କରୋନା ପାଇଁ ସ୍କୁଲ ବନ୍ଦ କଲେ ସରକାର
କରୋନାକୁ ରାଜ୍ୟ ବିପର୍ଯ଼୍ୟୟ ଭାବେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ I ବିଧାନସଭାରେ କରୋନା ମୁକାବିଲା ସଂପର୍କରେ ସୂଚନା ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା ଘୋଷଣା କରିଛନ୍ତି I ମାର୍ଚ୍ଚ 31 ତାରିଖ ପର୍ଯ଼୍ୟନ୍ତ ସରକାର ସ୍କୁଲ, କଲେଜ ବନ୍ଦ...
ଗୁଗୁଲ କର୍ମଚାରୀ କରୋନା ଆକ୍ରାନ୍ତ
ବାଙ୍ଗାଲୋର :ଏବେ କରୋନା ତାଲିକାରେ ଜଣେ ଗୁଗୁଲର କର୍ମଚାରୀ । ଗୁଗୁଲର ବାଙ୍ଗାଲୋର ଅଫିସରେ ଜଣେ କର୍ମଚାରୀ କରୋନା ଆକ୍ରାନ୍ତ ଥିବା ଜଣାପଡିଛି । ତାଙ୍କର ରକ୍ତ ନମୁନା ପଜିଟିଭ ଆସିଛି ବୋଲି ଗୁଗୁଲ ସ୍ପଷ୍ଟ କରିଛି । ସମ୍ପୃକ୍ତ...
ଶ୍ରୀମନ୍ଦିର ପ୍ରଶାସନ ୟେସ ବ୍ୟାଙ୍କରେ ଟଙ୍କା ରଖିଥିବା କହିଲେ ଅର୍ଥମନ୍ତ୍ରୀ
ଭୁବନେଶ୍ୱର : ମହାପ୍ରଭୁଙ୍କ ଟଙ୍କାକୁ ୟେସ ବ୍ୟାଙ୍କରେ ରଖିବାକୁ ନେଇ ଗତକାଲି ଗୃହରେ ଦେଖାଦେଇଥିଲା ତାତି I ଫଳରେ ଗୃହ ମୁଲତବୀ ରହିଥିଲା I କଂଗ୍ରେସ ବିଧାୟକମାନେ ଶ୍ରୀମନ୍ଦିର ଟଙ୍କାକୁ କିଏ ଘରୋଇ ୟେସ ବ୍ୟାଙ୍କରେ ରଖିଥିଲା ବୋଲି...
ବିଶ୍ୱ ମହାମାରୀ ଘୋଷିତ ହେଲା କରୋନା
ନୂଆଦିଲ୍ଲୀ: ସାରା ବିଶ୍ୱରେ ଆତଙ୍କ ଖେଳାଇଥିବା କରୋନା ଦିନକୁ ଦିନ କାୟା ବିସ୍ତାର କରିବାରେ ଲାଗିଛି । ଯାହା କି ବିଶ୍ୱବାସୀଙ୍କ ଚିନ୍ତା ବଢାଇଦେଇଛି । ଏହାକୁ ନଜରରେ ରଖି କରୋନାକୁ ବୁଧବାର ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (WHO) ବିଶ୍ୱ...
ବିବାହ ବନ୍ଧନରେ ବାନ୍ଧିହେଲେ ଓଲିଉଡର ସୁନ୍ଦରୀ ନାୟିକା ଝିଲିକ
ଭୁବନେଶ୍ୱର : ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟିଲା I ଓଲିଉଡର ଆଗଧାଡିର ନାୟିକା ତଥା ବଙ୍ଗୀୟ ସୁନ୍ଦରୀ ଝିଲିକ ଭଟ୍ଟାଚାର୍ଯ୍ୟ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି I କିଛିଦିନ ପୂର୍ବେ ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡାଇଙ୍କୁ ସେ...
ରାଜଧାନୀରେ ମହିଳାଙ୍କୁ ଗୋଡାଇ ଗୋଡାଇ ପିଟିଲେ ଦୁର୍ବୃତ୍ତ
ଭୁବନେଶ୍ୱର : ମହିଳାଙ୍କ ସୁରକ୍ଷା ନେଇ ବଡ ପ୍ରଶ୍ନବାଚୀ I ସ୍ମାର୍ଟସିଟି ଭୁବନେଶ୍ୱରରେ ସ୍ପଷ୍ଟ ଦିବାଲୋକରେ ରାସ୍ତା ଉପରେ ଜଣେ ମହିଳାଙ୍କୁ ନିସ୍ତୁକ ମାଡ I ବିଚ୍ ରାସ୍ତାରେ ଗୋଡାଇ ଗୋଡାଇ ଯୁବକମାନେ ଆକ୍ରମଣ କରୁଥିବା ବେଳେ ଦେଖଣାହାରୀ ସାଜିଛନ୍ତି...
ଜଗତସିଂହପୁର ଗୋଠ ମହୋତ୍ସବ
ଜଗତସିଂହପୁର : ସଲମପୁର ଗାଁର ଗୋପାଳ ସଂପ୍ରଦାୟର ନିଆରା ପରମ୍ପରା I ପବିତ୍ର ଦୋଳ ପୂର୍ଣ୍ଣିମା ଅବସରରେ ଜଗତସିଂହପୁରଠାରେ ପାଳନ ହୋଇଛି ଗୋଠ ମହୋତ୍ସବ I ତିର୍ତ୍ତୋଲ ବ୍ଲକର ସଲମପୁର ଗାଁରେ ଗୋପାଳ ସଂପ୍ରଦାୟର ଲୋକମାନଙ୍କ ଦ୍ୱାରା ମହା ଆଡମ୍ବରରେ...
ହୋଲିରେ ଡ୍ୟାମରେ ବୁଡି ତିନି ଯୁବକଙ୍କ ମୃତ୍ୟୁ
ରାୟଗଡା : ଗତକାଲି ହୋଲିରେ ରାୟଗଡା ପଦ୍ମପୁରରେ ଏକ ବଡ ଧରଣର ଅଘଟଣ ଘଟିଛି I ଡ୍ୟାମକୁ ଗାଧୋଇବାକୁ ଯାଇଥିବା ସମୟରେ 3ଜଣ ଯୁବକ ମୃତ୍ୟୁ ବରଣ କରିଛନ୍ତି I ସୂଚନାମୁତାବକ, ଗତକାଲି ହୋଲି ଖେଳିବା ପରେ ପ୍ରାୟ...
କେରଳରେ କରୋନାକୁ ନେଇ ହାଇଆଲର୍ଟ ଜାରି
ତିରୁବନନ୍ତପୁରମ: କରୋନା ଭୂତାଣୁକୁ ସାରା ବିଶ୍ୱରେ ହଇଚଇ ସୃଷ୍ଟି କରିଛି I ଏହି ଭୂତାଣୁରେ ଏବେ ସାରା ବିଶ୍ୱ କବଳିତ,ଯାହା ସମଗ୍ର ବିଶ୍ୱବାସୀଙ୍କୁ ଚିନ୍ତାରେ ପକାଇଦେଇଛି I ଏହି ଭୟଙ୍କର ଭୂତାଣୁ ଏବେ 93ରୁ ଅଧିକ ରାଷ୍ଟ୍ରକୁ ବ୍ୟାପି ସାରିଲାଣି...
ନାମାଙ୍କନ ଦାଖଲ କଲେ ବିଜେଡିର 4 ରାଜ୍ୟସଭା ପ୍ରାର୍ଥୀ, ଲଢିବନି ବିଜେପି
ଭୁବନେଶ୍ୱର : ରାଜ୍ୟସଭା ନିର୍ବାଚନ ପାଇଁ ବିଜେଡିର ମନୋନୀତ 4ଜଣ ପ୍ରାର୍ଥୀ ଆଜି ସେମାନଙ୍କ ନାମାଙ୍କନ ପତ୍ର ଦାଖଲ କରିଛନ୍ତି I ବୁଧବାର ଅପରାହ୍ନରେ ସଚ୍ଚିବାଳୟ ସ୍ଥିତ ରାଜ୍ୟସଭା ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ବିଜେଡି ରାଜ୍ୟସଭା ପ୍ରାର୍ଥୀମାନେ ପ୍ରାର୍ଥୀପତ୍ର ଦାଖଲ...

















