27.1 C
Bhubaneswar
Saturday, August 15, 2026
-Advertisement-

ସିବିଏସଇ ଦଶମ ରେଜଲ୍ଟ:ଛାତ୍ରଙ୍କୁ ପଛରେ ପକାଇଲେ ଛାତ୍ରୀ

ସିବିଏସଇ ଦଶମଶ୍ରେଣୀ ପରୀକ୍ଷାଫଳ ଆଜି ପ୍ରକାଶ ପାଇଛି । www.cbseresults.nic.in/results.nic.in ଏହି ୱେବସାଇଟ ମାଧ୍ୟମରେ ଛାତ୍ରଛାତ୍ରୀ ମାନେ ନିଜର ପରୀକ୍ଷାଫଳ ପାଇପାରିବେ । କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରୀ ରମେଶ ପୋଖରିଆଲ ଟ୍ୱିଟ କରି ଏହି ଘୋଷଣା କରିଥିଲେ ।...

୩ ମୃତ , ୬୧୮ ପଜିଟିଭ୍ ଚିହ୍ନଟ

ରାଜ୍ୟରେ କରୋନାରେ ଆଉ ୩ ଜଣଙ୍କ ଜୀବନ ଯାଇଛି । ଗଞ୍ଜାମ ଜିଲ୍ଲାରୁ ୨ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଭୁବନେଶ୍ୱରରୁ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଗଞ୍ଜାମରେ ଜଣେ ୬୫ ବର୍ଷ ବୟସ୍କ ପୁରୁଷଙ୍‌କ ର ମୃତ୍ୟୁ ହୋଇଛି...

ଭୁବନେଶ୍ୱରରୁ ୫୧ ପଜିଟିଭ୍

ଭୁବନେଶ୍ୱର ମହାନଗର ଅଞ୍ଚଳରେ ଆଉ ୫୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୫୧ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟନରୁ ୩୫ ଚିହ୍ନଟ ହୋଇଥିବାବେଳେ ଲୋକାଲ କଣ୍ଟାକ୍ଟ ୧୬ ରହିଛି । ସରକାରୀ ହସ୍ପିଟାଲର ଜଣେ ପୁରୁଷ, ଜଣେ ମହିଳା କର୍ମଚାରୀ ଲୋକାଲ...

ଆଇପିଏସ ସ୍ତରରେ ଅଦଳବଦଳ

ଆଇପିଏସ୍ ସ୍ତରରେ ବଡ଼ ଧରଣର ଅଦଳବଦଳ । ଭୁବନେଶ୍ୱର ଓ କଟକରେ ବଦଳି ହୋଇଛନ୍ତି ଡ଼ିସିପି । ଉମାଶଙ୍କର ଦାଶ ହୋଇଛନ୍ତି ଭୁବନେଶ୍ୱର ଡ଼ିସିପି ଯିଏକି ପୁରୀ ଏସପି ଥିଲେ । ଏବଂ ପ୍ରତୀକ ସିଂହ ହୋଇଛନ୍ତି କଟକ ...

ଆଦିତ୍ୟ ମୃତ୍ୟୁ ମାମଲା: ପୋଲିସ ହାତରେ ସିସିଟିଭି ଫୁଟେଜ୍

ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁକୁ ନେଇ ଏବେ ବି ଲାଗି ରହିଛି ସସପେନ୍ସ । ମୃତ୍ୟୁକୁ ୭ଦିନ ବିତି ଯାଇଥିଲେ ବି ଏପର୍ଯ୍ୟନ୍ତ ଆଦିତ୍ୟଙ୍କ ମୃତ୍ୟୁର କାରଣ ଜଣାପଡି ନାହିଁ । ତେବେ ପୋଲିସ ତଦନ୍ତ ଜାରି ରଖିଥିବାବେଳେ ଆଦିତ୍ୟଙ୍କ...

୪ ମୃତ, ୫୪୩ ପଜିଟିଭ୍ ଚିହ୍ନଟ

ଦିନକୁ ଦିନ ରାଜ୍ୟରେ କରୋନା ମୃ୍‌ତ୍ୟୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଆଜି ପୁଣି ୪ ଜଣଙ୍କର ମୃତ୍ୟୁ ହୋଇଛି । କଟକ, ଭୁବନେଶ୍ୱର, ଖୋର୍ଦ୍ଧା, ଗଞ୍ଜାମରେ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଆଖି ବୁଜିଛନ୍ତି । କଟକରେ...

କ୍ୱାରେଣ୍ଟିନ୍ କମ୍‌, ଲୋକାଲ୍ ବେଶି: ଭୁବନେଶ୍ୱରରୁ ୧୪ ପଜିଟିଭ୍

ଦିନକୁ ଦିନ ଭୟଙ୍କର ରୂପ ନେଉଛି କରୋନା । ରାଜ୍ୟରେ ସଙ୍କ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଭୁବନେଶ୍ୱରରେ ଆଜି ୧୪ଜଣ କରୋନା ସଂଙ୍କ୍ରମିତ ଚିହ୍ନଟ ହୋଇଛନ୍ତି । ସେଥି ମଧ୍ୟରୁ ୧୦ ଲୋକାଲ କେସ୍ ରହିଥ ୪...

୬ ମୃତ, ୬୧୬ ପଜିଟିଭ୍ ଚିହ୍ନଟ

ଆଜି ରାଜ୍ୟରେ କରୋନାରେ ପୁଣି ୬ ଜଣଙ୍କର ମୃତ୍ୟୁ ହୋଇଛି । ଗଞ୍ଜାମ ରୁ ୪ ,ଭୁବନେଶ୍ୱର ଓ କଟକରୁ ଜଣେ ଲେଖାଏଁ ମୃତ୍ୟୁବରଣ କରିଛନ୍ତି । ରାଜ୍ୟରେ ମୋଟ କରୋନା ସଂଙ୍କ୍ରମିତଙ୍କ ମୃତ୍ୟୁ ସଂଖ୍ୟା ୭୦କୁ ବୃଦ୍ଧି ପାଇଛି...

ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଓ ଝିଅ ଆରାଧ୍ୟା କରୋନା ପଜିଟିଭ୍

ଅମିତାଭ ବଚ୍ଚନଙ୍କ ପରିବାରର ୪ ଜଣଙ୍କୁ କରୋନା । ଐଶ୍ୱର୍ଯ୍ୟା ରାୟ ଓ ଝିଅ ଆରଧ୍ୟା ରାୟ କରୋନାରେ ଆକ୍ରାନ୍ତ । ରିପୋର୍ଟ ପଜିଟିଭ୍ ନେଇ ବିଏମସି ସରକାରୀ କମିଶନରଙ୍କ ସୂଚନା । କାଲି ଅମିତାଭ ଓ...

କଟକରୁ ହଟିବ ସଟ୍ ଡାଉନ୍

କଟକ ମହାନଗର ନିଗମ ଅଞ୍ଚଳରୁ ହଟିବ ସଟ୍ ଡାଉନ୍ । ଆସନ୍ତାକାଲି ଠାରୁ ସଟ୍ ଡାଉନ୍ ହଟିବା ନେଇ ସିଏମସି ପକ୍ଷରୁ ସୂଚନା । କାଲିଠୁ ସକାଳ ୫ଟାରୁ ସନ୍ଧ୍ୟା ୬ଯାଏଁ ଖୋଲା ରହିବ ଦୋକାନ ବଜାର । ସହରରେ...
- Advertisement -

Latest article

¿Se pueden tener dos cuentas en Golisimo? Normas sobre duplicados explicadas

ÍndiceLa Política Oficial de Golisimo sobre Múltiples CuentasProcedimiento para Solicitar el Cierre o Fusión de una Cuenta DuplicadaCasos Especiales y Excepciones a la ReglaConsecuencias...

Lucky7 Complaint Response Time Trends

ContentsCommon Issues and Expected Initial Response TimesThe Step-by-Step Process for Submitting a ComplaintFactors That Influence Resolution SpeedWhat to Do If Your Complaint is DelayedBest...

Bonus di Benvenuto Kyngs Deposito Minimo Spiegato

IndiceCos'è il Deposito Minimo per il Bonus di Benvenuto?Guida Passo-Passo per Reclamare il BonusMetodi di Pagamento e Tempi di ElaborazioneTermini e Condizioni Chiave da...