ବିଜେପୁରରେ ନୂଆଖାଇ ଭେଟଘାଟ
ବରଗଡ଼ ଜିଲ୍ଲା ବିଜେପୁର ଠାରେ ମହିଳାମାନଙ୍କର ନୂଆଖାଇ ଭେଟଘାଟ ଓ ଏକ ବିରାଟ ସମାବେଶ ଆୟୋଜିତ ହୋଇଯାଇଛି । ଏହି ଅବସରରେ ବିଭିନ ସାଂସ୍କୃତିକ କାର୍ଯ୍ୟକ୍ରମ ସହ, ନାଚ ଓ ଗୀତର ଆସର ଜମିଥିଲା | ଗ୍ରାମ୍ୟ ଉନ୍ନୟନ ତଥା...
ବିଜେପି କର୍ମୀଙ୍କୁ ଆକ୍ରମଣ
ବିଜେପୁର ଉପନିର୍ବାଚନକୁ ନେଇ ସରଗରମ ରହିଛି ରାଜ୍ୟ ରାଜନୀତି | ସେପଟେ ନିର୍ବାଚନକୁ ନେଇ ଆରମ୍ଭ ହୋଇଗଲାଣି ବାର୍କ ଯୁଦ୍ଧ ତାସହ ନିର୍ବାଚନୀ ହିଂସା | ବିଜେପୁର ବ୍ଲକ ପଡା ଗାଁ ର ମନୋରଞ୍ଜନ ନାମକ ଜଣେ ବିଜେପି କର୍ମୀଙ୍କୁ...
ଭାରତୀୟ ନୌସେନାରେ ସାମିଲ ହେଲା ଖାଣ୍ଡେରି
ଭାରତୀୟ ନୌସେନାରେ ସାମିଲ୍ ହେଲା ଶକ୍ତିଶାଳୀ ବୁଡ଼ାଜାହାଜ ଆଇଏନ୍ଏସ ଖାଣ୍ଡେରି | ଆନୁଷ୍ଠାନିକ ଭାବେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ଆଇଏନ୍ଏସ ଖାଣ୍ଡେରିକୁ ନୌସେନାରେ ସାମିଲ୍ କରାଇଛନ୍ତି | ଭାରତୀୟ ନୌସେନାରେ ଆଇଏନ୍ଏସ ଖାଣ୍ଡେରି ସାମିଲ ହେବା ପରେ ଭାରତୀୟ ନୌସେନାର...
କାଳିଆ ଗୁରୁତର
କାଳିଆର ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ | ବିଗିଡ଼ିବାରେ ଲାଗୁଛି କାଳିଆର ସ୍ୱାସ୍ଥ୍ୟାବସ୍ଥା | ସେପଟେ କାଳିଆର ସ୍ୱାସ୍ଥ୍ୟଅବସ୍ଥାକୁ ଦେଖି ଏସସିବି ମେଡିକାଲ ଡାକ୍ତରୀ ଦଳ ଦିଲ୍ଲୀ ଏମ୍ସର ସହାୟତା ଲୋଡ଼ିଛନ୍ତି | ଦୁଇଜଣ ବିଶେଷଜ୍ଞଙ୍କୁ ଏସସିବି ପଠାଇବା ପାଇଁ ଦିଲ୍ଲୀ...
ଜୁନାଗଡ଼ ପୀଡ଼ିତାଙ୍କ ସାନି ବୟାନ ରେକର୍ଡ
କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଗଣଦୁଷ୍କର୍ମ ଓ ଭିଡିଓ ଭାଇରାଲ ଘଟଣାରେ ପୋଲିସ ପୀଡ଼ିତାଙ୍କ ସାନି ବୟାନ ରେକର୍ଡ କରିଛି | ୧୬୧ ଧାରାରେ ପୋଲିସ ପୀଡ଼ିତାଙ୍କ ସାନି ବୟାନ ରେକର୍ଡ କରିଛି | ତଦନ୍ତକାରୀ ଅଧିକାରୀ ଓ ମହିଳା ପୋଲିସଙ୍କ...
ବିଜେପୁର ପାଇଁ ବିଜେଡି ପ୍ରାର୍ଥୀ
ବିଜେପୁର ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେଡି । ରୀତା ସାହୁ ହେଲେ ବିଜେଡି ପ୍ରାର୍ଥୀ । ରୀତାଙ୍କ ନାଁ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଜେପୁରକୁ ଫୋକସ ଏରିଆ କରାଯିବ କହିଲେ ମୁଖ୍ୟମନ୍ତ୍ରୀ । ପୂର୍ବତନ...
ଗୋଳାବନ୍ଧ ଆର୍ମି ଏଡ଼ି ସେଣ୍ଟରକୁ ‘କଲର୍ସ ଆୱାର୍ଡ’
ବ୍ରହ୍ମପୁର ଗୋଳାବନ୍ଧ ଆର୍ମି ଏଡ଼ି ସେଣ୍ଟରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ | ଆୟୋଜିତ ଏକ ସ୍ୱତନ୍ତ୍ର ସମାରୋହରେ ଉପସ୍ଥିତ ରହି ସେଣ୍ଟରକୁ ସର୍ବୋଚ୍ଚ ସାମରିକ ସମ୍ମାନ ‘କଲର୍ସ ଆୱାର୍ଡ’ ପ୍ରଦାନ କରିଛନ୍ତି |‘କଲର୍ସ ଆୱାର୍ଡ’ ହେଉଛି ସଶସ୍ତ୍ର ସେନା ପାଇଁ...
ରଙ୍ଗେଇଲୁଣ୍ଡାରେ ରାଷ୍ଟ୍ରପତି
ରଙ୍ଗେଇଲୁଣ୍ଡାରେ ପହଁଞ୍ଚିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଆଇଏଫର ସ୍ୱତନ୍ତ୍ର ହେଲିକପ୍ଟରରେ ପହଁଞ୍ଚିଲେ । ଏହାପରେ ଗୋଳାବନ୍ଧ ଆର୍ମି ଏଡି କଲେ ଜ ଯିବେ ଅପରାହ୍ନରେ ଭୁବନେଶ୍ୱରରେ ପହଁଞ୍ଚିଥିଲେ । ସେଠାରେ ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀଙ୍କ...
ସେବାଶ୍ରମରେ ଛାତ୍ରୀ ମୃତ୍ୟୁକୁ ନେଇ ତୁମୁଳକାଣ୍ଡ, ଅଭିଭାବକ ମାଡରେ ଶିକ୍ଷକ ଗୁରୁତର
କରଞ୍ଜିଆ ଉପଖଣ୍ଡ ଡାକ୍ତରଖାନାର ଅଚଳାବସ୍ଥା ନେଲା ଜଣେ ନାବାଳିକା ଛାତ୍ରୀର ଜୀବନ | ଡାକ୍ତରଖାନାରେ ଡ଼ାକ୍ତରୀସେବା ଯୋଗାଣ ବ୍ୟବସ୍ଥା ସମ୍ପୂର୍ଣ ରୂପେ ଵ୍ୟପଯ୍ୟସ୍ତ ହୋଇପଡିଛି | ଯେଉଁଥି ପାଇଁ ଏକ ନିରିହା ଛାତ୍ରୀର ଜୀବନ ଯାଇଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି...
ତପନ ମିଶ୍ରଙ୍କୁ ଦେଶର ସର୍ବଶ୍ରେଷ୍ଠ ପର୍ଯ୍ୟଟକ ଗାଇଡ ସମ୍ମାନ
ଓଡିଶାର ପ୍ରଥମ ପର୍ଯ୍ୟଟକ ଗାଇଡ ଭାବେ ତପନ କୁମାର ମିଶ୍ରଙ୍କୁ ରାଷ୍ଟ୍ରୀୟ ସର୍ବଶ୍ରେଷ୍ଠ ପର୍ଯ୍ୟଟକ ଗାଇଡ ସମ୍ମାନ ପ୍ରଦାନ କରାଯାଇଛି । ନୂଆଦିଲ୍ଲୀସ୍ଥିତ ବିଗ୍ୟାନ ଭବନ ପରିସରରେ ଆୟୋଜିତ ଏହି ସମାରୋହରେ ତପନଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯାଇଛି ।...














