୪ ମୃତ , ୭୧୮ ପଜିଟିଭ୍ ଚିହ୍ନଟ
ଦିନକୁ ଦିନ ଭୟଙ୍କର ରୂପ ଧାରଣ କରୁଛି ମହାମାରୀ କରୋନା । ଆଜି ପୁଣି କରୋନାରେ ଆଖି ବୁଜିଛନ୍ତି ୪ ଜଣ । ଗଞ୍ଜାମରୁ ୨, ଗଜପତି ଓ ଅନୁଗୁଳରୁ ଜଣେ ଲେଖାଏଁ ଆଖି ବୁଜିଛନ୍ତି । ଗଞ୍ଜାମର ୨...
କାହିଁକି ଭାରତର ତାରିଫ କଲେ ବିଲ ଗେଟ୍ସ
ଭାରତର ପୁଣି ତାରିଫ କଲେ ବିଲ ଗେଟ୍ସ । “ପୁରା ଦେଶରେ କରୋନା ରାଜ୍ କରୁଥିଲେ ମଧ୍ୟ ଇଣ୍ଡିଆର ଫାର୍ମାସ୍ୟୁଟିକାଲ କମ୍ପାନି ଏତେ ସୁଦୃଢ ଅଛି ଯେ, ନିଜ ଦେଶର ଚାହିଦା ମେଣ୍ଟାଇବା ସହ ପୁରା ବିଶ୍ୱକୁ କରୋନା ଭାକ୍ସିନ୍...
କଟକ ବ୍ୟବସାୟୀଙ୍କ ମୁହଁରେ ସୁନାର ମାସ୍କ
ମାସ୍କ ଏବେ ଆମର ପୋଷାକ ପତ୍ର ଭଳି ଆବଶ୍ୟକ ସାମଗ୍ରୀରେ ପରିଣତ ହୋଇସାରିଲାଣି । କରୋନା ପାଇଁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ । ଏଥିପାଇଁ ସରକାର ଆଇନକାନୁନରେ ମଧ୍ୟ ସଂଶୋଧନ କଲେ । ମାତ୍ର ୪ ମାସ ଧରି କରୋନା...
ଭୁବନେଶ୍ୱରରୁ ୬୦ ପଜିଟିଭ୍ ଚିହ୍ନଟ
ଆଜି ଭୁବନେଶ୍ୱରରୁ ୬୦ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।୧୪୦ କ୍ୱାରେଣ୍ଟିନ୍ ସେଣ୍ଟରରୁ ଚିହ୍ନଟ ହୋଇଥିବାବେଳେ ୨୦ ଲୋକାଲ କେସ୍ ରହିଛି । ଭୀମଟାଙ୍ଗୀ, ଜାଗମରା, ବମିଖାଲ, ପଟିଆ ରେଲୱେ ଷ୍ଟେସନ, ନୟାପଲ୍ଲୀ ବେହେରା ସାହି, ନୟାପଲ୍ଲୀ ଆଇଆରସି ଭିଲେଜ,...
୨ ମୃତ, ୪୯୪ ପଜିଟିଭ୍ ଚିହ୍ନଟ
ରାଜ୍ୟରେ କରୋନାରେ ଆଜି ପୁଣି ଦୁଇ ଜଣ ଆଖି ବୁଜିଛନ୍ତି । ଏହି ଦୁଇ ମୃତକ ଗଞ୍ଜାମର । ଗଞ୍ଜାମରେ ମୃତ୍ୟୁ ସଂଖ୍ୟା ୪୮କୁ ବୃଦ୍ଧି ପାଇଛି । ଦୁଇ ମୃତକ ପୁରୁଷ । ଏବଂ ଏହି ଦୁଇ ଜଣଙ୍କର...
କୋଭିଡ଼ ମୁକାବିଲା ସମୟରେ ରକ୍ତଦାନ ଶିବିର ଅନୁଷ୍ଠିତ
ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ବିସିପଡା ପଂଚାୟତ ନୋଡ଼ାଲ ଅପ ସ୍କୁଲରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । କରୋନା କଟକଣାକୁ ମାନି ରକ୍ତଦାତା ରକ୍ତଦାନ କରିଥିଲେ ।ଏଥିରେ ସ୍ଥାନୀୟ ସରପଞ୍ଚ ପିଙ୍କି ବିଶି ଓ ଧର୍ମଶାଳା ଫାଣ୍ଡି ଅଧିକାରୀ...
ରାଜ୍ୟରେ ସୁସ୍ଥ ହେଲେ ୬୧୨
ରାଜ୍ୟରେ ଦିନକୁ ଦିନ ପଜିଟିଭଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏପଟେ ଆଶ୍ୱସ୍ତିକର ଖବର ମଧ୍ୟ ସାମ୍ନାକୁ ଆସୁଛି । ଯାହା ଫଳରେ ଲୋକମାନେ ବି ଟିକେ ଆଶ୍ୱସ୍ତି ପାଉଛନ୍ତି । ଆଜି ପୁଣି ରାଜ୍ୟରେ ସୁସ୍ଥ ହୋଇଛନ୍ତି ୬୧୨...
ରାଜ୍ୟରେ ଉଦଘାଟନ ହେଲା ପ୍ଲାଜମା ଥେରାପି
ରାଜ୍ୟରେ ଉଦଘାଟନ ହେଲା ପ୍ଲାଜମା ଥେରାପି । କଟକ ଏସସିବି ମେଡିକାଲରେ ଉଦଘାଟନ ହୋଇଛି ପ୍ଲାଜମା ଥେରାପି । ଭିଡିଓ କନଫରେନସିଂରେ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଉଦଘାଟନ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, କରୋନା ବିରୋଧୀ ଆମ...
ନିଆଁ କେମିତି ଏବଂ କାହିଁକି ଲାଗୁଛି
ଆପେ ଆପେ ଲାଗିଯାଉଛି ନିଆଁ । ହଠାତ୍ ପୋଡି ଯାଉଛି ଆସବାବପତ୍ର । ପ୍ୟାଣ୍ଟସାର୍ଟ, ଲୁଗାପଟା, କାଗଜପତ୍ର, ଠାକୁରଙ୍କ ମୂର୍ତ୍ତି , ସବୁ ଜଳି ପୋଡି ପାଉଁଶ ହୋଇଯାଉଛି । କୋଉଠୁ ଆସୁଛି ନିଆଁ । ନିଆଁ କେମିତି ଏବଂ...
ଭୁବନେଶ୍ୱରରେ ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା : ଆଜି ୯୦ ପଜିଟିଭ୍
ଭୁବନେଶ୍ୱର ମହାନଗର ଅଞ୍ଚଳରେ ଆଉ ୯୦ ଆକ୍ରାନ୍ତ ଚିହ୍ନଟ । ୯୦ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୬୩ ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ଲୋକାଲ କଣ୍ଟାକ୍ଟ ୨୭ ରହିଛି । ବିଜେବିନଗର, ଜାଗମରା, ଲକ୍ଷ୍ମୀସାଗର , ଘାଟିକିଆ, ବିଶେଶ୍ୱର ବସ୍ତି, କୋଳଥିଆ...















