27.1 C
Bhubaneswar
Friday, August 14, 2026
-Advertisement-

କରୋନା କବଳରୁ କେମିତି ମୁକୁଳିଲେ ଶିବାଶିଷ

ବ୍ରହ୍ମପୁର : ଘରକୁ ଫେରିଛନ୍ତି ଶିବାଶିଷ ନାୟକ । କରୋନା ଆକ୍ରାନ୍ତ ଥିବା ଡାଇମଣ୍ଡ ପ୍ରିନ୍ସେସ ଜାହାଜରେ ଫସି ରହିଥିଲେ ବ୍ରହ୍ମପୁର ଯୁବ ଇଞ୍ଜିନିୟର ଶିବାଶିଷ । ସୂଚନାଥାଉକି ବ୍ରହ୍ମପୁର ପନ୍ଦରା ସାହିର ଶିବାଶିଷ ନାୟକ ଫେବୃୟାରୀ ୪...

କରୋନା ଭାଇରସକୁ ନେଇ ମିଛ ଖବର ଦେଉଥିଲେ , ଧରାପଡି ଜେଲ ଗଲେ ଯୁବକ

ମହଙ୍ଗା ପଡିଲା କରୋନା ସମ୍ପର୍କରେ ସୋସିଆଲ ମିଡିଆରେ ଗୁଜବ ପ୍ରଚାର । ଗୁଜବ ପ୍ରଚାର କରି ଗିରଫ ହେଲେ ଯୁବକ । ରାୟଗଡା ଜିଲ୍ଲାରେ କରୋନା ପହଁଞ୍ଚିବା ନେଇ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ ଯୁବକ ଜଣକ । ଖାଲି...

ମହଙ୍ଗା ଭତ୍ତା 5% ବୃଦ୍ଧି

ଭୁବନେଶ୍ୱର : ପେନସନଧାରୀଙ୍କ ପାଇଁ ଆସିଯାଇଛି ଖୁସି ଖବର I ରାଜ୍ୟସରକାର ପେନସନଧାରୀଙ୍କ ପାଇଁ ମହଙ୍ଗା ଭତ୍ତା 5ପ୍ରତିଶତ ବୃଦ୍ଧି କରିଛନ୍ତି I ଏନେଇ ଗତକାଲି ରାଜ୍ୟ ଅର୍ଥ ବିଭାଗ ପକ୍ଷରୁ ଘୋଷଣା କରାଯାଇଛି I ରାଜ୍ୟସରକାରଙ୍କ ଅବସରପ୍ରାପ୍ତ କର୍ମଚାରୀମାନେ...

ଆଇପିଏଲ ମ୍ୟାଚ ରଦ୍ଦ

ନୂଆଦିଲ୍ଲୀ : ଆଇପିଏଲରେ କରୋନାର କଳା ଛାୟା । ଦିଲ୍ଲୀରେ ଖେଳାଯିବ ନାହିଁ ଆଇପିଏଲ । ଦିଲ୍ଲୀ ସରକାର ଆଇପିଏଲ ମ୍ୟାଚ ରଦ୍ଦ କରିଛନ୍ତି । ଆଇପିଏଲ ମ୍ୟାଚକୁ ଏପ୍ରିଲ ୧୫ ତାରିଖ ଯାଏଁ ଘୁୁଞ୍ଚା ଯାଇଛି...

ବିଧାୟକ କୁଲଦୀପ ସେନଗରଙ୍କୁ ୧୦ବର୍ଷ ଜେଲ ଦଣ୍ଡ ସହ ୧୦ଲକ୍ଷ ଟଙ୍କା ଜରିମାନା

ନୂଆଦିଲ୍ଲୀ : ବହୁଚର୍ଚ୍ଚିତ ଉନ୍ନାଓ ବଳାତ୍କାର ପୀଡିତାଙ୍କ ବାପାଙ୍କୁ ହତ୍ୟା ମାମଲାରେ ବିଧାୟକ କୁଲଦୀପ ସେନଗରଙ୍କୁ ସୁପ୍ରିମକୋର୍ଟ ଆଜି ମାମଲାର ଶୁଣାଣୀ କରି୧୦ବର୍ଷ ଜେଲ ଦଣ୍ଡ ସହ ୧୦ଲକ୍ଷ ଟଙ୍କା ଜରିମାନା କରିଛନ୍ତି । ସୂଚନାଥାଉକି ୨୦୧୭ରେ ପିଡିତାଙ୍କୁ ଅପହରଣ...

ନମସ୍କାର ଟ୍ରେଣ୍ଡ : ବିଶ୍ୱରେ ଭାରତର ସଂସ୍କୃତି

ନୂଆଦିଲ୍ଲୀ: ଭାରତର ସଂସ୍କୃତି ଏବେ ସାରା ବିଶ୍ୱରେ ଟ୍ରେଣ୍ଡ ପାଲଟିଛି । ସମଗ୍ର ବିଶ୍ୱ ଏବେ ଆପଣାଉଛନ୍ତି ଭାରତର ସଂସ୍କୃତି । କରୋନା କବଳରୁ ବର୍ତ୍ତିବା ପାଇଁ ହ୍ୟାଣ୍ଡସେକ ବଦଳରେ କରୁଛନ୍ତି ନମସ୍କାର । ସାଧାରଣତଃ ଭାରତୀୟ ସଂସ୍କୃତିରେ ଲୋକେ...

କରୋନା ପାଇଁ ସ୍କୁଲ ବନ୍ଦ କଲେ ସରକାର

କରୋନାକୁ ରାଜ୍ୟ ବିପର୍ଯ଼୍ୟୟ ଭାବେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ I ବିଧାନସଭାରେ କରୋନା ମୁକାବିଲା ସଂପର୍କରେ ସୂଚନା ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା ଘୋଷଣା କରିଛନ୍ତି I ମାର୍ଚ୍ଚ 31 ତାରିଖ ପର୍ଯ଼୍ୟନ୍ତ ସରକାର ସ୍କୁଲ, କଲେଜ ବନ୍ଦ...

ଗୁଗୁଲ କର୍ମଚାରୀ କରୋନା ଆକ୍ରାନ୍ତ

ବାଙ୍ଗାଲୋର :ଏବେ କରୋନା ତାଲିକାରେ ଜଣେ ଗୁଗୁଲର କର୍ମଚାରୀ । ଗୁଗୁଲର ବାଙ୍ଗାଲୋର ଅଫିସରେ ଜଣେ କର୍ମଚାରୀ କରୋନା ଆକ୍ରାନ୍ତ ଥିବା ଜଣାପଡିଛି । ତାଙ୍କର ରକ୍ତ ନମୁନା ପଜିଟିଭ ଆସିଛି ବୋଲି ଗୁଗୁଲ ସ୍ପଷ୍ଟ କରିଛି । ସମ୍ପୃକ୍ତ...

ଶ୍ରୀମନ୍ଦିର ପ୍ରଶାସନ ୟେସ ବ୍ୟାଙ୍କରେ ଟଙ୍କା ରଖିଥିବା କହିଲେ ଅର୍ଥମନ୍ତ୍ରୀ

ଭୁବନେଶ୍ୱର : ମହାପ୍ରଭୁଙ୍କ ଟଙ୍କାକୁ ୟେସ ବ୍ୟାଙ୍କରେ ରଖିବାକୁ ନେଇ ଗତକାଲି ଗୃହରେ ଦେଖାଦେଇଥିଲା ତାତି I ଫଳରେ ଗୃହ ମୁଲତବୀ ରହିଥିଲା I କଂଗ୍ରେସ ବିଧାୟକମାନେ ଶ୍ରୀମନ୍ଦିର ଟଙ୍କାକୁ କିଏ ଘରୋଇ ୟେସ ବ୍ୟାଙ୍କରେ ରଖିଥିଲା ବୋଲି...

ବିଶ୍ୱ ମହାମାରୀ ଘୋଷିତ ହେଲା କରୋନା

ନୂଆଦିଲ୍ଲୀ: ସାରା ବିଶ୍ୱରେ ଆତଙ୍କ ଖେଳାଇଥିବା କରୋନା ଦିନକୁ ଦିନ କାୟା ବିସ୍ତାର କରିବାରେ ଲାଗିଛି । ଯାହା କି ବିଶ୍ୱବାସୀଙ୍କ ଚିନ୍ତା ବଢାଇଦେଇଛି । ଏହାକୁ ନଜରରେ ରଖି କରୋନାକୁ ବୁଧବାର ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (WHO) ବିଶ୍ୱ...
- Advertisement -

Latest article

Coolbet Mobil Ytelsestips

Innhold1. Velg Rett Plattform: App eller Mobilnettleser?2. Optimaliser Din Enhet for Topp ytelse3. Sjekk og Forbedre Nettverkstilkoblingen4. Feilsøking av Vanlige Problemer5. Ytterligere Tips for...

VipLuck Virtuelle Sportwetten-Optionen

InhaltWas sind Virtual Sports und wie funktionieren sie?Verfügbare Virtual-Sports-Disziplinen und WettmärkteSchritt-für-Schritt-Anleitung zum Platzieren einer WetteBonusangebote und deren Nutzung für Virtual SportsWichtige Tipps und häufige...

Configuration de la Carte AstroPay Amunbet

SommaireQu'est-ce qu'une Carte AstroPay et Pourquoi l'Utiliser sur Amunbet ?Où et Comment Obtenir Votre Carte AstroPayGuide Étape par Étape pour un Dépôt Réussi sur...