କରୋନା ବଞ୍ଚାଇଦେଲା କମଲନାଥ ସରକାରଙ୍କୁ
କରୋନା ପାଇଁ କମଲ ନାଥ ସରକାର ସଙ୍କଟରୁ ବର୍ତ୍ତିଲା । କରୋନା ପାଇଁ ନୋହିଲା କମଲ ନାଥ ସରକାରଙ୍କ ଶକ୍ତି ପରୀକ୍ଷା । ଶକ୍ତି ପରୀକ୍ଷା ପୂର୍ବରୁ ବିଧାନସଭା ମୁଲତବି କରିଦେଲେ ବାଚସ୍ପତି । ବିଧାନସଭାକୁ ମାର୍ଚ୍ଚ ୨୬ ଯାଏ...
ସରକାର ସ୍ପଷ୍ଟ କଲେ , ଭୁବନେଶ୍ୱରରେ ପ୍ରଥମ କରୋନା ପଜିଟିଭି
ଓଡିଶାରେ ଜଣେ ଯୁବକ କରୋନା ଆକ୍ରାନ୍ତ ସ୍ପଷ୍ଟ ହେଲା । ପ୍ରେସମିଟରେ ସ୍ପଷ୍ଟ କଲେ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ ।୩୩ ବର୍ଷୀୟ ଯୁବକ କରୋନାରେ ଆକ୍ରାନ୍ତ । ଇଟାଲିରେ ଗବେଷଣା କରୁଥିଲେ ସଂପୃକ୍ତ ଯୁବକ ।...
କରୋନା ସଂପର୍କିତ ଗୁଜବ ପ୍ରଚାର କରି ଶିକ୍ଷକ ଗିରଫ
କରୋନାକୁ ନେଇ ଏବେ ବିଶ୍ୱବାସୀ ଆତଙ୍କିତ । କରୋନା ସର୍ମ୍ପକିତ ଟିକେ ଖବର ପାଇଁ ଲୋକେ ଘନଘନ ନ୍ୟୁଜ୍ ପେପର ଏବଂ ସୋସିଆଲ ମିଡିଆରେ ନ୍ୟୁଜ୍ ଦେଖୁଛନ୍ତି । କିନ୍ତୁ ଏହାର ଫାଇଦା ଉଠାଉଛନ୍ତି କିଛି ବ୍ୟକ୍ତି ।...
ସପ୍ତାହେ ପାଇଁ କୋଣାର୍କ ବି ବନ୍ଦ
କରୋନା ଆତଙ୍କ ପାଇଁ ମନ୍ଦିରଗୁଡିକରେ ସାମୟିକ କଟକଣା ଆରମ୍ଭ ହୋଇଛି I ପୁରୀ ଶ୍ରୀମନ୍ଦିରରେ ଭକ୍ତଙ୍କ ପାଇଁ ଫର୍ମ ପୂରଣ କରିବା ବାଧ୍ୟତାମୂଳକ କରାଯାଇଥିବା ବେଳେ କୋଣାର୍କ ମନ୍ଦିରକୁ ସପ୍ତାହେ ବନ୍ଦ ରଖିବାକୁ ଘୋଷଣା କରାଯାଇଛି I ଲୋକଙ୍କ ଏକାଠି...
ଶ୍ରୀମନ୍ଦିର ପ୍ରବେଶ କରିବା ଆଗରୁ ପୂରଣ କରିବାକୁ ପଡିବ କରୋନା ଫର୍ମ
ଛତିଶାନିଯୋଗ ବୈଠକରେ କରୋନା ମୁକାବିଲା ପାଇଁ ଆଲୋଚନା I ପ୍ରତିଦିନ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବାକୁ ଆସୁଥିବା ହଜାର ହଜାର ଭକ୍ତଙ୍କୁ କିଭଳି ଯାଞ୍ଚ କରାଯିବ, ସେନେଇ ଛତିଶାନିଯୋଗ ବୈଠକରେ ଆଲୋଚନା ହୋଇଛି I ଭକ୍ତମାନେ ଗରୁଡସ୍ତମ୍ଭ, ଅରୁଣସ୍ତମ୍ଭ ଓ ଦେବାଦେବୀଙ୍କୁ...
ପୁରୀରେ କରୋନା ସନ୍ଦିଗ୍ଧ !
ପୁରୀ : ପୁରୀରେ ଜଣେ ବିଦେଶୀ ପର୍ଯ୍ୟଟକ କରୋନା ସନ୍ଦିଗ୍ଧ ଚିହ୍ନଟ ହୋଇଛି । ସେ ପୁରୀର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି । ନାବାଳିକା ଜଣକ ପରିବାର ସହ ୟୁରୋପ ଲିଥୁଆନିଆରୁ ପୁରୀ ବୁଲିବାକୁ ଆସିଥିଲେ ।...
କରୋନାରେ ମୃତକଙ୍କ ପରିବାରକୁ ୪ଲକ୍ଷ ଟଙ୍କା
ନୂଆଦିଲ୍ଲୀ : କରୋନା ସଂକ୍ରମଣରେ ମୃତକଙ୍କ ପରିବାରକୁ ୪ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି କେନ୍ଦ୍ରସରକାର । ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କ୍ରମଶଃ ବଢିବାରେ ଲାଗିଛି । ବର୍ତ୍ତମାନ ସୁଦ୍ଧା ଭାରତରେ ୮୫ଜଣ କରୋନାରେ...
ଏକା ସାଙ୍ଗେ ୫ ଜଣ ବୟଫ୍ରେଣ୍ଡ ରଖିବା ଝିଅର ଇଚ୍ଛା : ନେହା
ମୁୁମ୍ବାଇ : ବଲିଉଡର ଜଣାଶୁଣା ନାୟିକା ନେହା ଧୁପିଆ ଏବେ ନିଜେ ଦେଇଥିବା ଏକ ବିବାଦୀୟ ମନ୍ତବ୍ୟ ପାଇଁ ଖୁବ ଚର୍ଚ୍ଚାରେ ରହିଛନ୍ତି । ଏହି ମନ୍ତବ୍ୟ ପାଇଁ ନେହା ସୋସିଆଲ ମିଡିଆରେ ୟୁଜର୍ସ ମାନଙ୍କ ଦ୍ୱାରା ଟ୍ରୋଲର ଶିକାର...
୧୫ଦିନ ପର୍ଯ୍ୟନ୍ତ ନନ୍ଦନକାନନ ବନ୍ଦ
ଭୁୁବନେଶ୍ୱର: କରୋନା ସଂକ୍ରମଣ ଆଶଙ୍କା ପାଇଁ ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ୧୫ଦିନ ପର୍ଯ୍ୟନ୍ତ ବନ୍ଦ ରଖାଯାଇଛି । କରୋନା ସାରା ବିଶ୍ୱରେ ଭୟର ବାତାବରଣ ସୃଷ୍ଟି କରିଛି । ଏହାର ବ୍ୟାପକତାକୁ ଦୃଷ୍ଟିରେ ରଖି ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ...
ପେଟ୍ରୋଲ,ଡିଜେଲ ଦର ବୃଦ୍ଧି
ନୂଆଦିଲ୍ଲୀ: ମହଙ୍ଗା ହେଲା ପେଟ୍ରୋଲ, ଡିଜେଲ ଦର । ଲିଟର ପିଛା ୩ଟଙ୍କା ଉତ୍ପାଦନ ଶୁଳ୍କ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର । ଶନିବାର ଏ ନେଇ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ପେଟ୍ରୋଲ ଉପରେ ସ୍ୱତନ୍ତ୍ର...















