ପୋଲିସ ସାମ୍ନାରେ ନିସ୍ତୁକ ମାଡ
ପୋଲିସ ସମ୍ମୁଖରେ ଜଣେ ଲୋକଙ୍କୁ ନିସ୍ତୁକ ମାଡ ସହିତ ଅସଭ୍ୟ ଭାଷାରେ କରାଯାଉଛି ଗାଳିଗୁଲଜ । ଏଭଳି ଏକ ଭିଡିଓ ଭାଇରାଲ ହୋଇଛି ସୋସିଆଲ ମିଡିଆରେ । ଫେସବୁକରୁ ଆରମ୍ଭ କରି ହ୍ୱାଟସପ ରୁ ହ୍ୱାଟସପ ଘୁରି ବୁଲୁଛି ଏହି...
ମାଲଗାଡି ତଳେ ରୋମାନ୍ସ!
ଜୀବନକୁ ବାଜି ଲଗାଇ ମାଲଗାଡି ତଳେ ଚାଲିଛି ରୋମାନ୍ସ । ଏହି ଫଟୋ ସହିତ ଟ୍ଵିଟ୍ କରି ରେଳ ମନ୍ତ୍ରଣାଳୟ ସାଧାରଣ ଜନତାଙ୍କ ପାଇଁ ଚେତାବନୀ ଜାରି କରିଛି। ଟ୍ଵିଟରେ କୁହାଯାଇଛି ଯେ ଏମିତି କାମ ବିପଦଜ୍ଜନକ ଏବଂ...
ଚାଷୀଙ୍କ ଆୟ ବୃଦ୍ଧି ଲାଗି ପାଇଲଟ ପ୍ରୋଜେକ୍ଟ ଆରମ୍ଭ
ଚାଷୀଙ୍କ ଆୟ ବୃଦ୍ଧି ଲାଗି ପାଇଲଟ ପ୍ରେଜେକ୍ଟ ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ । କେନ୍ଦ୍ର ସରକାରଙ୍କ ୧୨ଟି ଗବେଷଣା ସଂସ୍ଥାର ରିପୋର୍ଟକୁ ରାଜ୍ୟରେ କାର୍ଯ୍ୟକାରୀ କରିବା ଏହି ପ୍ରକଳ୍ପର ମୁଖ୍ୟ ଉଦ୍ଦେଶ୍ୟ । ଉନ୍ନତ ମାନର ଗ୍ୟାନ କୌଶଳ ପ୍ରୟୋଗ...
ଜଳି ପାଉଁଶ ହୋଇଗଲା ‘ଚକାଡୋଳା’
ରାଜଧାନୀ ଭୁବନେଶ୍ୱର ବରମୁଣ୍ଡା ବସଷ୍ଟାଣ୍ଡରେ ଅଗ୍ନିକାଣ୍ଡ ଘଟିଛି । ସେଠାରେ ଥିବା ଏକ ବସରେ ନିଆଁ ଲାଗି ଜଳି ଯାଇଛି । ବରମୁଣ୍ଡା ବସଷ୍ଟାଣ୍ଡରେ ଛିଡ଼ା ହୋଇଥିବା ଚକାଡୋଳା ନାମକ ଏକ ଘରୋଇ ବସରେ ନିଆଁ ଲାଗି ଜଳୁଥିବା ସୂଚନା...
ଏଟିଏମ୍ ରୁ ଟଙ୍କା ଉଠାଉଛନ୍ତି କି? ସାବଧାନ୍
ସାବଧାନ୍ । ଏଟିଏମରୁ ଟଙ୍କା ଉଠାଉଛନ୍ତି କି । କାର୍ଡ ଦେବା ପୂର୍ବରୁ ଥରେ ଯାଞ୍ଚ କରିନିଅନ୍ତୁ । କାରଣ କାର୍ଡ ଇନସର୍ଟ କରିବା ଜାଗାରେ ଲାଗି ଥ୍ଧବପାରେ ଚିଫ୍ । ଯେମିତି କି ଏହି ଭିଡିଓରେ ଦେଖିବାକୁ...
ଦୁର୍ଦ୍ଦାନ୍ତ ମାଓନେତା ରାକେଶ ମୃତ
ଦୁର୍ଦ୍ଦାନ୍ତ ମାଓନେତା ରାକେଶ ମୃତ । ଏନକାଉଣ୍ଟରରେ ରାକେଶର ମୃତ୍ୟୁ ନେଇ ସୂଚନା । ବଣ୍ଡାଘାଟି ପାକନଗୁଡା ଜଙ୍ଗଲରେ ଏନକାଉଣ୍ଟରରେ ରାକେଶର ମୃତ୍ୟୁ ହୋଇଛି । ଏହି ସୂଚନା ଦେଇଛନ୍ତି ପୋଲିସ ଡିଜି ବିଜୟ କୁମାର ଶର୍ମା । ଆନ୍ଧ୍ର...
କେବେ ଦୃଷ୍ଟି ଦେବେ ପ୍ରଶାସନ
ପିଇବା ପାଇଁ ପାଣି ଟୋପେ ମିଳୁନି । ପାଣି ବିକଳରେ କଲବଲ ହେଉଛନ୍ତି ଲୋକେ । ଗାଁରେ ନଳକୂଅଟିଏ ମଧ୍ୟ ନାହିଁ । ଯଦିବି କେଉଁଠି ନଳକୂଅଟିଏ ଅଛି, ତାର ପାଣି ବ୍ୟବହାର ଉପଯୋଗୀ ହେଉନାହିଁ । ସେଥିରୁ ପ୍ରବଳ...
ନକଲି ତେଲ କାରଖାନା ଠାବ
କଟକରେ ପୁଣି ନକଲି କାରଖାନା ଠାବ । ସଦର ଥାନା ଫୁଲନଖରାର ବମ୍ପକୁଦ ଅଞ୍ଚଳରୁ ପୋଲିସ ଏକ ନକଲି ତେଲ କାରଖାନା ଠାବ କରିଛି । ଆଜି ସକାଳେ ଚଢଉ କରି ପୋଲିସ ସେଠାରୁ ୩୦ ହଜାର ଲିଟର ନକଲି...
ଜଣେ ଯବାନ ସହିଦ
ମାଲକାନଗିରି ସ୍ୱାଭିମାନ ଅଞ୍ଚଳରେ ଏନକାଉଣ୍ଟର । ବଣ୍ଡାଘାଟି ସୀମାରେ ପୋଲିସ ମାଓବାଦୀ ଗୁଳି ବିନିମୟରେ ଜଣେ ଯବାନ ସହିଦ ହୋଇଛନ୍ତି । ଜଣେ ଯବାନ ଗୁରୁତର ହୋଇଛନ୍ତି । ତାଙ୍କୁ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।
ରାନୁଙ୍କୁ ୫୫ ଲକ୍ଷ ଟଙ୍କାର ଗିଫ୍ଟ
ସୋସିଆଲ ମିଡିଆ ସେନ୍ସେସନ ରାନୁ ମଣ୍ଡଳ । ସଲମାନ ଖାନଙ୍କ ସହ ଗୋଟିଏ ସୋଫାରେ ବସିଛନ୍ତି ରାନୁ । ଏ ହେଉଛନ୍ତି ସେଇ ରାନୁ ଯିଏ ଷ୍ଟେସନରେ ଗୀତ ଗାଇ ଭିକ ମାଗୁଥିଲେ । ଆଉ ଆଜି ତାଙ୍କ ଭାଗ୍ୟ...















