ବ୍ୟାଙ୍କ କାର୍ଯ୍ୟ ଅବଧି ୧୦ରୁ ୪
କାଲିଠାରୁ ସବୁ ସରକାରୀ ବ୍ୟାଙ୍କ କାର୍ଯ୍ୟ ଅବଧି ପରିବର୍ତ୍ତନ କରାଯିବ । ବ୍ୟାଙ୍କ କାର୍ଯ୍ୟ ଅବଧି ଦିନ ୧୦ଟାରୁ ଅପରାହ୍ନ ୪ଟା ହେବ । ଗ୍ରାହକମାନଙ୍କ ସୁବିଧା ପାଇଁ ନୀତିଗତ ଭାବେ ଲାଗୁ ହେବ ନିଷ୍ପତ୍ତି । ସବୁ ସରକାରୀ...
ବିଜୁ ଖୋଟେଙ୍କ ଦେହାନ୍ତ
ନବେ ଦଶକର ବଲିଉଡ୍ ସିନେ ଜଗତର ପ୍ରସିଦ୍ଧ ଏବଂ ଲୋକପ୍ରିୟ କଳାକାର ବିଜୁ ଖୋଟେଙ୍କ ଦେହାନ୍ତ | ସୋମବାର ସକାଳ ୬.୫୫ ମିନିଟରେ ମୁମ୍ବାଇ ସ୍ଥିତ ନିଜ ବାସଭବନରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି | ସେ ଦୀର୍ଘ...
ବିଜେପୁର ଉପନିର୍ବାଚନ ପାଇଁ ନାମାଙ୍କନ ଦାଖଲର ଶେଷ ଦିନ
ଆଜି ବିଜେପୁର ଉପନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ କଲେ କଂଗ୍ରେସର ଦିଲ୍ଲୀପ ପଣ୍ଡା | ଆଜି ବିଜେପୁର ଉପନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିବାର ଶେଷ ତାରିଖ | ତିନି ପ୍ରମୁଖ ଦଳର ପ୍ରାର୍ଥୀ ଆଜି ନାମାଙ୍କନ ଦାଖଲ କରିବେ...
ଶ୍ରୀ ଶ୍ରୀଧର ପାତ୍ର ହେବେ ନାଲକୋର ପରବର୍ତ୍ତୀ ସିଏମଡି
ନବରତ୍ନ କମ୍ପାନୀ ନାଲକୋର ପରବର୍ତ୍ତି ସିଏମଡି ହେବେ ଶ୍ରୀ ଶ୍ରୀଧର ପାତ୍ର । ଆସନ୍ତା ଡିସେମ୍ବର ୧ ତାରିଖରେ ସେ ବର୍ତ୍ତମାନର ସିଏମଡି ଡ. ତପନ କୁମାର ଚାନ୍ଦଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିବେ । ଶ୍ରୀ ପାତ୍ର ଏବେ...
ବିଜେପିର ବିଜେପୁର ପ୍ରାର୍ଥୀ ସନତ ଗଡତିଆ
ଶେଷରେ ବିଜେପୁର ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି । ସନତ ଗଡତିଆ ହେଲେ ବିଜେପିର ବିଜେପୁର ପ୍ରାର୍ଥୀ । ବିଜେପିରୁ ସନତ ଗଡ଼ତିଆ ଲଢ଼ିବା ନେଇ ଯେଉଁ ଚର୍ଚ୍ଚା ଚାଲିଥିଲା ତାର ଅବସାନ ହୋଇଛି। ଗତ ସାଧାରଣ ନିର୍ବାଚନରେ...
ପ୍ରତି ରବିବାର ଥାନାରେ ହେବ ବୈଠକ
ଏଣିକି ପ୍ରତି ରବିବାର ଥାନାରେ ବରିଷ୍ଠ ନାଗରିକ ଓ ପୋଲିସ ଅଧିକାରୀଙ୍କ ମଧ୍ୟରେ ବୈଠକ ହେବ । ଆଜି ଏନେଇ ନିଷ୍ପତି ନିଆଯାଇଛି । ପୋଲିସ ଓ ସାଧାରଣ ନାଗରିକଙ୍କ ମଧ୍ୟରେ ଉତ୍ତମ ବୁଝାମଣା ସ୍ଥାପନ ହେବ । ନାଗରିକଙ୍କ...
ବର୍ଷା ଯୋଗୁଁ ଆଖି ବୁଜିଲେଣି ୮୦ ଜଣ
ବର୍ଷା ବିତ୍ପାତ । ୨୪ ଘଣ୍ଟା ହେଲା ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିଛି । ବର୍ଷା ଯୋଗୁଁ ଦୁଇ ଦିନରେ ୮୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇସାରିଥିବାବେଳେ ୨୦୦ରୁ ଅଧିକ ଘର ଭାଙ୍ଗିଛି । ଲୋକେ ନାହିଁ ନଥିବା...
ପିଆଜ ରପ୍ତାନୀ ଉପରେ ରୋକ
ପିଆଜ ରପ୍ତାନୀ ଉପରେ ରୋକ ଲଗାଇଲେ କେନ୍ଦ୍ର ସରକାର । ପିଆଜର ଦର ବୃଦ୍ଧି ରୋକିବା ପାଇଁ ସରକାର ବଡ ପଦକ୍ଷେପ ଗ୍ରହଣ କରିଛନ୍ତି। ପିଆଜ ରପ୍ତାନୀ ଉପରେ ଆଇନ ସଂଶୋଧନ କରିଯାଇଛି । ପରବର୍ତ୍ତି ନିର୍ଦ୍ଦେଶ ପର୍ଯ୍ୟନ୍ତ ଏହି...
ସାବାଡ୍ ହେଲେ ଦଲାଲ
ଆରଟିଓକୁ ସମ୍ପୂର୍ଣ୍ଣ ଦଲାଲ ମୁକ୍ତ କରିବାକୁ ପ୍ରୟାସ । ଏଣିକି ଆଞ୍ଚଳିକ ପରିବହନ ଅଫିସରେ କାର୍ଯ୍ୟ କରୁଥିବା ସମସ୍ତ କର୍ମଚାରୀ ତଥା ଘରୋଇସେବା ଯୋଗାଣକାରୀ ସଂସ୍ଥାର କର୍ମଚାରୀ ପରିଚୟ ପତ୍ର ଧରଣ କରିବା ସଙ୍ଗେ ସଙ୍ଗେ ଭିନ୍ନ ଭିନ୍ନ ରଙ୍ଗର...
ଟ୍ରେନର ଗତିପଥ ପରିବର୍ତ୍ତନ ପାଇଁ ଅନଶନ
ଜୁନାଗଡ ଭୁବନେଶ୍ୱର ଲିଙ୍କ ଏକ୍ସପ୍ରେସର ଗତିପଥ ପରିବର୍ତ୍ତନ ନେଇ କେନ୍ଦ୍ରକୁ ଲେଖାଯାଇଥିବା ଚିଠି ପ୍ରତିବାଦରେ ରାୟଗଡା ଯୁବ ବିକାଶ ପରିଷଦର ୧୨ ଘଣ୍ଟିଆ ଅନଶନ । ଏଇ ଟ୍ରେନକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାୟଗଡା ପରିବର୍ତ୍ତେ ସମ୍ବଲପୁର ବଲାଙ୍ଗୀର ଦେଇ...
















