ଭୁଜ କଲେଜ ହଷ୍ଟେଲରେ ଖୋଲାଗଲା ଛାତ୍ରୀଙ୍କ ଇନର ୱେର
ଭୁଜ : ଗୁଜୁରାଟର ଭୁଜ ସ୍ଥିତ ଶ୍ରୀ ସହଜାନନ୍ଦ କଲେଜର ଛାତ୍ରୀ ନିବାସରେ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ସ୍ୱାମି ନାରାୟଣ ଟ୍ରଷ୍ଟ ଦ୍ୱାରା ପରିଚାଳିତ ଏହି କଲେଜର ହଷ୍ଟେଲରେ ଗତ ୧୩ ତାରିଖ ଦିନ...
ଅମରନାଥ ଯାତ୍ରା ପାଇଁ ଘୋଷଣା ହେଲା ତାରିଖ
ନୂଆଦିଲ୍ଲୀ : ଅମରନାଥ ଯାତ୍ରା ପାଇଁ ତାରିଖ ଘୋଷଣା କରାଯାଇଛି । ଚଳିତବର୍ଷ ଏହି ଯାତ୍ରା ଜୁନ ୨୩ରୁ ଆରମ୍ଭହୋଇ ୩ ଅଗଷ୍ଟରେ ସରିବ । ଜମ୍ମୁ-କାଶ୍ମୀର ଉପରାଜ୍ୟପାଳ ଗିରିଶ ଚନ୍ଦ୍ର ମୁର୍ମୁଙ୍କ ଅଧ୍ୟତାରେ ଅମରନାଥ ପୀଠ ବୋର୍ଡର ଶୁକ୍ରବାର...
କନଷ୍ଟେବଳଙ୍କ ଉନ୍ମତ୍ତକାଣ୍ଡ
ମୟୁରଭଞ୍ଜ : ପୁଣି ଲାଗିଲା ଖାକିରେ କଳଙ୍କ । ଡ୍ୟୁଟି ସମୟରେ ପୁଲିସ କନେଷ୍ଟବଳଙ୍କ ମଦପିଇ ଉନ୍ମତ୍ତକାଣ୍ଡ । ଏପରି ଏକ ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲା ବଡସାହି ଥାନା ହିଙ୍ଗୁଳା ଯାତ୍ରା ସମୟରେ । ଯାତ୍ରା ପାଇଁ...
କୋରୋନା ଭୟରେ ଉତ୍ତରକୋରିଆରେ ଜଣେ ଅଧିକାରୀକୁ ଗୁଳି କରି ହତ୍ୟା
ପ୍ୟୋନ୍ଗ୍ୟାଙ୍ଗ : କୋରୋନା ଭାଇରସ ଏବେ ବିଶ୍ୱରେ ଭୟର ବାତାବରଣ ସୃଷ୍ଟି କରିଛି । ଦିନକୁ ଦିନ ଏହା ଭୟଙ୍କର ରୂପ ଧାରଣ କରିବାରେ ଲାଗିଛି । ସଂକ୍ରମଣର ଭୟ ସମସ୍ତଙ୍କୁ ଡରାଉଛି । କୋରୋନା ଭାଇରସ ଆକ୍ରାନ୍ତଙ୍କୁ...
ପୁଲିସର ଚଢଉ ୨ଦାଦନ ଦଲାଲ ଗିରଫ
ଗୋଲାମୁଣ୍ଡା : କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ୍ରେ ପୁଲିସ ଚଢାଉ କରି ୨ଦାଦନ ଦଲାଲଙ୍କୁ ଗିରଫ କରିବା ସହିତ ୭ଦାଦନ ଶ୍ରମିକକୁ ଉଦ୍ଧାର କରିଛି । କେଗାଁ ଥାନା ଅଞ୍ଚଳ ଚହକା ନିକଟରେ ୨ ଦଲାଲକୁ ଗିରଫ କରିଥିବା ସୂଚନା...
ଖୋଲିଲା ଡବଲ ମର୍ଡର ସହ ଅନୁପ ସାଏଙ୍କ ଲିଙ୍କ୍ .. ପ୍ରେମ କରୁଥିଲେ, ବାହା ହେବାକୁ କହିବାରୁ …
ଛତିଶଗଡ ରାଇଗଡ ଏସପି ସଂଜୟ ସିଂ କଲେ ଖୁଲାସା, କେମିତି ମା ଓ ଝିଅଙ୍କୁ ହତ୍ୟା କରିଥିଲେ ପୂର୍ବତନ ବିଧାୟକ ଅନୁପ ସାଏ I ମୃତ ମହିଳା କଳ୍ପନା ଦାସ ଓ ତାଙ୍କ ଝିଅ ବବଲି, 2005 ରୁ...
ପୁଲୱାମା ଆତଙ୍କବାଦୀ ଆକ୍ରମଣକୁ ପୂରିଲା ବର୍ଷେ
ନୂଆଦିଲ୍ଲୀ : ଆଜି ପୁଲୱାମା ଆତଙ୍କବାଦୀ ଆକ୍ରମଣକୁ ବର୍ଷେ ପୂରିଲା । ଗତବର୍ଷ ଫେବୃଆରୀ ୧୪ ତାରିଖ ଦିନ ଜମ୍ମୁ ଓ କାଶ୍ମୀରର ପୁଲୱାମାଠାରେ ୪୦ ଜଣ ସିଆରପିଏଫ ଜବାନ ଶହୀଦ ହୋଇଥିଲେ । ଆଜିର ...
୨ଖଣ୍ଡ ହାତୀଦାନ୍ତ ସହ ୫ଗିରଫ
ବାରିପଦା : ବାରିପଦାରେ ବନ ବିଭାଗ ପକ୍ଷରୁ ୨ଖଣ୍ଡ ହାତୀଦାନ୍ତ ଜବତ କରାଯାଇଛି । ବାରିପଦା-ଉଦଳା ମୁଖ୍ୟ ରାସ୍ତାର ଚିଟିଆ ଛକ ନିକଟରୁ ଏହା ଜବତ ହୋଇଛି । ବିଶେଷ ସୁତ୍ରରୁ ଖବର ପାଇଁ ବାରିପଦା ବନ...
ପୁଣିଥରେ ବଜାରକୁ ଆସିବ ଟଙ୍କିକିଆ ନୋଟ
ପୁଣିଥରେ ବଜାରକୁ ଆସିବ ଟଙ୍କିକିଆ ନୋଟ
ବହୁତ ଶୀଘ୍ର ଭାରତ ସରକାର ପୁଣି ୧ଟଙ୍କିିଆ ନୋଟ୍ ପ୍ରଚଳନ କରିବାକୁ ଯାଉଛନ୍ତି । ୨୨ ବର୍ଷ ପରେ ପୁଣି ୧ଟଙ୍କିିଆ ନୋଟ୍ ବଜାରକୁ ଆସିବ ।୧୯୯୪ରୁ ଏହାର ପ୍ରଚଳନ ବନ୍ଦ କରାଯାଇଥିଲା...
ଲକ୍ଷ୍ନୌ କୋର୍ଟ ଭିତରେ ବୋମା ମାଡ
ଲକ୍ଷ୍ନୌ : ଆଜି ଅପରାହ୍ନରେ ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌର ୱଜିରଗଞ୍ଜ ସିଭିଲ କୋର୍ଟ ପରିସରରେ ବୋମା ବିସ୍ପୋରଣ ହୋଇଛି । ଏଥିରେ ଅନେକ ଆଇନଜୀବି ଆହତ ହୋଇଥିବା ଜଣାପଡିଛି । ଘଟଣାସ୍ଥଳରୁ ୩ଟି ଅଫୁଟା ବୋମା ଜବତ ହୋଇଛି ।...















