ସ୍ୱାଗତଂ ୨୦୨୦
ବିଦାୟ ନେଇଛି ବର୍ଷ ୨୦୧୯ । ଆସିଛି ୨୦୨୦ । ରଙ୍ଗାରଙ୍ଗ କାର୍ଯ୍ୟ ମାଧ୍ୟମରେ ନୂଆବର୍ଷକୁ ସମସ୍ତେ ସ୍ୱାଗତ କରିଛନ୍ତି । ଟ୍ୱିନ ସିଟି ସମେତ ବ୍ରହ୍ମପୁର, ରାଉରକେଲା, ବାଲେଶ୍ୱର ସବୁଠି ବିଳମ୍ବିତ ରାତି ଯାଏ ହୋଟେଲ, କ୍ଲବରେ ଚାଲିଥିଲା...
ରାତିରେ ଖୋଲିବ ସ୍କୁଲ କୋଠା!
ଅସହ୍ୟ ଥଣ୍ଡା ପାଇଁ ସତର୍କ ପଦକ୍ଷେପ ନେଲେ ରାଜ୍ୟ ସରକାର । ସବୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଲେ ସ୍ୱତନ୍ତ୍ର ରିଲିଫ୍ କମିଶନର । ଥଣ୍ଡା ପାଇଁ ସମସ୍ତ ପ୍ରତିଷେଧମୂଳକ ପଦକ୍ଷେପ ନେବାକୁ କହିଲେ । ସବୁ ବ୍ଲକ , ତହସିଲ,...
ନୂଆ ବର୍ଷରୁ ନୂଆ ନିୟମ
ନୂଆବର୍ଷରୁ ଏସବିଆଇ ଗ୍ରାହକଙ୍କ ପାଇଁ ନୂଆ ଖବର । ଏଟିଏମ ମାଧ୍ୟମରେ ଟଙ୍କା ଉଠାଇଲେ ନୂଆ ନିୟମ ମାନିବାକୁ ହେବ । ଏସବିଆଇ ଏଟିଏମ କାର୍ଡ ବ୍ୟବହାର କରୁଥିଲେ ଏହି ନିୟମ ଅନୁସରଣ କରିବାକୁ ହେବ । ଏହି ନିୟମ...
ଥରୁଛି ଓଡିଶା, ରେକଡ଼ ଭାଙ୍ଗିଲା ଚଳିତ ବର୍ଷ ରାଜଧାନୀ ଦିଲ୍ଲୀର ତାପମାତ୍ରା
ଶୀତରେ ଥରୁଛି ପୁରା ଓଡିଶା. ରାଜ୍ୟର ୯ଟି ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି । ସୋନପୁରରେ ସବୁଠାରୁ ସର୍ବନିମ୍ନ ତାପମାତ୍ରା ୪ ଡିଗ୍ରୀ ଥିବା ବେଳେ, ଏହାର ପରେ ପରେ କେନ୍ଦୁଝର ୫.୬ ଡିଗ୍ରୀ, ଝାରସୁଗୁଡା ୬.୮...
ମାଲକାନଗିରି ଜିଲ୍ଲାପାଳ ପିଏଙ୍କ ମୃତଦେହ ଉଦ୍ଧାର
ଜିଲ୍ଲାପାଳଙ୍କ ବ୍ୟକ୍ତିଗତ ସହାୟକଙ୍କ ମିଳିଲା ମୃତଦେହ । ମାଲକାନଗିରି ଜିଲ୍ଲାପାଳଙ୍କ ବ୍ୟକ୍ତିଗତ ସହାୟକ ଦେବନାରାୟଣ ପଣ୍ଡାଙ୍କ ମୃତଦେହ ଉଦ୍ଧାର ହୋଇଛି । ଶତୀଗୁଡା ଡ୍ୟାମରୁ ଏହି ମୃତଦେହ ଉଦ୍ଧାର ହୋଇଛି । ଗତକାଲି ଅଫିସରୁ ଘରକୁ ଫେରିନଥିବାରୁ ପରିବାର ଲୋକେ...
ଜାଳିଦେଲେ ମାଓବାଦୀ
ମୁନିଗୁଡାରେ ରାସ୍ତାକାମକୁ ବିରୋଧ କରି ମାଓବାଦୀଙ୍କ ଲଙ୍କାକାଣ୍ଡ । ଜେସିବି ସମେତ ରାସ୍ତା କାମରେ ନିୟୋଜିତ ତିନୋଟି ଗାଡିକୁ ଜାଳିଦେଲେ ମାଓବାଦୀ । ।ଶରଧାପୁରରୁ ଥୁଆପାଡି ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକକୁ ବିରୋଧ କରି ମାଓବାଦୀମାନେ ଏଭଳି ଲଙ୍କାକାଣ୍ଡ ଘଟାଇଥିବା କୁହାଯାଇଛି...
ଭିନ୍ନକ୍ଷମଙ୍କ ମଜା ଉଡାଇଲେ…
ହଜି ହଜି ଯାଉଛି ମାନବିକତା ଓ ଦୁଇଜଣ ମାନସିକ ଅନଗ୍ରସର ପୁରୁଷ ଓ ମହିଳାଙ୍କୁ ଫୁଲମାଳ ପକାଇ ବାହାଘର କରେଇ ସେମାନଙ୍କର ମଜା ଉଡାଇବାକୁ ପଛେଇ ନାହାଁନ୍ତି କିଛି ଅସଭ୍ୟ ଲୋକ ଓ ଏପରିକି ସେମାନଙ୍କୁ ବଜାରରେ ବୁଲାଇ ଟିକଟକ୍...
ଆରମ୍ଭ ହେଲା ରାୟଗଡାର ଗଣପର୍ବ ଚଇତି ୨୦୧୯
ମହାଆଡମ୍ବରରେ ଆରମ୍ଭ ହୋଇଛି ରାୟଗଡା ଜିଲ୍ଲାର ଗଣପର୍ବ ଚଇତି । ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉତ୍ସବକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି । ରିତୀନୀତି ଅନୁସାରେ ରାୟଗଡାର ଅଧିଷ୍ଠାତ୍ରୀ ଦେବୀ...
ପ୍ରଦୀପ ମାଝୀଙ୍କ ନାଁରେ ଏତଲା
କଂଗ୍ରେସ ନେତା ପ୍ରଦୀପ ମାଝୀଙ୍କ ନାଁରେ ଥାନାରେ ଏତଲା । ହିଂସାକୁ ଉସକାଇବା ନେଇ ନବରଙ୍ଗପୁର ଟାଉନ ଥାନାରେ ପ୍ରଦୀପ ମାଝୀଙ୍କ ନାଁରେ ଏତଲା ଦାଏର ହୋଇଛି । ଥାନାରେ ନିଜ ତରଫରୁ ଏତଲା କରିଛି ନବରଙ୍ଗପୁର ପୋଲିସ...












