ସମଗ୍ର ବିଶ୍ବରେ ସମ୍ବଲପୁର ଶିକ୍ଷା କ୍ଷେତ୍ରରେ ହବ୍ ହେବାକୁ ଯାଉଛି
ସମଗ୍ର ବିଶ୍ବରେ ସମ୍ବଲପୁର ଶିକ୍ଷାର ହବ୍ ହେବାକୁ ଯାଉଛି । ଆଜି ଆଇଆଇଏମ ସମ୍ବଲପୁରର ନିଜସ୍ବ କ୍ୟାମ୍ପସର ଶିଳାନ୍ୟାସ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହା କହିଛନ୍ତି । ଭର୍ଚ୍ୟୁଆଲ ମାଧ୍ୟମରେ ଶିଳାନ୍ୟାସ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ସମ୍ବଲପୁର ଟେକ୍ସଟାଇଲ...
ଯୁବକଙ୍କ ଅଜବ କାଣ୍ଡ; ଦେହରେ ନିଆଁ ଲଗାଇ ଥାନା ଭିତରେ ପଶିଲେ
ଦେହରେ ନିଆଁ ଲଗାଇ ଥାନାକୁ ପିଶିଗଲା ଯୁବକ । ପାଲଲହଡା ଥାନା ଭିତରେ ଯୁବକଙ୍କ ଅଜବ କାଣ୍ଡ । ଆହତ ଯୁବକଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛନ୍ତି ପୋଲିସ । ପ୍ରେମ ବ୍ୟାପାରକୁ ନେଇ ଯୁବକ ଜଣକ...
ନୂଆ ବରଷରୁ ନୂଆ ସେବା ଆରମ୍ଭ
ଏଣିକି ଗୋଟିଏ ମିସ୍ଡ କଲରେ ଏଲପିଜି ରିଫିଲିଂ ବୁକିଂ ହେଉ ଅବା ପଞ୍ଜିକରଣ ହୋଇପାରିବ । ଭୁବନେଶ୍ୱରରେ ନୂଆ ସେବାର ଶୁଭାରମ୍ଭ କରିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ୂମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ୮୪୫୪୯୫୫୫୫୫ ଏହି ନମ୍ବରକୁ ମିସଡ କଲ କଲେ...
ବଦଳିଲେ ପୁରୀ ଓ କେନ୍ଦ୍ରାପଡା ଜିଲ୍ଲାପାଳ
ନୂଆବର୍ଷରେ ରାଜ୍ୟ ସରକାର ଆଇଏଏସ ସ୍ତରରେ ଅଦଳବଦଳ କରିଛନ୍ତି । ଆର.ଭିନିଲକ୍ରିଷ୍ଣାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ଭାବେ ବଦଳି କରାଯାଇଛି । ପୁରୀ ଜିଲ୍ଲାପାଳ ବଲଓ୍ବନ୍ତ ସିଂହଙ୍କୁ ଓଏମସି ଏମଡି ପଦକୁ ବଦଳି କରାଯାଇଥିବା ବେଳେ କେନ୍ଦ୍ରାପଡା ଜିଲ୍ଲାପାଳ ସମର୍ଥ...
ପୁରୀରେ ଇଣ୍ଟରନ୍ୟାସନାଲ ଏୟାରପୋର୍ଟ ପ୍ରତିଷ୍ଠା କରିବାକୁ ଚିଠି ଲେଖିଲେ ନବୀନ
ପୁରୀରେ ଅନ୍ତର୍ଜାତୀୟ ବିମାନବନ୍ଦର ପ୍ରତିଷ୍ଠା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନାଁରେ ଏହି ବିମାନବନ୍ଦର ପ୍ରତିଷ୍ଠା କରାଗଲେ ବିଦେଶରୁ ପର୍ଯ୍ୟଟକମାନେ ସୁବିଧାରେ ଆସିପାରିବେ ବୋଲି କହିଛନ୍ତି ନବୀନ । ଏଥିପାଇଁ ରାଜ୍ୟ...
ସ୍ୱାଗତମ ୨୦୨୧
ମେଲାଣୀ ନେଇଛି ୨୦୨୦ । ୨୦୨୦ରେ ମିଳିଛି କମ୍ , ହରାଇବାକୁ ପଡିଛି ଅନେକ । ରାତିର ଘଣ୍ଟା କଣ୍ଟାରରେ ୧୨ ହେବା ମାତ୍ରେ ପାଦ ଥାପିଥିଲା ନୂତନ ବର୍ଷ ୨୦୨୧ । ଦୁର୍ଦ୍ଦଶାର ବର୍ଷ ୨୦୨୦କୁ ପଛକୁ...
ନୂଆବର୍ଷ ରାତିରେ ନାଇଟ୍ କର୍ଫ୍ୟୁ
ଜିରୋ ନାଇଟ୍ ପାଳନକୁ ରାଜ୍ୟ ସରକାର ବାରଣ କରିଥିବା ବେଳେ ଆଜି ରାତିରେ କର୍ଫ୍ୟୁ ଜାରି କରିଛନ୍ତି ସରକାର । ରାତି ଦଶଟାରୁ ସକାଳ ପାଞ୍ଚଟା ପର୍ଯ୍ୟନ୍ତ କର୍ଫ୍ୟୁ ଜାରି କରାଯିବ ବୋଲି ଏସଆରସି ପ୍ରଦୀପ ଜେନା ସୂଚନା ଦେଇଛନ୍ତି...
ଖୋଲିବ ସିନେମା ହଲ୍, ନୂଆବର୍ଷରୁ ନୂଆ ନିୟମ
ରାଜ୍ୟ ସରକାର ଜାନୁଆରୀ 2021 ପାଇଁ କରୋନା ନିୟମ ଜାରି କରିଛନ୍ତି । ଏହି ନୂଆ ନିୟମରେ ସିନେମା ହଲ୍ ଖୋଲିବାକୁ ରାଜ୍ୟ ସରକାର ଅନୁମତି ଦେଇଛନ୍ତି । ପଚାଶ ପ୍ରତିଶତ ଦର୍ଶକଙ୍କୁ ନେଇ ସିନେମା ହଲ୍ ଖୋଲିପାରିବ ।...
୧ କ୍ୱିଣ୍ଟାଲ ନକଲି ପନିର ଜବତ
ବଜାରରେ ଏବେ ସବୁ ଖାଦ୍ୟ ସାମଗ୍ରୀ ନକଲି । ନକଲି ମସଲା, ଘିଅ, ହଳଦୀ ପରେ ଏବେ ଜବତ ହୋଇଛି ୧ କ୍ୱିଣ୍ଟାଲ ନକଲି ପନିର୍ । ତାହା ପୁଣି କଟକରୁ । ଭାଇଚାରା ସହରରେ ସବୁ ଭେଜାଲ୍ ।...
ଅକ୍ସଫୋର୍ଡ ଟୀକାକୁ ଅନୁମତି ଦେଲା ବ୍ରିଟେନ୍
କରୋନା ପ୍ରତିଷେଧକ ଟୀକା ପାଇଁ ସାରା ଦୁନିଆରେ କସରତ ଚାଲିଥିବା ବେଳେ ଅକ୍ସଫୋର୍ଡ ଆଷ୍ଟ୍ରାଜେନିକା ଟୀକାକକୁ ଅନୁମତି ଦେଇଛି ବ୍ରିଟେନ । ବ୍ରିଟେନ ଏହି ଟୀକାକୁ ଅନୁମତି ଦେବା ସହ ଦଶକୋଟି ଡୋଜ୍ ମଧ୍ୟ ମଗାଇଛି । ବ୍ରିଟେନ ସ୍ବାସ୍ଥ୍ୟ...


















