26.7 C
Bhubaneswar
Friday, August 7, 2026
-Advertisement-

ଚିରନିଦ୍ରାରେ ସ୍ୱାଧିନତା ସଂଗ୍ରାମୀ ଦୟାନିଧି ନାଏକ

ଚାଲିଗଲେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଦୟାନିଧି ନାଏକ । ଭାରତଛାଡ ଆନ୍ଦୋଳନରେ ସାମିଲ ହୋଇ ୯ ମାସ କାରାବରଣ କରି ପଶ୍ଚିମ ଓଡିଶାରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିବା ଦୟାନିଧି ନାଏକ ଆଉ ଏବେ ନାହାଁନ୍ତି । ବରଗଡ ଜିଲ୍ଲା...

ଫ୍ରିରେ ବୁଲନ୍ତୁ ତାଜମହଲ

ପ୍ରସିଦ୍ଧ ତାଜମହଲରେ ପ୍ରବେଶକୁ ନେଇ ପ୍ରତିଦିନ କଟକଣା ଜାରି ରହିଥାଏ । ହେଲେ ବର୍ତ୍ତମାନ ଏହାକୁ କୋହଳ କରାଯାଇଛି । ଏଏସଆଇ ପକ୍ଷରୁ କୁହାଯାଇଛି ଯେ, ଅଗଷ୍ଟ ୧୨ ତାରିଖ ସୋମବାର ୩ଘଣ୍ଟା ପାଇଁ ପର୍ଯ୍ୟଟକ ମାନେ କୌଣସି ଅର୍ଥ...
video

ମହଙ୍ଗା ମାଡରେ ପାକର ମୁହଁ ଲାଲ୍

ପାକିସ୍ତାନକୁ ମହଙ୍ଗା ପଡିଲା ଭାରତ ସହ ଶତ୍ରୁତା । ପାକିସ୍ତାନରେ ଏବେ ଟମାଟୋ କିଲୋ ପ୍ରତି ଦର ୩୦୦ ଟଙ୍କା ହୋଇଛି । ଟମାଟୋର ମହଙ୍ଗା ମାଡରେ ପାକର ମୁହଁ ଲାଲ୍ ପଡିଛି । ଜମ୍ମୁ-କଶ୍ମୀରରୁ ଧାରା ୩୭୦ ହଟାଯିବା...

ଶିଶୁଙ୍କ ସୁରକ୍ଷା ପାଇଁ ସଚେତନ କାର୍ଯ୍ୟକ୍ରମ

କଳାହାଣ୍ଡି ଜିଲ୍ଲା କେଗାଁ ପୋଲିସ ତରଫରୁ ଶିଶୁ ଯୌନ ନିର୍ଯ୍ୟାତନା,ଶିଶୁ ଶ୍ରମିକ,ଶିଶୁ ଚାଲାଣ ବନ୍ଦ କରିବାକୁ,ମହାଲିଙ୍ଗ ଆଞ୍ଚଳିକ ମହାବିଦ୍ୟାଳୟରେ ସଚେତନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏହି ସଚେତନତା ଶୋଭାଯାତ୍ରାରେ ମହାଲିଙ୍ଗ ଆଞ୍ଚଳିକ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଓ କେଗାଁ ପୋଲିସ...

ପଟ୍ଟାମୁଣ୍ଡାଇରେ ତଲାକ୍ ତଲାକ୍ ତଲାକ୍

ତିନ୍ ତଲାକ ଆଇନ ଆସିବା ପରେ ଦେଶରେ ପ୍ରଥମ ଘଟଣା ସମ୍ନାକୁ ଆସିଛି । କେନ୍ଦ୍ରାପଡା ପଟାମୁଣ୍ଡାଇରେ ମୁସଲିମ ମହିଳାଙ୍କୁ ତିନ୍ ତଲାକ୍ ଦେଲେ ସ୍ୱାମୀ । ହାଇଦ୍ରାବାଦରେ ରହୁଥିବା ସ୍ୱାମୀ ତାଙ୍କ ସ୍ତ୍ରୀକୁ ଫୋନ କରି ତିନି ଥର...

ମାଆ, ଝିଅଙ୍କୁ ଛୁରାମାଡ

କୁହାଯାଏ ସ୍ୱାମୀ-ସ୍ତ୍ରୀର ସମ୍ପର୍କ ନିବିଡ । ସାତ ଜନ୍ମର ଅତୁଟ ବନ୍ଧନ ସ୍ୱାମୀ ସ୍ତ୍ରୀଙ୍କ ସମ୍ପର୍କକୁ ବୁଝାଇଥାଏ । ହେଲେ ରାୟଗଡା ଜିଲ୍ଲାରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା । ସ୍ୱାମୀ ପାଲିଟିଛି ସଇତାନ । ନିଜ ସ୍ତ୍ରୀ ଏବଂ...
video

ରାଜା ବେଶରେ ସୁର ଭାଇ

ଧୂମଧାମରେ ପାଳନ ହୋଇଛି ସୁର ଭାଇଙ୍କ ୭୬ତମ ଜନ୍ମଦିନ । ମୁଣ୍ଡରେ ମୁକୁôଟ ପିନ୍ଧି ରାଜାବେଶରେ ବସିଥିଲେ ସୁରଭାଇ । ସୁର ଭାଇ ନାଁରେ ପରିଚିତ ଲୋକପ୍ରିୟ ରାଜନେତା ତଥା ଜଟଣୀର କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟଙ୍କ ଜନ୍ମଦିନକୁ...

ଧୂମଧାମରେ ଶେଷ ହୋଇଛି ଆଦିବାସୀ ଦିବସ 

ଶୁକ୍ରବାର ରାୟଗଡା ଜିଲ୍ଲାରେ ବିଶ୍ୱ ଆଦିବାସୀ ଦିବସ ପାଳିତ ହୋଇଯାଇଛି । ଆଦିବାସୀମାନଙ୍କ ପାରମ୍ପରିକ ନାଚ ଗୀତ ସହିତ ଅନୁଷ୍ଠିତ ହୋଇଛି ଏହି ଦିବସ । ଏହି ଦିବସ ଉପଲକ୍ଷେ ମଝିଘରିଆଣି ମନ୍ଦିରରୁ ପାରମ୍ପରିକ ନାଚଗୀତ ସହ ଏକ ଶୋଭାଯାତ୍ରାରେ...

ଜେଟଲିଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର

ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ଅବସ୍ଥା ବର୍ତମାନ ସ୍ଥିର ରହିଛି । ତାଙ୍କୁ ଶୁକ୍ରବାର ଦିଲ୍ଲୀ ଏମସରେ ଭର୍ତି କରାଯାଇଥିଲା । ସେ ଏବେ ଆଇସିୟୁରେ ଅଛନ୍ତି । ତାଙ୍କୁ ଶ୍ୱାସକ୍ରିୟାରେ କଷ୍ଟ ହେଉଥିବା...

‘ଅନ୍ଧାଧୂନ’ ବେଷ୍ଟ ହିନ୍ଦୀ ଫିଲ୍ମ

ଆଜି ୬୬ତମ ରାଷ୍ଟ୍ରୀୟ ସିନେମା ପୁରସ୍କାର ଘୋଷଣା ହୋଇଛି । ଏହି କାର୍ଯ୍ୟକ୍ରମ ଶାସ୍ତ୍ରୀ ଭବନରେ ପିଆଇବି କନଫ୍ରେନ୍ସ ହଲରେ ଆୟୋଜିତ କରାଯାଇଛି । ଏଥିରେ ୨୩ଟି ବିନା ଫିଚର ଫିଲ୍ମ ଓ ୩୧ଟି ଫିଚର ଫିଲ୍ମକୁ ପୁରସ୍କାର ପ୍ରଦାନ...
- Advertisement -

Latest article

ବିଲ୍ଡରଙ୍କ ଘରୁ ୨ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଚୋରି

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଶୁକ୍ରବାର ବିଳମ୍ବିତ ରାତିରେ ଲକ୍ଷ୍ମୀସାଗର ଅଞ୍ଚଳରେ ଜଣେ ବିଲ୍ଡରଙ୍କ ଘରୁ ଦୁର୍ବୃତ୍ତମାନେ ପ୍ରାୟ ୨ କୋଟି ଟଙ୍କାରୁ ଅଧିକ ମୂଲ୍ୟର ସମ୍ପତ୍ତି ଲୁଟି ନେଇଥିବା ଅଭିଯୋଗ ହୋଇଛି। ପୋଲିସ...

ରାଜ୍ୟଗୋଷ୍ଠୀ କ୍ରୀଡାରେ ଜୁଡୋରେ ଭାରତ ପାଇଁ ପ୍ରଥମ ସ୍ୱର୍ଣ୍ଣ ପଦକ ଆଣିଲେ ଅସ୍ମିତା ଦେ

ନୂଆଦିଲ୍ଲୀ: ଗ୍ଲାସଗୋ ଠାରେ ଚାଲିଥିବା ରାଜ୍ୟଗୋଷ୍ଠୀ କ୍ରୀଡା ରେ ଭାରତ ଏକ ବଡ଼ ସଫଳତା ହାସଲ କରିଛି। ଯୁବ ଜୁଡୋ ଖେଳାଳି ଅସ୍ମିତା ଦେ’ ଭାରତ ପାଇଁ ଏହି ସଫଳତା ଆଣିଛନ୍ତି lମହିଳା...

ପାଣିକୁଣ୍ଡରୁ ମିଳିଲା ନିଖୋଜ ଦ୍ବିତୀୟ ଶ୍ରେଣୀ ଛାତ୍ରୀଙ୍କ ମୃତଦେହ

ଭୁବନେଶ୍ବର: ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ (RIE)ର ଡେମୋନଷ୍ଟ୍ରେସନ୍ ମଲ୍ଟିପର୍ପୋଜ୍ (ଡିଏମ୍) ସ୍କୁଲର ଦ୍ୱିତୀୟ ଶ୍ରେଣୀରେ ପଢ଼ୁଥିବା ୨ୟ ଶ୍ରେଣୀ ଛାତ୍ରୀ ନିଖୋଜ ଘଟଣା। ସ୍କୁଲ୍ ପଛ ପଟେ ଥିବା ପୋଲିସ ରିଜର୍ଭ...