ସିଦ୍ଧି ବିନାୟକ ନମୋ ନମଃ
ଭାଦ୍ରବ ମାସ ଶୁକ୍ଳପକ୍ଷ ଚତୁର୍ଥୀ ତିଥିରେ ସୋମବାର ସମଗ୍ର ଭାରତ ବର୍ଷରେ ବିଘ୍ନରାଜଙ୍କ ପୂଜା ପାଇଁ ଜୋରଦାର ଆୟୋଜନ ହୋଇଛି । ବିଦ୍ୟାଦାତା ଭଗବାନ ଗଣେଶଙ୍କ ପୂଜାର୍ଚ୍ଚନା ପାଇଁ ଶିକ୍ଷାନୁଷ୍ଠାନ, ଯୁବକ ସଂଗଠନ, ବଜାର, ବ୍ୟବସାୟୀ ସଂଗଠନ ଉତ୍ସବ...
ବସ ଧକ୍କାରେ ଛାତ୍ର ମୃତ
କଳାହାଣ୍ଡି ଜିଲ୍ଲା ଜାତୀୟ ରାଜପଥ ଜୁନାଗଡ ବ୍ଲକ ମଥୁରା ଠାରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ମଥୁରା ଗ୍ରାମର ମିଳୁ ବଗର୍ତ୍ତି ନାମକ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରଙ୍କୁ କପିଳେଶ ନାମକ ଏକ ଯାତ୍ରୀବାହୀ ବସ...
ବୌଦ୍ଧରେ ନୂତନ ବିଦ୍ୟୁତ ସବଷ୍ଟେସନ ଉଦଘାଟିତ
ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ରାମ୍ବିକଟା ଠାରେ ଓଡି ଏସଏସ.ପି ଯୋଜନା ଦ୍ୱାରା ହୋଇଥିବା ଏକ ନୂତନ ବିଦ୍ୟୁତ ସବଷ୍ଟେସନ ଆଜି ଉଦଘାଟିତ ହୋଇଛି । ସ୍ଥାନୀୟ ବିଧାୟକ ପ୍ରଦୀପ କୁମାର ଅମାତ ଏହାର ଶୁଭାରମ୍ଭ କରିଛନ୍ତି । ଏହି...
ନୁଆଖାଇରେ ନୂଆହାଣ୍ଡି
ଆଙ୍କର - ଦିନ କେଇଟା ପରେ ଆସୁଛି ପଶ୍ଚିମ ଓଡିଶାର ଗଣ ପର୍ବ ନୁଆଖାଇ ପର୍ବ । ଏଥିପାଇଁ ଗାଁଠାରୁ ଆରମ୍ଭ କରି ସହର ଯାଏଁ ହୋଇ ଉଠିଛି ଚଳଚଞ୍ଚଳ । ଯେଉଥିପାଇଁ ପ୍ରସ୍ତୁତି ବି ଜୋରସୋରରେ ଆରମ୍ଭ ହୋଇଗଲାଣି...
ଅଧ୍ୟାପକଙ୍କ ଲଭ ଷ୍ଟୋରୀ !
ହ୍ୱାଟର୍ସଅପରୁ ପ୍ରେମ ଆଉ ତାପରେ ଶାରୀରିକ ସମ୍ପର୍କ । ଏବେ ବିବାହ କରିବାକୁ ଯୁବତୀ ଅଡି ବସିବା ପରେ ଥାନା ପରିସରରେ ଅମାନୁଶିକ ଆକ୍ରମଣ । ଏହି ଦୃଶ୍ୟ ହେଉଛି ରାୟଗଡା ଜିଲ୍ଲା ସେଶଖାଲ ଥାନା ପରିସରର । ପ୍ରତାରିତା...
ଶେଷ ସ୍ପର୍ଶ ଦେଉଛନ୍ତି ପ୍ରଭାତି
ରାତି ପାହିଲେ ଅଗ୍ର ପୂଜ୍ୟ ଶ୍ରୀ ଗଣେଷଙ୍କ ଜନ୍ମଦିନ । ଜନ୍ମ ଦିନକୁ ଯାକ ଯକମରେ ପାଳନ ପାଇଁ ସବୁଠି ପ୍ରସ୍ତୁତି ଜୋର । ହାତରେ ସମୟ କମ ଥିବାରୁ ଶ୍ରୀ ଗଶେଶଙ୍କ ଶ୍ରୀ କଳେବରକୁ ପୂର୍ଣ୍ଣରୂପ ଦେଉଛନ୍ତି...
କାଲିଠୁ ନୂଆ ଟ୍ରାଫିକ ନିୟମ ଲାଗୁ, ଗାଡି ଚଳାଇଲାବେଳେ ମୋବାଇଲ ବ୍ୟବହାର କଲେ ଗଣିବେ
ଆସନ୍ତାକାଲି ଠାରୁ ସାରା ଦେଶରେ ନୂତନ ସଡକ ପରିବହନ ନୂଆ ଆଇନ ଲାଗୁ ହେବାକୁ ଯାଉଛି। ଟ୍ରାଫିକ୍ ନିୟମ ଉଲ୍ଲଙ୍ଘନ ନେଇ ବଢିଲା ବହୁଗୁଣ ଜରିମାନା ତଣ୍ଡ। ଏହି ନୂତନ ନିୟମ ଅନୁସାରେ ଯଦି ଆପଣମାନେ ଟ୍ରାଫିକ୍ ନିୟମକୁ ଅବମାନନା...
ଅଫିସରେ କାମ ଛାଡି ଚାଲିଛି ମ୍ୟାଜିକ ସୋ
ସରକାରୀ ବାବୁଙ୍କୁ ଘାରିଛି ଯାଦୁ ଦେଖିବାର ନିଶା । ସେ ଫୁଣି କର୍ମଚାରୀଙ୍କ ସହ ଅଫିସ ଭିତରେ ବସି ଯାଦୁ ଦେଖୁଛନ୍ତି ସରକାରୀ ବାବୁ । ଏଭଳି ଦେଖିବାକୁ ମିଳିଛି ମାଲକାନଗିରି ମୁନସିପାଲିଟି ଅଫିସ ଭିତରେ । ଏନେଇ ସୋସିଆଲ...
୨୦୩୫ ୱାର୍ଡ ଅଫିସ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ
ଆଜି ରାଜ୍ୟ ସ୍ତରୀୟ ସ୍ଵାୟତ୍ତ ଶାସନ ଦିବସ ପାଳନ କରାଯାଇଛି। ଏହି ଅବସରରେ ଭୁବନେଶ୍ଵର ମହାନଗର ନିଗମର ସମସ୍ତ ୱାର୍ଡ ଅଫିସକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି। ରାଜ୍ୟ ଲୋକସେବା ଭବନରୁ ଭିଡିଓ କନଫରେନ୍ସିଙ୍ଗ୍ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଉଦଘାଟନ...
ମଠ ଭିତରେ ଭୂତଳ ଘର
ପୁରୀ ସହରକୁ ବିଶ୍ୱ ଐତିହ୍ୟ ସହରରେ ପରିଣତ କରିବା ପାଇଁ ଶ୍ରୀମନ୍ଦିର ଚତୁଃପାର୍ଶ୍ୱରୁ ଉଚ୍ଛଦେ ପ୍ରକ୍ରିୟା ଜାରି ରହିଛି । ଆଜି ଦ୍ୱାଦଶ ଶତାବ୍ଦୀର ଏମାର ମଠକୁ ଭଙ୍ଗା ଯାଇଛି । ତବେେ ଏହି ପ୍ରସିଦ୍ଧ ମଠରେ ଭୂତଳ ଘର...















