ପରିବାରକୁ ନଜଣାଇ କାହିଁକି ଦୁଷ୍କର୍ମ ପୀଡିତାଙ୍କ ଶବଦାହ କଲା ପୋଲିସ
ଉତ୍ତରପ୍ରଦେଶ ହାଥରସର ଘଟଣା ଏବେ ସମସ୍ତଙ୍କ ମନକୁ ଆନ୍ଦୋଳିତ କରୁଛି । ଜଣେ ଦଳିତ ଯୁବତୀଙ୍କୁ ଦୁଷ୍କର୍ମ କରି ଅତି ନିର୍ମମ ଭାବେ ହତ୍ୟା କରାଯିବା ଘଟଣାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ସବୁଠାରୁ ଦୁର୍ଭାଗ୍ୟର କଥା...
ବିରୋଧ ଭିତରେ ପାରିତ ହେଲା ସଂକ୍ରାମକ ରୋଗ ସଂଶୋଧନ ବିଲ୍
ବିଧାନସଭାରେ ପାରିତ ହେଲା ସଂକ୍ରାମକ ରୋଗ ସଂଶୋଧନ ବିଲ୍ । ବିରୋଧୀଙ୍କ ବିରୋଧ ସତ୍ତ୍ବେ ଗୃହରେ ଏହି ବିଲ୍ ପାରିତ ହୋଇଛି । ପୂର୍ବରୁ ଥିବା ସଂକ୍ରାମକ ରୋଗ ଆଇନକୁ ସଂଶୋଧନ କରିବା ପାଇଁ ଏହି ବିଲ୍ ସରକାର ଆଗତ...
ପୁଣି ସାମ୍ନାକୁ ଆସିଲା ଲୋମଟାଙ୍କୁରା ଦୁଷ୍କର୍ମ ଘଟଣା
ଆଉ କେତେ ଅସୁରକ୍ଷିତ ରହିବେ ନାରୀ? ପ୍ରତିଦିନ କେଉଁଠି ନା କେଉଁଠି ଦୁଷ୍କର୍ମର ଶିକାର ହେଉଛି ନାରୀ । ଦୁଷ୍କର୍ମ କରି ପ୍ରମାଣ ନଷ୍ଟ କରିବାକୁ ସଇତାନ ପାଲଟି ଯାଉଛି ଦୁଷ୍ମର୍ମକାରୀ । ଖିନ୍ ବିନ୍ କରି ପୀଡିତାର...
୩୦ ଜିଲ୍ଲାରୁ ୩୪୪୩ ପଜିଟିଭ୍ ଚିହ୍ନଟ
ରାଜ୍ୟରେ ଆଜି ୩୪୪୩ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟିନ୍ ସେଣ୍ଟରରୁ ୨୦୧୭ ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ଲୋକାଲ କେସ୍ ରହିଛି ୧୪୨୬ । ଖୋର୍ଦ୍ଧାରୁ ୬୦୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି କଟକରୁ ୩୫୯...
ବାବ୍ରୀ ରାୟ: ସମସ୍ତ ଅଭିଯୁକ୍ତ ନିର୍ଦ୍ଦୋଷ
ବହୁ ଚର୍ଚ୍ଚିତ ବାବ୍ରୀ ମସଜିଦ୍ ଭଙ୍ଗା ମାମଲାର ଆସିଲା ରାୟ । ସମସ୍ତ ୩୨ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଶ ଘୋଷଣା କଲେ କୋର୍ଟ । ଲକ୍ଷ୍ନୌ ସିବିଆଇ ସ୍ପେଶାଲ କୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ ଘୋଷଣା । ଦୋଷୀ ସାବ୍ୟସ୍ତ ପାଇଁ...
ସ୍ତ୍ରୀକୁ ନିର୍ଯାତନା ଦେଇ ଗିରଫ ହେଲେ ଡେପୁଟି କଲେକ୍ଟର
ଡେପୁଟି କଲେକ୍ଟରଙ୍କୁ ମହଙ୍ଗା ପଡିଲା ସ୍ତ୍ରୀକୁ ନିର୍ଯାତନା ଦେବା । ପତ୍ନୀକୁ ନିର୍ଯାତନା ଦେବା ଅଭିଯୋଗରେ ଝାରସୁଗୁଡା ଟାଉନ ଥାନା ପୋଲିସ ବୌଦ୍ଧ ଡେପୁଟି କଲେକ୍ଟରଙ୍କୁ ଗିରଫ କରିଛି । ବୌଦ୍ଧ ଡେପୁଟୀ କଲେକ୍ଟର ଶରତ ବାଗ୍ ନିଜ...
ବୌଦ୍ଧ ବିଧାୟକ ମହୀଧରଣା କରୋନା ପଜିଟିଭ୍
ରାଜ୍ୟରେ ଦିନକୁ ଦିନ ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । କହିବାକୁ ଗଲେ ଏବେ ଘରେ ଘରେ କରୋନା ପ୍ରବେଶ କରିସାରିଲାଣି । ସେହିପରି ବିଧାନସଭାକୁ କରୋନା କବଳରୁ ରକ୍ଷା କରିବା ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଲେ ।...
ସୁଶାନ୍ତଙ୍କ ମୃତ୍ୟୁର କାରଣ ବିଷ ନୁହେଁ
ଚର୍ଚ୍ଚା ଲାଗି ରହୁଥିଲା କି ସୁଶାନ୍ତଙ୍କ ମୃତ୍ୟୁର କାରଣ ବିଷ ହୋଇଥିବ । ଅର୍ଥାତ ବିଷ ଦ୍ୱାରା ସୁଶାନ୍ତ ସିଂଙ୍କୁ ହତ୍ୟା କରାଯାଇଛି । ଏହି କଥାରେ ଆଜି ପୂର୍ଣ୍ଣଛେଦ ପଡିଛି । ସୁଶାନ୍ତ ସିଂ ରାଜପୁତ ମାମଲାରେ...
କରୋନା କଟକଣା ମଧ୍ୟରେ ଆରମ୍ଭ ହେଲା ମୌସୁମୀ ଅଧିବେଶନ
ବିଧାନସଭା ମୌସୁମୀ ଅଧିବେଶନ ଆରମ୍ଭ । କରୋନା କଟକଣା ମଧ୍ୟରେ ଆରମ୍ଭ ହୋଇଛି ଅଧିବେଶନ । ନବୀନ ନିବାସରୁ ଭିଡିଓ କନଫରେନ୍ସିଂରେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେହିପରି କୋଭିଡ ଆକ୍ରାନ୍ତ ୬ ବିଧାୟକ ଲୋକସେବା ଭବନରୁ...
୧୫ମୃତ, ୩୦୬୭ ପଜିଟିଭ୍ ଚିହ୍ନଟ
ରାଜ୍ୟରେ ଆଜି ୩୦୬୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୩୦୬୭ ପଜିଟିଭ୍ ମଧ୍ୟରୁ କ୍ୱାରେଣ୍ଟିନ ସେଣ୍ଟରରୁ ୧୮୦୯ ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ଲୋକାଲ କେସ୍ ରହିଛି ୧୨୫୮ । ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ...
















