ଓଡ଼ିଶାରେ ଆଉ ୩ ମୃତ, ୫୯୫ କରୋନା ଆକ୍ରାନ୍ତ ଚିହ୍ନଟ
ଓଡ଼ିଶାରେ କରୋନା ଆକ୍ରାନ୍ତରେ ୩ଜଣଙ୍କ ମୃତ୍ୟୁ ହୋଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ମୃତକ ସମସ୍ତ ୩ ଜଣ ଗଞ୍ଜାମ ଜିଲ୍ଲାର ବୋଲି ସୂଚନା ମିଳିଛି। ଏହାସହ ରାଜ୍ୟରେ କରୋନା...
କରୋନା ଛଡାଇନେବ ମୋବାଇଲରୁ ଚାର୍ଜର
ଟେଲିଫୋନ ବଜାରରେ କରୋନା ମାଡ । ବଜାରରୁ ଚାଇନା ଜିନିଷ ହଟିବା ପରେ ଏବେ ମୋବାଇଲ୍ ବଜାରରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳିଛି । ଆଉ ଏଣିକି ମୋବାଇଲ୍ ସହ ଚାର୍ଜର ଆସିବ ନାହିଁ , ନୂଆ ମୋବାଇଲ୍ କିଣିଲେ...
ଆଜି ଭୁବନେଶ୍ୱରରୁ ୩୮ ପଜିଟିଭ୍
ଭୁବନେଶ୍ୱରରେ ଆଉ ୩୮ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ୩୮ରୁ ୨୬ କ୍ୱାରେଣ୍ଟିନ୍ , ୧୨ ଲୋକାଲ କେସ୍ ରହିଛି । କଳିଙ୍ଗ ନଗର, ପୋଖରୀପୁଟ , ଭୀମଟାଙ୍ଗିରୁ ଜଣେ ଲେଖାଏଁ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ବିଡିଏ...
୧୯ ଜିଲ୍ଲାରୁ ୫୭୦ କରୋନା ପଜିଟିଭ୍ ଚିହ୍ନଟ
ରାଜ୍ୟରେ ବେକାବୁ କରୋନା । ଧିରେ ଧିରେ କରୋନା ତାର କରାଳ ରୂପ ଦେଖାଇବାରେ ଲାଗିଲାଣି । କରୋନାରେ ଆଜି ୫ ଜଣଙ୍କର ମୃତ୍ୟୁ ହୋଇଛି । ଗଞ୍ଜାମରୁ ୨ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ପୁରୀ, ଭୁବନେଶ୍ୱର, କଟକରୁ ଜଣେ...
ସୁଶାନ୍ତଙ୍କ ଶେଷ ଫିଲ୍ମ ‘ଦିଲ୍ ବେଚାରା’ର ଟାଇଟେଲ ଟ୍ରାକ୍ ରିଲିଜ୍
ରିଲିଜ୍ ହୋଇଛି ସୁଶାନ୍ତ ସିଂଙ୍କ ଶେଷ ଫିଲ୍ମ ‘ଦିଲ୍ ବେଚାରା’ର ଟାଇଟେଲ୍ ଟ୍ରାକ୍ । ଏହି ଟାଇଟେଲ ସଙ୍ଗରେ ସୁଶାନ୍ତଙ୍କ ଦମଦାର ଡ୍ୟାନ୍ସ ଦେଖିବାକୁ ପାଇବେ ଦର୍ଶକ । ସଙ୍ଗ୍ରେ ସୁଶାନ୍ତଙ୍କ ଜବରଦସ୍ତ ଏଣ୍ଟ୍ରି ଦେଖିବାକୁ ମିଳିଛି । ତେବେ...
ଏନକାଉଣ୍ଟରରେ ମୋଷ୍ଟୱାଣ୍ଟେଡ଼୍ ମୃତ
ଏନକାଉଣ୍ଟରରେ ବହୁଚର୍ଚ୍ଚିତ ଗ୍ୟାଙ୍ଗଷ୍ଟର ବିକାଶ ଦୁବେଙ୍କ ମୃତ୍ୟୁ । ୟୁପି ପୋଲିସ୍ ର ସ୍ପେସିଆଲ ଟାସ୍କ ଫୋର୍ସ ଏନ୍କାଉଣ୍ଟର କରିଛି । ଗତ ସପ୍ତାହରେ ପୋଲିସ୍ ସହ ଗୁଳି ବିନିମୟ ବେଳେ ୮ ଜଣ ପୋଲିସ୍ଙ୍କୁ ଗୁଳି...
ଆଜି ସର୍ବାଧିକ ୭୫୫ ପଜିଟିଭ୍ ଚିହ୍ନଟ
ରାଜ୍ୟରେ ଆଜି ଆଉ ୪ ମୁଣ୍ଡ ନେଲା କରୋନା । ସମସ୍ତ କରୋନା ମୃତକ ଗଞ୍ଜାମ ଜିଲ୍ଲାର । ଗଞ୍ଜାମ ଜିଲ୍ଲାରେ ମୃତ୍ୟୁସଂଖ୍ୟା ୩୪କୁ ବୃଦ୍ଧି । ରାଜ୍ୟରେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୫୬କୁ ବୃଦ୍ଧି ପାଇଛି ।...
ଗିରଫ ହେଲେ ରସିକିଆ ଆୟୁଷ ନିର୍ଦ୍ଦେଶକ
ଗିରଫ ହେଲେ ଆୟୁଷ ନିର୍ଦ୍ଦେଶକ ବିଭୂପ୍ରସାଦ ଷଡଙ୍ଗୀ I ଜଣେ ମହିଳା କର୍ମଚାରୀଙ୍କୁ ମୋବାଇଲରେ ଅଶ୍ଲୀଳ ମେସେଜ ଓ ଭିଡିଓ ପଠାଇବା ଅଭିଯୋଗରେ ଗିରଫ କରିଛି ମହିଳା ଥାନା ପୋଲିସ I ଆୟୁଷ ନିର୍ଦ୍ଦେଶକ ବିଭୂପ୍ରସାଦଙ୍କ ବିରୋଧରେ ମହିଳା କର୍ମଚାରୀ...
ଜୁଲାଇ ୧୧ ,୧୩ରେ ବାହାରିବନି ରେଜଲ୍ଟ
ଆସନ୍ତା ଜୁଲାଇ ୧୩ ତାରିଖରେ ସିବିଏସଇର ଦଶମ ଶ୍ରେଣୀ ପରୀକ୍ଷା ଫଳ ବାହାରିବ ବୋଲି ପ୍ରକାଶିତ ସମ୍ବାଦ ସତ୍ୟ ନୁହେଁ । ସେହିପରି ୧୧ ତାରିଖରେ ସିବିଏସଇର ଦ୍ୱାଦଶ ଶ୍ରେଣୀର ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ଖବର ପ୍ରସାରଣ...
ପୋଲିସ ପଞ୍ଝାରେ ଗ୍ୟାଙ୍ଗଷ୍ଟାର ବିକାଶ
ଶେଷରେ ପୋଲିସ ପଞ୍ଝାରେ ଗ୍ୟାଙ୍ଗଷ୍ଟାର ବିକାଶ ଦୁବେ । ଉତ୍ତରପ୍ରଦେଶର କାନପୁରରେ ପୁର୍ବ ସପ୍ତାହ ରେ ୮ ଜଣ ପୋଲିସ ଙ୍କୁ ହତ୍ୟା କରିକରିଥିବା ଗ୍ୟାଙ୍ଗଷ୍ଟାର ବିକାଶ ଦୁବେଙ୍କୁ ଗିରଫ କରିଛି ପୋଲିସ । ବିକାଶଙ୍କ ନାମରେ ବଡ ବଡ...














