ଯୌନ ନିର୍ଯାତନା ଦିଆଯାଉଥିବା ନେଇ ଜଣେ ଦିବ୍ୟାଙ୍ଗ ଅଭିଯୋଗ କରିବା ପରେ ଘଟଣା ପଦାକୁ...
୨୪ ଘଣ୍ଟା ପରେ ବି ଅନ୍ଧାରରେ ପୋଲିସ
କୁଆଡେ ଗଲା କଟା ମୁଣ୍ଡ । କଟା ମୁଣ୍ଡକୁ ଖୋଜି ଖୋଜି ନୟାନ୍ତ ଚନ୍ଦକା ପୋଲିସ । ଘଟଣାକୁ ୨୪ ଘଣ୍ଟା ବିତିଯାଇଥିଲେ ମଧ୍ୟ କଟାମୁଣ୍ଡର ଟେର ପାଇପାରୁନି ପୋଲିସ । ଗତକାଲି ଭୁବନେଶ୍ୱର ଚନ୍ଦକା ଭରତପୁର ରାସ୍ତାକଡରୁ...
ଆନ୍ଧ୍ରାର ଦାଦାଗିରି ପରେ ନବୀନଙ୍କ ନିଦ ଭାଙ୍ଗିଲା
କୋରାପୁଟ କୋଟିଆ ପଂଚାୟତର ତିନୋଟି ଗାଁକୁ ଆନ୍ଧ୍ରପ୍ରଦେଶ ସରକାର ନାଁ ବଦଳାଇ ସେଠାରେ ପଞ୍ଚାୟତ ନିର୍ବାଚନ କରିବା ପରେ ଓଡିଶା ସରକାରଙ୍କ ନିଦ ଭାଙ୍ଗିଛି । ନେଡିଗୁଡ କହୁଣୀକୁ ବୋହିଯିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପ୍ୟାକେଜ ଘୋଷଣା...
ଭୟରେ ଗାଁ ଛାଡିଲେ ୮୫ ପରିବାର
ଗାଁ ଲୋକଙ୍କୁ ଘାରିଛି ମାଓବାଦୀଙ୍କ ଭୟ । ଫଳରେ ସ୍ୱାଭିମାନ ଅଂଚଳର ୮୫ ପରିବାର ଭିଟାମାଟି ଛାଡିଛନ୍ତି । ଦୁଇ ଦିନ ହେଲାଣି ସେମାନେ ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ରାଜୁଲକୋଣ୍ଡାରେ ଥିବା ସରକାରୀ ଫଳ ବଗିଚା ନିକଟରେ ରହୁଛନ୍ତି ।...
ଭୁବନେଶ୍ୱରରେ ମୁଣ୍ଡ ବିହୀନ ଶବ
ଭୁବନେଶ୍ୱରରେ ଚାଞ୍ଚଲ୍ୟ । ରାଜଧାନୀ ରାସ୍ତାକଡରେ ମୁଣ୍ଡ ବିହୀନ ଶବ । କିଏ ଏହି ମହିଳା , ମର୍ଡରର କିଏ । ସେସବୁ ତଦନ୍ତ ଚଳାଇଛି ପୋଲିସ । ଭୁବନେଶ୍ୱର ଭରତପୁର ଚନ୍ଦକା ରାସ୍ତାର ଦାସପୁର ପାଖରେ ଅଚିହ୍ନା...
ଭାଲେଣ୍ଟାଇନ ଅଫର୍ ! କ୍ଲିକ୍ କଲେ ଫସିଯିବେ
ଆଗକୁ ଆସୁଛି ଭାଲେଣ୍ଟାଇନ ଡେ । ଭାଲେଣ୍ଟାଇନ ଡେକୁ ନେଇ ଯେତିକି ଉତ୍ସାହିତ ପ୍ରେମୀ ଯୁଗଳ, ସେତିକି ଯୋଜନା ତିଆରି କରିଛନ୍ତି ହ୍ୟାକର୍ । ଭାଲେଣ୍ଟାଇନ ଡେ ଅଫର ନାଁରେ ପ୍ରେମୀ ଯୁଗଳଙ୍କୁ ନଣ୍ଡା କରିବା ପାଇଁ ହ୍ବାଟ୍ସ ଆପରେ...
ଓଡିଶାର ଉଦାସୀନତା ପାଇଁ ତିନି ଗାଁ ଆନ୍ଧ୍ରରେ ମିଶିଲା
କୋଟିଆ ଗ୍ରାମପୁଞ୍ଜର ତିନି ଗାଁକୁ ନିଜ ରାଜ୍ୟରେ ମିଶାଇ ଦେଲା ଆନ୍ଧ୍ରପ୍ରଦେଶ । ଗାଁର ନାଁ ବଦଳାଇ ପଞ୍ଚାୟତ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ କଲା । ନିର୍ବାଚନ ପ୍ରକ୍ରିୟାରେ ଗାଁ ଲୋକେ ବି ସାମିଲ ହୋଇଛନ୍ତି । କୋରାପୁଟ...
ଝରାଫୁଲ ମୃତ୍ୟୁ ମାମଲା: ସ୍କୁଟର ଧରିଲା ପୋଲିସ
ଚର୍ଚ୍ଚିତ ଝରାଫୁଲ ମୃତ୍ୟୁ ଘଟଣା । ସ୍କୁଟର ଉଦ୍ଧାର । ଭୁବନେଶ୍ୱର ସୁନ୍ଦରପଦା ପାଖରୁ ସ୍କୁଟର ଉଦ୍ଧାର ହୋଇଛି । ଝରାଫୁଲକୁ ନେବା ଆଣିବାରେ ବ୍ୟବହୃତ ହୋଇଥିଲା ସ୍କୁଟର । ସିସିଟିଭିରୁ ଝରାଫୁଲକୁ ନେବା ଆଣିବାର ଦୃଶ୍ୟ କଏଦ ହୋଇଥିଲା...















