26.7 C
Bhubaneswar
Friday, August 7, 2026
-Advertisement-
video

ଅଚାନକ ମେଡିକାଲ ଗସ୍ତ

କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀଙ୍କ ସ୍ୱାସ୍ଥ୍ୟସେବା ତଦାରଖ । ଆଜି ସକାଳେ ହଠାତ୍ ନୀଳଗିରି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଗସ୍ତ କରି ସ୍ୱାସ୍ଥ୍ୟସେବା ସମ୍ପର୍କରେ ବୁଝିଛନ୍ତି । ଡାକ୍ତରଖାନାରେ ପହଁଞ୍ଚିବାବେଳେ ଡାକ୍ତର ନଥିବା ଦେଖିବାକୁ ପାଇଥିଲେ । ଏହାସହିତ ରୋଗୀଙ୍କୁ ଚିକିସôାରେ...

ଶ୍ୱଶୁରଙ୍କ ବିରୋଧରେ ବୋହୂର ସଙ୍ଗୀନ ଅଭିଯୋଗ

ଶ୍ୱଶୁରଙ୍କ ଅସୁର କାରନାମା । ଶ୍ୱଶୁରଙ୍କ ବିରୋଧରେ ବୋହୁର ସାଘାଂତିକ ଅଭିଯୋଗ । ବୋହୂ ଅଭିଯୋଗ କରିଛନ୍ତି ଯେ, ଘରେ କେହି ନଥିବାବେଳେ ବାରମ୍ବାର ବଳାତ୍କାର ଉଦ୍ୟମ କରିଛନ୍ତି ଶ୍ୱଶୁର । ପୁରୀ ଥାନା ପିପିଲି ଅଞ୍ଚଳରେ ଘଟିଛି ଏହି...
video

ରାସ୍ତାରେ ଗଡିଗଡି ଗଲେ କାଉଡିଆ

ଶ୍ରାବଣ ମାସର ଶେଷ ସୋମବାର । ରାତି ଅଧରୁ କାଉଡିଆଙ୍କ ଭିଡ ଲାଗି ଯାଇଥିଲା ବିଭିନ୍ନ ଶୈବପୀଠରେ । କିଏ କେଉଁଠୁ ଦୂରଦୂରାନ୍ତରୁ ପାଣି ଆଣି ରାତି ତମାମ ଅପେକ୍ଷା କରି ରହିଥିଲେ । ବଡି ଭୋରରୁ ଶିବଲିଙ୍ଗରେ...

ଅମ୍ବାନୀଙ୍କ ବମ୍ପର ଘୋଷଣା

ରିଲିଆନ୍ସ ଇଣ୍ଡଷ୍ଟ୍ରି ଦେଶର ସବୁଠାରୁ ବଡ କମ୍ପାନୀ । ଜିଓ କଥା ଆପଣମାନେ ସମସ୍ତେ ଜାଣିଛନ୍ତି । ଘରେ ଘରେ ପରିଚିତି ଲାଭ କରିଛି ଜିଓ । ଗ୍ରାହକଙ୍କ ସଂଖ୍ୟା ବର୍ତ୍ତମାନ ୩୪ କୋଟିରେ ପହଁଞ୍ଚି ସାରିଛି । ଏଥିରୁ...

ବଢିଲା ସିବିଏସଇ ପରୀକ୍ଷା ଫି

ବଢିଲା ସିବିଏସଇ ପରୀକ୍ଷା ଫି । ପରୀକ୍ଷା ଫି ବଢାଇଲା କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସଇ । ଏଣିକି ସାଧାରଣ ବର୍ଗର ଦଶମ ଓ ଦ୍ୱାଦଶ ପରୀକ୍ଷାର୍ଥୀ ଦେବେ ୧୫୦୦ ଟଙ୍କା । ପୂର୍ବରୁ ସାଧାରଣ ବର୍ଗର ପିଲାଙ୍କ...

ଗଜରାଜଙ୍କ ପାଇଁ ଦିନଟିଏ

ଆଜି ହେଉଛି ବିଶ୍ୱ ହାତୀ ଦିବସ । ଦିନକୁ ଦିନ ଗଜରାଜଙ୍କୁ ନେଇ ମଣିଷ ଭୟବୀତ ହେଉଥିବା ବେଳେ ଏହାର ସମାଧାନ ଓ ଗଜରାଜଙ୍କ ସଚେତନା ସୃଷ୍ଟି ପାଇଁ ୨୦୧୨ ମସିହାରୁ ବିଶ୍ୱ ବ୍ୟାପି ହାତୀ ଦିବସ ପାଳିତ ହୋଇ...

ତିନିଦିନ ଯାଏ ଲାଗି ରହିବ ବର୍ଷା

ଆସନ୍ତା ତିନିଦିନ ଯାଏ ରାଜ୍ୟରେ ବର୍ଷା ଲାଗି ରହିବ । ଉତ୍ତର ପୂର୍ବ ଏବଂ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ...

ଧୂମ୍ ଧାମରେ ପାଳିତ ହେଉଛି ଇଦ୍-ଉଲ୍-ଜୁହା

ଆଜି ପବିତ୍ର ଇଦ୍ ଉଲ ଜୁହା । ତ୍ୟାଗ ଓ ବଳିଦାନର ପର୍ବ ଇଦ୍-ଉଲ-ଜୁହା । ଇସଲାମ ଧର୍ମାଲମ୍ବିଙ୍କ ପାଇଁ ଏକ ବଡ ପର୍ବ ଇଦ-ଉଲ-ଜୁହା । ଏହି ପର୍ବ ପାଳନ ପାଇଁ ଶ୍ରଦ୍ଧାଳୁଙ୍କ ମନରେ ଉସôାହ ଦେଖିବାକୁ ମିଳିଛି...
video

ଶ୍ରାବଣ ମାସର ଶେଷ ସୋମବାର

ଆଜି ଶ୍ରାବଣ ମାସର ଶେଷ ସୋମବାର। ଦେବ ଦେବ ମହାଦେବଙ୍କ ନିକଟରେ ଜଳଲାଗି ପାଇଁ ବିଭିନ୍ନ ଶୈବପୀଠରେ କାଉଡ଼ିଆଙ୍କ ଭିଡ଼ ଲାଗିଛି। ବୋଲ୍ ବମ୍ ହର ହର ବମ୍ ରେ କମ୍ପୁଛି ବିଭିନ୍ନ ଶୈବ ପୀଠ । ଜଳଲାଗି ପାଇଁ...

77 ଦିନ ପରେ ବି କଂଗ୍ରେସକୁ ନେତା ମିଳିଲେନି

77 ଦିନ ପରେ ବି କଂଗ୍ରେସକୁ ନେତା ମିଳିଲେନି I ନିର୍ବାଚନ ବିପର୍ଯ୍ୟୟ ପରେ ଏଆଇସିସି ସଭାପତି ପଦରୁ ରାହୁଲ ଗାନ୍ଧି ଇସ୍ତଫା ଦେବା ପରେ ସଭାପତି ପଦ ଖାଲି ପଡିଛି I ସିଡବ୍ଲୁସି ରାହୁଲଙ୍କ ଇସ୍ତଫାକୁ ଗ୍ରହଣ...
- Advertisement -

Latest article

ବିଲ୍ଡରଙ୍କ ଘରୁ ୨ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଚୋରି

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଶୁକ୍ରବାର ବିଳମ୍ବିତ ରାତିରେ ଲକ୍ଷ୍ମୀସାଗର ଅଞ୍ଚଳରେ ଜଣେ ବିଲ୍ଡରଙ୍କ ଘରୁ ଦୁର୍ବୃତ୍ତମାନେ ପ୍ରାୟ ୨ କୋଟି ଟଙ୍କାରୁ ଅଧିକ ମୂଲ୍ୟର ସମ୍ପତ୍ତି ଲୁଟି ନେଇଥିବା ଅଭିଯୋଗ ହୋଇଛି। ପୋଲିସ...

ରାଜ୍ୟଗୋଷ୍ଠୀ କ୍ରୀଡାରେ ଜୁଡୋରେ ଭାରତ ପାଇଁ ପ୍ରଥମ ସ୍ୱର୍ଣ୍ଣ ପଦକ ଆଣିଲେ ଅସ୍ମିତା ଦେ

ନୂଆଦିଲ୍ଲୀ: ଗ୍ଲାସଗୋ ଠାରେ ଚାଲିଥିବା ରାଜ୍ୟଗୋଷ୍ଠୀ କ୍ରୀଡା ରେ ଭାରତ ଏକ ବଡ଼ ସଫଳତା ହାସଲ କରିଛି। ଯୁବ ଜୁଡୋ ଖେଳାଳି ଅସ୍ମିତା ଦେ’ ଭାରତ ପାଇଁ ଏହି ସଫଳତା ଆଣିଛନ୍ତି lମହିଳା...

ପାଣିକୁଣ୍ଡରୁ ମିଳିଲା ନିଖୋଜ ଦ୍ବିତୀୟ ଶ୍ରେଣୀ ଛାତ୍ରୀଙ୍କ ମୃତଦେହ

ଭୁବନେଶ୍ବର: ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ (RIE)ର ଡେମୋନଷ୍ଟ୍ରେସନ୍ ମଲ୍ଟିପର୍ପୋଜ୍ (ଡିଏମ୍) ସ୍କୁଲର ଦ୍ୱିତୀୟ ଶ୍ରେଣୀରେ ପଢ଼ୁଥିବା ୨ୟ ଶ୍ରେଣୀ ଛାତ୍ରୀ ନିଖୋଜ ଘଟଣା। ସ୍କୁଲ୍ ପଛ ପଟେ ଥିବା ପୋଲିସ ରିଜର୍ଭ...