୨୪ ଘଣ୍ଟା ଭିତରେ ବାତ୍ୟା, ଘୂର୍ଣ୍ଣିଝଡ
ସମ୍ଭାବ୍ୟ ବାତ୍ୟା ଆଲୋଚନା ନେଇ ଏସଆରସିଙ୍କ ପେସମିଟ୍ । ବାତ୍ୟା ରୂପରେଖ, କେଉଁ ଦିଗକୁ ଯିବ, ଏଯାଏ ସ୍ୱଷ୍ଟ ହୋଇନି’ । ପାଣିପାଗ ବିଭାଗ ଆକଳନ ଅନୁଯାୟୀ ଓଡିଶା ଉପକୂଳ ଛୁଇଁନପାରେ । ବାତ୍ୟା ହେଲେ ତାହା ଓଡିଶା ଉପକୂଳ...
ତହସିଲଦାରଙ୍କୁ ଜିଅନ୍ତା ଜାଳିଦେଲା..
ତେଲେଙ୍ଗାନା ରାଜ୍ୟରେ ଅଭାବନୀୟ ଘଟଣା । ରଙ୍ଗାରେଡ୍ଡୀ ଜିଲ୍ଲା ଅବଦୁଲାପୁରମେଟା ତହସିଲଦାରଙ୍କୁ ହତ୍ୟା । ଅଫିସ ଭିତରେ ବଚସା ପରେ ଜିଅନ୍ତା ଜାଳିଦେଲା ଦୁବୃର୍ତ୍ତ । ତହସିଲଦାରଙ୍କୁ ଜାଳି ନିଜ ଦେହରେ ନିଆଁ ଲଗାଇ ଦୁର୍ବୃତ୍ତର ଆତ୍ମହତ୍ୟା । ତହସିଲଦାରଙ୍କୁ...
୧୦୦ରୁ ୧୨୦ କିଲୋମିଟର ବେଗରେ ବହିବ ପବନ
ବଙ୍ଗୋପସାଗର ଘୂର୍ଣ୍ଣିବଳୟ ଲଘୁଚାପରେ ପରିଣତ ହୋଇଛି । ଏହା ସ୍ପଷ୍ଟ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର । ପାଣିପାଗ କେନ୍ଦ୍ରର ପୂର୍ବାନୁମାନ ଅନୁସାରେ, ଏହା ପଶ୍ଚିମ ଉତ୍ତର ପଶ୍ଚିମ ଦିଗକୁ ଗତି କରିବ ଦୁଇ ଦିନ ପରେ...
ମହଙ୍ଗା ପଡିଲା ଯୌନ କେଳେଙ୍କାରୀ
ବନ୍ଧା ହେଲେ ପ୍ରମୋଦ ସାହୁ । ମହିଳା ସହକର୍ମୀଙ୍କୁ ଯୌନ ଶୋଷଣ ଅଭିଯୋଗରେ କେନ୍ଦ୍ରାପଡା କ୍ରେଡିଟ କୋଅପରେଟିଭ ସୋସାଇଟି ସଭାପତି ପ୍ରମୋଦ ସାହୁ ଗିରଫ । ଗତ ରାତିରେ ଘରୁ ଉଠାଇନେବା ପରେ ପୋଲିସ ଅଟକ ରଖିଥିଲା ।...
ଏକାସହ ଜଳିଲା ଦୁଇ ଭାଇଙ୍କ ଜୁଇ
ସମ୍ପର୍କ , ସ୍ନେହ ଏବଂ ମମତା । ଭାଇ, ଭାଇ ଭିତରେ ଥିବା ରକ୍ତର ନିବିଡତା ଏତେ ଥିଲା ଯେ ବଡ ଭାଇର ମୃତ ଦେହ ଦେଖିବା ପରେ ମ୍ରିୟମାଣ ହୋଇ ପଡିଥିବା ସାନ ଭାଇଙ୍କର ମଧ୍ୟ ମୃତ୍ୟୁ...
ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ହତ୍ୟା
ପାଲଲହଡା ଟାଉନସ୍ଥିତ ଇଲେକ୍ଟ୍ରେି ଅଫିସ ନିକଟରେ ହତ୍ୟାକାଣ୍ଡ । ବିଚ୍ ରାସ୍ତାରେ ଯୁବକଙ୍କୁ ଗୋଡାଇ ଗୋଡାଇ ମାରଣାସ୍ତ୍ରରେ ଭୁସି ହତ୍ୟା କରିଛନ୍ତି ଦୁବୃର୍ତ୍ତ । ମୃତକ ହେଲେ ଉଦିତ ନଗର ସାହିର ନରେନ୍ଦ୍ର କୁମାର ବେହେରା । ପୂର୍ବ ଶତ୍ରୁତାକୁ...
ଉତ୍ତର ଦେଇପାରିଲେନି ପିଲା, ଶିକ୍ଷକଙ୍କ ବିରୋଧରେ ଆକ୍ସନ
ଆକ୍ସନ ମୋଡରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ. ରାୟଗଡା ଗସ୍ତରେ ଆସିଥିବା ବେଳେ ମନ୍ତ୍ରୀ ଅଚାନକ କୁଟୁଳି ଓ ଉଦୟପୁରକୁ ଯାଇ ସ୍କୁଲ ପରିଦର୍ଶନ କରିଥିଲେ. ଉଦୟପୁର ପ୍ରାଥମିକ ବିଦ୍ୟାଳୟରେ ପିଲାମାନେ ମନ୍ତ୍ରୀଙ୍କ ପ୍ରଶ୍ନର ଉତ୍ତର ଦେଇ...
ନରମିଲେ ଓକିଲ, 4ରୁ ସ୍ବାଭାବିକ ହେବ କୋର୍ଟ
ଶେଷରେ ନରମିଲେ ହାଇକୋର୍ଟ ଓକିଲ. ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଏବଂ କେନ୍ଦ୍ର ବାର ଆସୋସିଏସନର ଆଦେଶମାନା ପରେ ଆନ୍ଦୋଳନରୁ ଓହରିବାକୁ ବାଧ୍ୟ ହୋଇଛନ୍ତି ଓଡିଶା ହାଇକୋର୍ଟ ଓକିଲ ସଂଘ. ଆଜି ହାଇକୋର୍ଟ ଓକିଲ ସଂଘର ସାଧାରଣ ପରିଷଦ ବୈଠକରେ ଆନ୍ଦୋଳନ ସ୍ଥଗିତ...
ଅଲିଭ ରିଡଲେଙ୍କ ପାଇଁ ମାଛଧରିବା ଉପରେ ଲାଗିଲା କଟକଣା
କେନ୍ଦ୍ରାପଡା ରାଜନଗର ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟକୁ ଆସିବେ ନୂଆ ଅତିଥି ଅଲିଭ ରିଡଲେ । ସେଥିପାଇଁ ଗହୀର ମଥାରେ ମାଛ ଧରିବା ଉପରେ କଟକଣା ଲାଗିଛି । ଏହି କଟକଣା ଆସନ୍ତା ମେ ୩୧ ଯାଏ ବଳବତ୍ତର ରହିବ ।...
କଟକ ବାଲିଯାତ୍ରା ହେବ ସରକାରୀ ପର୍ବ
କଟକ ବାଲିଯାତ୍ରାକୁ ମିଳିବ ସରକାରୀ ମାନ୍ୟତା. ଏଣିକି ବର୍ଷ ବର୍ଷ ଧରି ହୋଇ ଆସୁଥିବା କଟକ ବାଲିଯ଼ାତ୍ରାକୁ ସରକାର ରାଜ୍ୟସ୍ତରୀୟ ଉତ୍ସବ ଭାବେ ପାଳନ କରିବାକୁ ଘୋଷଣା କରିଛନ୍ତି. ବାଲିଯାତ୍ରା ପ୍ରସ୍ତୁତି ବୈଠକ ପରେ ଏହି ସୂଚନା ଦେଇଛନ୍ତି ନଗର...














