ଝରାଫୁଲ ମୃତ୍ୟୁ ମାମଲା: ସ୍କୁଟର ଧରିଲା ପୋଲିସ
ଚର୍ଚ୍ଚିତ ଝରାଫୁଲ ମୃତ୍ୟୁ ଘଟଣା । ସ୍କୁଟର ଉଦ୍ଧାର । ଭୁବନେଶ୍ୱର ସୁନ୍ଦରପଦା ପାଖରୁ ସ୍କୁଟର ଉଦ୍ଧାର ହୋଇଛି । ଝରାଫୁଲକୁ ନେବା ଆଣିବାରେ ବ୍ୟବହୃତ ହୋଇଥିଲା ସ୍କୁଟର । ସିସିଟିଭିରୁ ଝରାଫୁଲକୁ ନେବା ଆଣିବାର ଦୃଶ୍ୟ କଏଦ ହୋଇଥିଲା...
ଧର୍ମାନନ୍ଦଙ୍କ ଉପରେ କେବେ ପଡିବ ନଜର
ଆଜିର ଦିନରେ ବି ବିଡମ୍ବନାର ଦୃଶ୍ୟ । ଧର୍ମାନନ୍ଦଙ୍କ ପାଇଁ ଯେମିତି ଜିଇଁବାର ହକ୍ ନାହିଁ । ପାପ ନକରି ବି ଜୀବନ କଟୁଛି ପଶୁ ଭଳି । ଧର୍ମାନନ୍ଦଙ୍କ ଘର ଅଛି , ଗାଁ ଅଛି , ବନ୍ଧୁବାନ୍ଧବ...
ପୁରୁଣା ଗାଡି ଚଢିବା ମହଙ୍ଗା ହେବ
ନୂଆ ସ୍କ୍ରାପ ପଲିସି ଲାଗୁ ହେଲେ ପୁରୁଣା ଗାଡି ଚଢିବା ମହଙ୍ଗା ପଡିବ । କେନ୍ଦ୍ର ସରକାର ପ୍ରସ୍ତୁତ କରିଥିବା ନୂଆ ସ୍କ୍ରାପ ପଲିସି ଅନୁଯାୟୀ, ପନ୍ଦର ବର୍ଷରୁ ଅଧିକ ପୁରୁଣା ଗାଡି ଚଢିବାକୁ ଚାହୁଁଥିଲେ ଗାଡି ମାଲିକଙ୍କୁ କମର୍ସିଆଲ...
ଏବେ ପିପିଲି ପାଇଁ ପ୍ୟାକେଜ ଘୋଷଣା କରିବାର ବେଳ
ଖୁବଶୀଘ୍ର ପିପିଲି ପାଇଁ ଉପନିର୍ବାଚନ ତାରିଖ ଘୋଷଣା ହେବ । ସେଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ବିଜେଡିର ବରିଷ୍ଠ ନେତା, ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ପ୍ରଦୀପ ମହାରଥୀଙ୍କ ଦେହାନ୍ତ ପରେ ହେବାକୁ ଥିବା ଉପନିର୍ବାଚନ ପାଇଁ ରଣନୀତି...
ଏରୋ ଇଣ୍ଡିଆ ସୋରେ ଚିତ୍ତାକର୍ଷକ ଉଡାଣ
ବେଙ୍ଗାଲୁରରେ ଆରମ୍ଭ ହୋଇଛି ଏରୋ ଇଣ୍ଡିଆ ସୋ । ବେଙ୍ଗାଲୁରୁର ୟେଲହାଙ୍କା ଏୟାରଫୋର୍ସ ଷ୍ଟେସନରେ ଆରମ୍ଭ ହୋଇଥିବା ଏହି ସୋ ଆସନ୍ତା ୫ ତାରିଖ ପର୍ଯ୍ୟନ୍ତ ଚାଲିବ । ଆଜି ଏହି ସୋକୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଉଦଘାଟନ...
ଝଟକିବ ପୁରୀ-ଭୁବନେଶ୍ୱର ବାଇପାସ ରୋଡ
ଆଉ ଅନ୍ଧାରରେ ଯାତାୟତ କରିବାକୁ ପଡିବନି । ଆଲୋକମାଳାରେ ଝଟକିବ ବାଇପାସ୍ ରୋଡ । ଆଲୋକିତ ହେବ ୧୨ କିଲୋମିଟର ମୁଖ୍ୟରାସ୍ତା । ଉପକୃତ୍ତ ହେବେ ଏକାମ୍ର, ମଧ୍ୟ ଉତ୍ତର ଓ ଜୟଦେବ ଭୁବନେଶ୍ୱର । ଭୁବନେଶ୍ୱର-ପୁରୀ ବାଇପାସ ।ହାଇଟେକ...
ବ୍ରାଣ୍ଡ୍ ଅସଲି, କୋଲ୍ଡ ଡ୍ରିଙ୍କ୍ସ ନକଲି
ଦେଖିବାକୁ ପୁରା ଅସଲି । ବୋତଲ ଓ ଲେବଲିଂ ବି ସମାନ । ଦାମୀ ଦାମୀ ବ୍ରାଣ୍ଡ ନାଁରେ ପ୍ରସ୍ତୁତ ହେଉଥିଲା କୋଲ୍ଡ ଡ୍ରିଙ୍କ୍ସ । ସ୍ପ୍ରାଇଟ, ଲିଚି, ଥମ୍ସଅପ, ସ୍ପାଇସ ଅପ୍, ସୋଡା ଭଳି ବିଭିନ୍ନ ପ୍ରକାରର ନାମୀଦାମୀ...
ଫେବୃଆରୀ 10ରୁ ପିଜି କ୍ଲାସ୍
ଫେବୃଆରୀ 10ରୁ ଆରମ୍ଭ ହେବ ପିଜି କ୍ଲାସ । କୋଭିଡ ନିୟମ ମାନି କ୍ଲାସ କରାଯିବ ଏବଂ କ୍ଲାସ ଆରମ୍ଭ ହେବାର ଦିନକ ପୂର୍ବରୁ ଅର୍ଥାତ 8 ତାରିଖରୁ ହଷ୍ଟେଲ ଖୋଳାଯିବ ବୋଲି ସୂଚନା ଦେଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ...
ଭୁବନେଶ୍ୱରବାସୀଙ୍କ ଠିକଣା ହେବ ସ୍ମାର୍ଟ
ସ୍ମାର୍ଟସିଟିବାସୀଙ୍କ ଘରେ ଲାଗିବ ସ୍ମାର୍ଟ ନମ୍ବର । ଏଣିକି ରାଜଧାନୀବାସୀଙ୍କୁ ପ୍ରତି ଘର ପାଇଁ ମିଳିବ ଗୋଟିଏ ସ୍ୱତନ୍ତ୍ର ନମ୍ବର । ଘର ନମ୍ବରରୁ ମିଳିଯିବ ସମସ୍ତ ତଥ୍ୟ । ଲୋକଙ୍କର ଠିକଣାକୁ ନେଇ ଆଉ ରହିବନି କୌଣସି ଦ୍ୱନ୍ଦ...
ପୋଲିସ ହାତରେ ପୋଷ୍ଟମର୍ଟମ ରିପୋର୍ଟ
ତିନିଦିନିଆ ରିମାଣ୍ଡରେ ରାକେଶ । ପୋଲିସ ଆଗରେ ସତ ଓଗାଳିବ ବୟଫ୍ରେଣ୍ଡ ରାକେଶ । ଖୋଲିବ ମୃତ୍ୟୁ ରହସ୍ୟ । ଦିନକୁ ଦିନ ସସପେନ୍ସ ବଢାଉଛି ରମାଦେବୀ ବିଶ୍ୱବିଦ୍ୟାଳୟର ଛାତ୍ରୀ ଝରାଫୁଲ ନାଏକଙ୍କ ମୃତ୍ୟୁ ମାମଲା । ଝରାଫୁଲଙ୍କର...














