ଧୂମଧାମରେ ଶେଷ ହୋଇଛି ଖୁଦୁରୁକୁଣୀ ଓଷା
ବିବିଧ ପୂଜା, ପର୍ବପର୍ବାଣୀ ଓ ଓଷାପାଳନକୁ ନେଇ ଓଡ଼ିଶାର ଧାର୍ମିକ ପରଂପରାର ମହତ୍ତ୍ୱ ରହିଛି । ପ୍ରତିପର୍ବ ନିଜର ଏକ ସ୍ୱତନ୍ତ୍ର ବିଶେଷତ୍ୱ ବହନ କରେ । ବିଶେଷ କରି ଭାଦ୍ରବ ମାସରେ ଏମିତି ସବୁ ପର୍ବକୁ ନେଇ ଗାଁଠୁ...
କୋହଳ ହେବ ଫାଇନ୍!
ନୂଆ ମୋଟର ଯାନ ଆଇନରେ ଥିବା ଫାଇନ କୋହଳ ହେବ । ଏନେଇ ସୁଚନା ଦେଇଛନ୍ତି ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ନୂଆ ରୁଲ ଆଣି ପରିବର୍ତ୍ତନ କରାଯିବା ପାଇଁ ଯୋଜନା କରାଯାଉଛି ବୋଲି ସେ କହିଛନ୍ତି...
ପରଲୋକରେ ଦିଲୀପ
ବରିଷ୍ଠ ସାମ୍ବାଦିକ ଦିଲ୍ଲୀପ ସତପଥିଙ୍କ ପରଲୋକ । ୫୬ ବର୍ଷ ବୟସରେ ହୃଦଘାତରେ ତାଙ୍କର ପରଲୋକ ହୋଇଛି । କର୍କଟ ରୋଗରେ ପିଡୀତ ଥିବା ଦିଲୀପ ଗତ କିଛିମାସ ହେଲା ଅସୁସ୍ଥ ହୋଇପଡିଥିଲେ । ନିୟମିତ ଚିକିତ୍ସାଧିନ ଥିବା ଦିଲ୍ଲୀପ...
କଂଗ୍ରେସର କୁଳଚନ୍ଦ୍ରମାଙ୍କୁ ଅଣଦେଖା
କଂଗ୍ରେସରେ କୋରାପୁଟ ଲୋକସଭା ସାଂସଦକୁ ଅଣଦେଖା , ଫଳରେ ଆଜି ଉତ୍ତ୍ୟକ୍ତ କଂଗ୍ରେସ କର୍ମୀ ମାନେ ଜିଲ୍ଲାପାଳଙ୍କ ଅଫିସ ଘେରାଉ କରିଛନ୍ତି । କୋରାପୁଟ ସାଂସଦ ସପ୍ତଗିରୀ ଉଲାକାଙ୍କୁ ରାୟଗଡା ଜିଲ୍ଲାରେ ହେଉଥିବା ବିଭିନ୍ନ ସରାକାରୀ କାର୍ଯ୍ୟକ୍ରମରେ ଡକାଯାଉନି ବୋଲି...
ଫାଇନ ଦେଲେ , ଦୋଷ ମାନିଲେ ବିଧାୟକ
ସଡକ ସୁରକ୍ଷା ସଚେତନତା ଲାଗି ଆସିଥିବା ନିଜେ ଫସିଯାଇଛନ୍ତି । ତାଙ୍କୁ ଗଣିବାକୁ ପଡିଛି ଫାଇନ । ଆଜି ଭୁବନେଶ୍ୱର ଏଜି ଛକଠାରେ ଏଭଳି ହଟହଟା ହୋଇଛନ୍ତି ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା । ତାଙ୍କ ନିର୍ବାଚନୀମଣ୍ଡଳ...
ମିଳିଲା ବିକ୍ରମ
ଇସ୍ରୋ ବୈଜ୍ଞାନିକଙ୍କ ସଫଳତା। ଚନ୍ଦ୍ର ପୃଷ୍ଠରେ ଓହ୍ଲାଇବା ପୂର୍ବରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିବା ଲ୍ୟାଣ୍ଡର ବିକ୍ରମର ସ୍ଥିତି ବାବଦରେ ସୂଚନା ମିଳିଛି। ଚନ୍ଦ୍ରପୃଷ୍ଠରେ ଏହା ପଡ଼ିଥିବା ଜଣାପଡ଼ିଛି। ଏ ନେଇ ଇସ୍ରୋ ମୁଖ୍ୟ କେ ଶିବନ ସୂଚନା ଦେଇଛନ୍ତି। ଖୁବଶୀଘ୍ର...
ବିମାନ ଉଡାଇବେ ପଛୁଆ ଜିଲ୍ଲାର ଆଗୁଆ ଝିଅ
ଆକାଶରେ ଉଡିବେ ଆଦିବାସୀ ଝିଅ । ବିମାନ ଉଡାଇବେ ପଛୁଆ ଜିଲ୍ଲାର ଆଗୁଆ ଝିଅ । ମାଲକାନଗିରିର ପ୍ରଥମ ଆଦିବାସୀ ମହିଳା ପାଇଲଟ ଭାବେ ନିଯୁକ୍ତି ପାଇଛନ୍ତି ମାଲକାନଗିରି ସଦର ମହକୁମା ସ୍ଥିିିତ ଡି.ଏନ,କେ କଲୋନୀର ଅନୁପ୍ରିୟା ଲାକ୍ରା ।...
ଯୋଜନା ଆଢୁଆଳରେ ଆଦିବାସୀ
ରାସ୍ତା କହିଲେ ଆବୁଡା ଖାବୁଡା ପଥର । ଆଉ ଘର କହିଲେ ନୂଆଣିଆ ଝାଟିମାଟି କାନ୍ଥ ଉପରେ ବିଛା ଯାଇଥିବା କିଛି ଅସଜଡା ଟାଇଲ । ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ଏହି ଗାଁର ନାଁ ଡାବଗୁଡା ।...
ଦୁଇ ଛୁଆଙ୍କୁ ବିଷଦେଇ ନିଜେ ବିଷ ପିିଇଲା ମା
ଦାରିଦ୍ର୍ୟ ଉଜାଡ଼ି ଦେଇଛି ଆଉ ଏକ ପରିବାର । ଗରିବୀ ଯୋଗୁଁ ଘର ସମ୍ଭାଳିବା ଅସମ୍ଭବ ହେବାରୁ ଶେଷରେ ଦୁଇ ପିଲାଙ୍କ ସହିତ ମା’ ଜୀବନ ହାରିଥିବା ଅଭିଯୋଗ ହୋଇଛି । ଏଭଳି ଘଟଣା ଘଟିଛି ମାଲକାନଗିରି ଜିଲ୍ଲା କାଲିମେଳା...
ପୋଲିସ ଗାଡିକୁ ଅଟକାଇ ମାଗିଲେ କାଗଜପତ୍ର
ଭୁବନେଶ୍ୱରରେ ତାତିଲେ ଲୋକେ । ଗାଡି ଉପରୁ ଜରିମାନା ନେଇ ଭୁବନେଶ୍ୱରରେ ତାତିଲେ ଲୋକେ । ସରକାରୀ ଗାଡିକୁ ଛାଡି ଦିଆଯାଉଥିବା ଅଭିଯୋଗ କରି ତାତିଲେ । ପୋଲିସ ଗାଡି ସହ ୩ଟି ଗାଡିର କାଗଜପତ୍ର ଠିକ୍ ନଥିବା...















